Jyotish Shastra- ନୂଆ ବର୍ଷ 2023 ରେ 3 ରାଶିରେ ଲାଗିବ ଲଟେରୀ ! ପରିବାରରେ ଖୁସିର ଲହରୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବବର୍ଷ ସମସ୍ତଙ୍କ ପାଇଁ କେତେ ନୂଆ ଆଶା ଓ ନୂଆ ଉଲ୍ଲାସ ନେଇକି ଆସିଥାଏ । ନୂତନ ବର୍ଷର ଆଗୁଆ ଅଭିନନ୍ଦନ ଜଣାଉଛୁ । ଆସନ୍ତା ନୂଆ ବର୍ଷ ୨୦୨୩ ମସିହା ୩ ଗୋଟି ରାଶିଙ୍କ ପାଇଁ ଅତ୍ୟନ୍ତ ଖୁସିର ସଂବାଦ ନେଇକରି ଆସିବା ପାଇଁ ଯାଉଛି । ତେଣୁ ଆଜି ସେହି ୩ ଗୋଟି ରାଶିଙ୍କ ଉପରେ ଆଲୋଚନା କରିବା ପାଇଁ ଯାଉଛୁ । ମିଥୁନ ରାଶି ;- ୨୦୨୩ ମସିହାରେ ଏହି ରାଶିର ଭାଗ୍ୟରେ ଶନିଦେବଙ୍କର ପ୍ରଭାବରୁ ଖୁସିର ଦିନ ଆସିବା ପାଇଁ ଯାଉଛି ।

ଯେଉଁ ସବୁ ଅସୁବିଧା ବହୁ ଦିନରୁ ଲାଗି ରହୁଥିଲା । ସେହି ସମସ୍ଯାର କାରଣ ମୂଳରୁ ନିପାତ ହେବା ପାଇଁ ଯାଉଛି । ଯେଉଁ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥାନ୍ତି । ସେହି କାର୍ଯ୍ୟକୁ ନୂଆବର୍ଷ ୨୦୨୩ ବର୍ଷରେ ଆରମ୍ଭ କରିପାରିବେ । ଏହି ବର୍ଷରେ ଆରମ୍ଭ କରିଥିବା କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ହାସଲ କରିବେ । ପରିବାର ସହିତ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି । ନୂତନ ବନ୍ଧୁ ମିଳନ ହେବାର ଯୋଗ ବନୁଛି । ତାଙ୍କ ସମ୍ବଦ୍ଧୀୟ ସମସ୍ଯାର ଅନ୍ତ ଘଟିବା ପାଇଁ ଯାଉଛି ।

ସିଂହ ରାଶି ;- ରାଜଯୋଗର ଏହି ରାଶିରେ ସମ୍ଭାବନା ରହୁଥିବା କାରଣରୁ ଏହି ରାଶିର ବ୍ୟକ୍ତିବିଶେଷମାନେ ବହୁତ କିଛି ଯୋଜନାକୁ କାର୍ଯ୍ୟକାରୀ କରିପାରିବେ । ଅର୍ଥକୁ ଠିକ ଭାବରେ ବିନିଯୋଗ କରିବା ଦ୍ଵାରା ହିଁ ଅର୍ଥର ବୃଦ୍ଧିର ଅତ୍ୟଧିକ ସମ୍ଭାବନା ରହୁଛି । ଏହି ରାଶିକୁ ଭାଗ୍ୟର ସପକ୍ଷ ବହୁତ ଅଧିକ ମିଳୁଥିବାରୁ ଏମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଖୁସି ମିଳିବା ପାଇଁ ଯାଉଛି ।

ବିବାହ ପାଇଁ ଭଲ ଯୋଗ ରହୁଛି । ବିବାହ କରିଥିବା ଲୋକଙ୍କର ଦାମ୍ପତ୍ୟ ଜୀବନ ଉତ୍ତମ ରହିବା ପାଇଁ ଯାଉଛି । ସ୍ଵାସ୍ଥ ଅବସ୍ତା ପ୍ରତି ଯତ୍ନଶୀଳ ରହିବା ଉଚିତ । ଛୋଟ ବଡ ସ୍ଵାସ୍ଥ ସମସ୍ଯାର ସାମ୍ନା କରିବାକୁ ପଡିପାରେ । ବିଦ୍ୟାର୍ଥୀ ମାନଙ୍କର ପାଠ ପ୍ରତି ଅଧିକ ପରିଶ୍ରମ କରିବାକୁ ପଡିବ ।

କୁମ୍ଭ ରାଶି ;- ଏହି ରାଶିର ଭଲ ଯୋଗ ବନୁଥିବାରୁ ଏମାନଙ୍କୁ ବହୁତ ଶୀଘ୍ର ଖୁସି ଖବର ପ୍ରାପ୍ତ ହେବା ପାଇଁ ଯାଉଛି । ବହୁତ ଦିନରୁ ଚାକିରି ଅପେକ୍ଷାରେ ରହିଥିବା ଲୋକଙ୍କୁ ନୂତନ ଚାକିରି ମିଳିପାରେ । ଘର ପରିବାରରେ କିଛି ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରାଯାଇପାରେ । ଘର ପରିବାରରେ ନିଜ ବ୍ୟସ୍ତ ବହୁଳ କାର୍ଯ୍ୟ ଭିତରୁ ସମୟ ବାହାର କରି ଅଧିକ ସମୟ ନିଜ ପରିବାର ପାଇଁ ଦେବେ ।

ଭଲ ଭଲ କ୍ଷେତ୍ରରେ କୁମ୍ଭ ରାଶିର ଲୋକ ଯୋଗ ଦେବା ପାଇଁ ଯାଉଛନ୍ତି । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ ଆଗ ଅପେକ୍ଷା ଅଧିକ ଭଲ ରହିବ । ମନସ୍ଥ କରିଥିବା କାର୍ଯ୍ୟକୁ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *