Jyotish Shastra- ବାଛନ୍ତୁ ନିଜ ଜନ୍ମବାର ଓ ଜାଣନ୍ତୁ ନିଜର ଏକ ବଡ ରାଜ !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ବ୍ବିଶ୍ୟରେ କେଉଁଥୁ ନା କେଉନ୍ର୍ଠୁ ନିଶ୍ଚୟ ଶୁଣିଥିବେ କି ଆମର ଜନ୍ମ ଯେଉଁଦିନ ହୋଇଥାଏ, ତାହର ପ୍ରଭାବ ଆମର ବ୍ୟକ୍ତିତ୍ବ ଉପରେ ମଧ୍ୟ ବିଶେଷ ଭାବରେ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ସାହାର୍ଯ୍ୟ ରେ ଆମେ ମାନେ ଆମର ଜନ୍ମ ତାରିଖ ଜନ୍ମ ବାର ଓ ଜନ୍ମ ମାସ କୁ ନେଇ ଆମର ଆସୁଥିବା ସମୟ ବିଷୟରେ ଜାଣି ପାରିଥାଉ । କିନ୍ତୁ ଏହା ସହ ଜ୍ଯୋତିଷ ଶାସ୍ତ୍ର ଦ୍ଵାରା ଜଣା ପଡି ଯାଇଥାଏ କି ସପ୍ତାହ ର ସାତ ବାର ମଧ୍ୟରେ କେଉଁ ବାର ରେ ଆପଣ ଙ୍କର ଜନ୍ମ ହୋଇଥାଏ,

ସେହି ବାର ଅନୁସାରେ ଆପଣ ଙ୍କର ସ୍ଵଭାବ ମଧ୍ୟ ହୋଇ ଯାଇଥାଏ । ସପ୍ତାହ ରେ ଥିବା ସମସ୍ତ ବାର ଙ୍କର କୌଣସି ନା କୌଣସି ଗ୍ରହ ମାନଙ୍କ ସହ ସାମଞ୍ଜସ୍ଯ ରହିଛି । ଯେପରି ସୋମବାର ର ଚନ୍ଦ୍ର ଙ୍କ ସହ ତ ମଙ୍ଗଳବାର ର ମଙ୍ଗଲ ଗ୍ରହ ସହ ।

ବୁଧବାର ର ଅଧିପତି ବୁଧ ଗ୍ରହ ହୋଇଥିବା ବେଳେ ଗୁରୁବାର ର ଅଧିପତି ଦେବା ଗୁରୁ ବୃହସ୍ପତି ବା ବୃହସ୍ପତି ଗ୍ରହ ଅଟନ୍ତି । ଶୁକ୍ରବାର ର ଅଧିପତି ଶୁକ୍ର ଗ୍ରହ ହେବ ସମୟରେ ଶନିବାର ର ଅଧିପତି ଶନି ଗ୍ରହ ଅଟନ୍ତି । ଓ ରବିବାର ର ଅଧିପତି ସୂର୍ଯ୍ୟ ଅଟନ୍ତି । ସପ୍ତାହ ର ଯେଉଁ ବାର ରେ ଯେଉଁ ବ୍ୟକ୍ତି ର ଜନ୍ମ, ହୋଇଥାଏ, ସେହି ବାର ଅନୁସାରେ ସେହି ଗ୍ରହାଧିପତି ଦେବତା ମାନଙ୍କର ବିଶେଷ କୃପା ମଧ୍ୟ ସେହି ବ୍ୟକ୍ତି ର ଜୀବନ ଉପରେ ରହିଥାଏ ।

ଯେଉଁ ବ୍ୟକ୍ତି ମାନେ ସୋମବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ଚନ୍ଦ୍ର ଙ୍କ ପ୍ରଭାବ ରୁ ଖୁବ ଧୀର ଶାନ୍ତ ସ୍ଵଭାବର ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର ଦିନ ଜନ୍ମ ହୋଇଥାନ୍ତି, ମଙ୍ଗଳ ଗ୍ରହ ଙ୍କ ପ୍ରଭାବ ରୁ ସେମାନେ ଅଧିକ ରାଗି ହୋଇଥାନ୍ତି । ଏ

ହାସହ ଏମାନଙ୍କ ପାଖରେ ନେତୃତ୍ଵ ଶକ୍ତି ଅଧିକ ଥିବାର ଦେଖା ଯାଇଥାଏ । ବୁଧ ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୁବ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନକ ଜୀବନରେ କେବେ ମଧ୍ୟ କୌଣସି ପ୍ରକାର ଆର୍ଥିକ ସମସ୍ଯା ଦେଖା ଦେଇ ନଥାଏ । ଏହି ବ୍ୟାକ୍ତି ମାନଙ୍କ ଜୀବନରେ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ହୋଇ ରହିଥାନ୍ତି ।

ଶୁକ୍ର ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଜୀବନ ସବୁବେଳେ ଭୋଗ ବିଳାସ ରେ କଟି ଥାଏ । ଏମାନଙ୍କ ଜୀବନରେ ଶୁକ୍ର ଗ୍ରହ ଙ୍କର ସବୁବେଳେ ଖୁବ ଭଲ ପ୍ରଭାବ ଦେଖିବାକୁ ମିଳିଥାଏ । ଯେଉଁ ବ୍ୟକ୍ତି ମାନେ ଶନିବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ଧୀର ଦ୍ଵାଭର ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ସତ୍ୟ ଧର୍ମ ଓ ନ୍ୟାୟ ପଥରେ ହିଁ ଚଳିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ଙ୍କର କୃପା ଲାଗି ରହିଥାଏ ।

ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନକ ଜୀବନ ମଧ୍ୟ ଅନେକ ସୁଖ ରେ କଟିଥାଏ । ଏହି ବ୍ୟକ୍ତି ମାନେ ମଧ୍ୟ ସେମାନଙ୍କ ଜୀବନ ରେ ସମସ୍ତ କ୍ଷେତ୍ରରେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରିଥାନ୍ତି । ଅନ୍ୟ ମାନଙ୍କ ଅପେକ୍ଷା ଏମାନଙ୍କ ପାଇଁ ସମସ୍ତ କାର୍ଯ୍ୟ ଅଧିକ ସହଜ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *