Ajira Anuchinta- ଯୋଡା କଦଳୀ ଏଇଠି ଘଷନ୍ତୁ, ବଦଳିଯିବ ଭାଗ୍ୟ, ସମସ୍ତ କାର୍ଯ୍ୟରେ ମିଳିବ ସଫଳତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବ୍ୟକ୍ତିବିଶେଷଙ୍କର ଜୀବନରେ ଅନେକ ପ୍ରକାର ବାଧା ବିଘ୍ନ ରହିଥାଏ । ତଥାପି ମଧ୍ୟ ସମସ୍ତ ବାଧା ବିଘ୍ନ ଦୂର କରି ପ୍ରତ୍ଯେକଟି ମନୁଷ୍ୟ ନିଜ ଜୀବନରେ ଆଗକୁ ବଢି ଉନ୍ନତି କରିବା ପାଇଁ ସବୁବେଳେ ପ୍ରୟାସ କରି ଚାଲି ଚାଲିଥାଏ । ଆଜି ଆପଣ ମାନେ କେତେକ ଭଲ କଥା ଜାଣିବାକୁ ଯାହାକୁ ଆପଣ ନିଜ ଜୀବନରେ ପ୍ରୟୋଗ ଦ୍ଵାରା ଆପଣଙ୍କ ଜୀବନ ଅଧିକ ସୁଖମୟ ହେବ । ଠାକୁର ପୂଜା କରିବା ବେଳେ ଯଦି ଜାଆଁଲା କଦଳୀ ପାଇଥାନ୍ତି ।

ତେବେ ନିଶ୍ଚୟ ସେହି ଜାଆଁଳା କଦଳୀରେ ପୂଜା କରିବା ଉଚିତ । ବିଶେଷ କରି ଜାଆଁଳା କଦଳୀ ଭଗବାନ ଶିବଙ୍କ ଉପରେ ଘର୍ଷଣ କରିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ । କାରଣ ଜାଆଁଳା କଦଳୀଙ୍କୁ ଲକ୍ଷ୍ମୀ ଓ ନାରାୟଣ ବୋଲି କହିଥାନ୍ତି । ନାରୀ ଋତୁମତୀ ହେବାର ଯୁଗ୍ମ ଦିନ ଯେପରି ୨, ୪, ୬, ୮, ୧୦ ଓ ୧୨ ଦିନ ପୁରୁଷ ସହିତ ନାରୀର ମିଳନ ଘଟିଥାଏ।

ତେବେ ପୁତ୍ର ସନ୍ତାନ ଜାତ ହୋଇଥାଏ । ଯଦି ଦମ୍ପତି ମାନଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥାଏ । ତେବେ ୨ ଟି ମୟୂର ପୁଚ୍ଛ ଆଣି ତାହାକୁ ବିଭାଘର ଆଲବମ୍ ରେ ଏକାଠି ରଖିଲେ । ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବା ସହିତ ଝଗଡା କମିଥାଏ । ନିଜ ପିଲାର ଜନ୍ମ ବେଳ ଦିନ ପିଲାଙ୍କୁ ନିହାତି ଭାବରେ ଖସା ତେଲ ମାରି ଗାଧୋଇ ଦେବା ସହ ପିଲାଙ୍କୁ ଖସା ନଡୁ ଖାଇବାକୁ ଦେବା ଉଚିତ ।

କାରଣ ଖସା ନଡୁ ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କର ଅତି ପ୍ରିୟ ହୋଇଥାଏ । ତେଣୁ ଯଦି ସନ୍ତାନର ଜନ୍ମ ବେଳ ଦିନ ତାକୁ ଖସା ନଡୁ ଖାଇବାକୁ ଦିଅନ୍ତି । ତେବେ ପିଲାର ଆର ବର୍ଷ ଜନ୍ମ ଦିନ ପର୍ଯ୍ୟନ୍ତ ତା’ ଜୀବନରେ କିଛି ମଧ୍ୟ ବିଘ୍ନ ଆସିବ ନାହିଁ । ଜନ୍ମ ମାସ, ଜନ୍ମ ଦିନ ଓ ଜନ୍ମ ନକ୍ଷତ୍ରରେ କେବେ ମଧ୍ୟ ନିଜ ସନ୍ତାନ ମାନଙ୍କର ବାହାଘର କରନ୍ତୁ ନାହିଁ ।

ଏପରି କରିବା ଦ୍ଵାରା ବିବାହ ଜୀବନରେ ଅସୁବିଧା ଆସିଥାଏ । ପୂଜା କରିବା ସମୟରେ ଛୁଆଟି କାନ୍ଦିଥାଏ । ତେବେ ଏହା ଘର ପ୍ରତି ଆସୁଥିବା ବିପକୁ ସୁଚାଇ ଥାଏ । ଯଦି ଏହାର ପ୍ରତିକାର ଚାହୁଁଥାନ୍ତି । ତେବେ ଘରୁ ଟିକେ ହଳଦୀ ଆଣି ଠାକୁର ଘର କାନ୍ଥରେ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ବିପଦ ଟଳି ଯାଇଥାଏ ।

ପୁରୁଷ ମାନେ ପୂଜା କରିବା ସମୟରେ ଦୂର୍ଗାଙ୍କର ଫୋଟରେ ସିନ୍ଦୁର ଲଗାଇବେ ନାହିଁ । ମହିଳା ମାନେ ପୂଜା କରିବା ସମୟରେ ହନୁମାନଙ୍କ ଫୋଟରେ ସିନ୍ଦୁର ଲଗାଇବେ ନାହିଁ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ନିହାତି ଭାବେ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *