ଘରେ ଅଖଣ୍ଡ ଦୀପ ଜାଳିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ଶାସ୍ତ୍ର ଅନୁସାରେ କିଛି ବିଚାର କୁ ଜୀବନରେ ଅପଣାଇ କାର୍ଯ୍ୟ କରିବା ଦ୍ଵାରା ଜୀବନ ସୁଖ ମାୟ ଝେବା ସହ ଜୀବନ ରେ ଥିବା ସମସ୍ତ ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇ ଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଆନ ନେଇ ଆସିଛୁ ଆଉ କିଛି ନୂତନ ନୂତନ ଅନୁଚିନ୍ତା ମାନ, ବନ୍ଧୁଗଣ ଆପଣ ମାନେ ଯଦି ଏହି ଅନୁଚିନ୍ତା କୁ ଜୀବନରେ ଲଗାଇ କାର୍ଯ୍ୟ କରନ୍ତି, ତେବେ ଆପଣ ମାନଙ୍କ ଜୀବନ ଟି ମଙ୍ଗଳମୟ ହେବ ।

ଶାସ୍ତ୍ର ଅନୁସାରେ ପୁରୁଷ ଲୋକମାନେ ଶଙ୍ଖ ବଜାଇବା ଉଚିତ ଏବଂ ସଧବା ମହିଳା ମାନେ ଶଙ୍ଖ ବଜାଇବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇ ଯାଇଥାନ୍ତି । ସ୍କନ୍ଦପୁରାଣ ଅନୁସାରେ ପୌଷ ମାସ ର ଶୁକ୍ଲପକ୍ଷ ଦଶମୀ, ଚୈତ୍ର ମାସର ପଞ୍ଚମୀ ଏବଂ ଶ୍ରାବଣ ମାସର  ପୂର୍ଣ୍ଣିମା ତିଥିରେ ମାତା ଲକ୍ଷ୍ମୀ ଙ୍କୁ ପୂଜା କଲେ, ଧାନ ସମ୍ପଦ,ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ସମସ୍ତ ଧାର୍ମିକ କାର୍ଯ୍ୟ ବା ଶୁଭ କରଜୟ ଅଥବା ପୂଜା ଆରମ୍ଭ କରିବା ପୂର୍ବରୁ ଦୀପ ପ୍ରଜ୍ଵଳନ କରିବା ଉଚିତ । କାରଣ ଦୀପର ଅଗ୍ନି ଙ୍କୁ ସାକ୍ଷୀ ରଖୀ କରାଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ । ଦୀପ ଲଗାଇବା ସମୟ ରେ ଦୀପ ର ମୁଖ ପୂର୍ବ ଦିଗ କୁ କରି ରଖିବା ଦ୍ଵାରା ଆୟୁ ବୃଦ୍ଧି ହୋଇଥାଏ । ଓ ଉତ୍ତର ଦିଗ କୁ କରି ରଖିବା ଦ୍ଵାରା ଉତାମ ସ୍ୱାସ୍ଥ୍ୟ ସହ ଆୟଓ ଯଶ ରେ ବୃଦ୍ଧି ହୋଇଥାଏ ।

ପଶ୍ଚିମ ଓ ଦକ୍ଷିଣ ଦିଗ କୁ ମୁହଁ କରି ଦୀପ ଜଳିବ ଅଶୁଭ ହେବ ଅସହ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ । ପ୍ରତ୍ଯେକ ଦିନ ଠାକୁର ଘରେ ସୂର୍ଯ୍ୟ ଉଦୟ ରୁ ଅସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ଵଳନ କରିବା ଦ୍ଵାରା ଏହା ଅତ୍ୟନ୍ତ ମଙ୍ଗଳ କାରୀ ହୋଇଥାଏ । ଏହାସହ ଏହା ଫଳରେ ଘରେ କେବେ ମଧ୍ୟ ଦରିଦ୍ରତା ପ୍ରବେଶ କରି ନଥାଏ । ଶାସ୍ତ୍ର ଅନୁସାରେ ସ୍ୱାସ୍ଥ୍ୟ ର ସୁରକ୍ଷା ପାଇଁ ଧ୍ୟାନ କରିବା ଉଚିତ ଏହା ମଙ୍ଗଳ କରି ହୋଇଥାଏ । ତାହାସହ ସୌର୍ଯ୍ୟଶକ୍ତି ଓ ଧୈର୍ଯ୍ୟ ଶକ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ ।

ଲଲାଟ ଉପରେ ପୂର୍ଣ୍ଣ ଚନ୍ଦ୍ର ସଦୃଶ୍ୟ ଜ୍ଯୋତି ଧ୍ୟାନ କଲେ ଆୟୁଷ ବୃଦ୍ଧି ହେବା ସହିତ କୁଷ୍ଠ ରୋଗ ରୁ ଆରୋଗ୍ଯ ଲାଭ ହୋଇଥାଏ । ପ୍ରସନ୍ନତା ର ସହକାରେ ଓ ପୂର୍ଣ୍ଣ ନିଷ୍ଠା ର ସହିତ ଏକାଦଶୀ ବ୍ରତ କରିବା ଉଚିତ । ଏହାଦ୍ବାରା କଲ୍ୟାଣକାରୀ ହେବା ସହ ଉତ୍ତମ ଜୀବନ ସାଥି ଓ ଉତାମ ସନ୍ତାନ ପ୍ରାପ୍ତ ହୋଇଥାଏ । ତାହାସହ ଧାନ ପ୍ରାପ୍ତି ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *