ଦୀପ ଓ ଧୂପ କିପରି ଲଗାଇଲେ ଦାରିଦ୍ର୍ୟତା ବୃଦ୍ଧିହୁଏ ? ଏହା ସହିତ ପଢନ୍ତୁ ଆଜିର ଆଉ 20 ଟି Anuchinta

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆଉ କିଛି ନୁତନ ସୁବିଚାର ମନ ଯାହା ଜାଣି ଯଦି ଆପଣ ନିଜର କର୍ମ କରନ୍ତି, ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ଶାନ୍ତି ସମଦ୍ଧି ଭରି ଯିବ । ଠାକୁର ପୂଜା କରିବ ଆଡବାର ମନ ମସ୍ତିସ୍କ ଶାନ୍ତ ହେବା ସହ ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ତେଣୁ ଠାକୁର ପୂଜା କରିବା ଉଚିତ । ତାହାସହ ଠାକୁର ପୂଜା କରିବା ସମୟରେ କିଛି ବିଶେଷ ବିଷୟ ଉପରେ ଧ୍ୟାନ ଦେବା ଉଚିତ ।

ପୂଜା ସମୟରେ ଗଣେଶ ଭଗବାନ ଙ୍କୁ କେବେ ମଧ୍ୟ ତୁଳସୀ ପତ୍ର ଚଢାଇବା ଉଚିତ ନୁହେଁ । ଏହା ଦ୍ଵାରା ପୂଣ୍ୟ ପରିବର୍ତ୍ତେ ପାପ ଲାଗିଥାଏ । ରବିବାର ଦିନ ଡୁବ ଘାସ ଛିଣ୍ଡାଇବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ । ପୂଜା କରୁଥିବା ସମୟ ରେ ଆସିଥିବା ଗୁରୁଜନ ବା ପୂଜନୀୟ ବ୍ୟକ୍ତି ଙ୍କୁ ପ୍ରଣାମ କରି ପୂଜା କାର୍ଯ୍ୟ ସମାପନ କରିବା ମଙ୍ଗଳକାରୀ ହୋଇଥାଏ ।

ମାଟି ମୂର୍ତ୍ତି ର ଆବାହନ ଓ ବିସର୍ଜନ କରି ଜଳ ରେ ବିସରଜିତ କରାଯାଇଥାଏ । ପଦ୍ମ ଫୁଲ କୁ 5 ରାତି, ବେଲପତ୍ର କୁ 10 ରାତି ଓ ତୁଳସୀ ପତ୍ର କୁ 11 ରାତି ପର୍ଯ୍ୟନ୍ତ ସୁଧ କରି ରଖୀ ପୂଜା କାର୍ଯ୍ୟ ରେ ବ୍ୟବହାର କରାଯାଇ ପାରେ । ଶାଳଗ୍ରାମ ଉପରେ ଅକ୍ଷତ ଚଢାଯିବା ଉଚିତ । ଠାକୁର ପୂଜା ସମୟ ରେ ଦୀପ ରୁ ଦୀପ ଲଗାଇବା ଦ୍ଵାରା ଦରିଦ୍ରତା ଦେଖା ଦେଇଥାଏ ।

ଦୀପ ପ୍ରଜ୍ଵଳନ କରିବା ସମୟରେ ଦୀପ ର ମୁଖ କୁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗ କରି ରଖିବା ଉଚିତ ଏହା ଦ୍ଵାରା ଆୟ ଓ ଯଶ ବୃଦ୍ଧି ହୋଇଥାଏ । ପୂଜା ସମୟ ରେ ଯଦି ଦୀପ ରୁ ଧୂପ ଲଗାଯାଏ ତେବେ ଏହା ଦ୍ଵାରା ଘରେ ଦରିଦ୍ରତା ଦେଖା ଦେଇଥାଏ । କୌଣସି ଠାକୁରାଣୀ ଙ୍କର ପୂଜା ସମୟରେ ଦୀପ ଦକ୍ଷିଣ ପାର୍ଶ୍ଵ ରେ ପ୍ରଜ୍ଵଳନ କରିବା ଦ୍ଵାରା ଏହା ଅତ୍ୟନ୍ତ ମଙ୍ଗଳ କାରୀ ହୋଇଥାଏ । ପ୍ରତିଦିନ ଠାକୁର ପୂଜା ସମୟରେ ଦକ୍ଷିଣା ଚଢାଇବା ଶୁଭ ହୋଇଥାଏ । ଏହାଦ୍ଵାରା ଘରର ସମୃଦ୍ଧି ରେ ମଧ୍ୟ ବୃଦ୍ଧି ହୋଇଥାଏ ।

ମୁଖରୁ ଦୁର୍ଗନ୍ଧ ବାହାରୁଥିବା ସମୟ ରେ ଜପ କଲେ ଏହା ଖୁବ ଅମଙ୍ଗଳକାରୀ ହୋଇଥାଏ । ଓସ୍ତ ଗଛ କୁ କେବେ ମଧ୍ୟ ସନ୍ଧ୍ୟା ପରେ ନମସ୍କାର କରିବା ଉଚିତ ହୋଇ ନଥାଏ । ଯେଉଁ ଲୋକ ମାନେ ଇଶ୍ଵର ଙ୍କ ବ୍ଯତୀତ ଅନ୍ୟ ପ୍ରକୃତିକ ବସ୍ତୁ ଗୁଡିକ ର ପୂଜା ଅକରିଥାନ୍ତି ସେମାନଙ୍କର ଅଧପତନ ଖୁବ ଶୀଘ୍ର ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯାଇଦ ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *