ରାତିରେ ଶୋଇବା ପୂର୍ବରୁ 3 ଥର ଜପନ୍ତୁ ହନୁମାନଙ୍କର ଏହି 2 ଟି ମନ୍ତ୍ର, ରୋଗ, ଶୋକ, ପୀଡା ଓ ଭୟ ସବୁ ହେବ ଦୂର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ହନୁମାନଙ୍କର କୃପାଶକ୍ତି ନିରନ୍ତର ସମସ୍ତ ଭକ୍ତଙ୍କ ଉପରେ ରହିଥାଏ । ପ୍ରଭୁ ବଜରଙ୍ଗୀ ବଳୀଙ୍କୁ ଯିଏ ଶ୍ରଦ୍ଧା ଓ ନିଷ୍ଟାର ସହ ଅନ୍ତରରୁ ପୂଜା କରିବା ସହିତ ତାଙ୍କର ଧ୍ୟାନ ଓ ଆରାଧନା କରିଥାଏ । ସେହି ବ୍ୟକ୍ତି ଉପରେ ପ୍ରଭୁ ବଜରଙ୍ଗୀବଳୀଙ୍କ କୃପାଦୃଷ୍ଟି ସବୁବେଳେ ରହିଥାଏ । ପ୍ରଭୁ ହନୁମାନ ଯେତେବେଳେ ସୂର୍ଯ୍ୟ ଦେବଙ୍କୁ ଏକ ଫଳ ଭାବି ତାଙ୍କ ଶକ୍ତି ଦ୍ଵାରା ଉଡି ଉଡି ଆକାଶ ମାର୍ଗରେ ସୂର୍ଯ୍ୟ ଦେବଙ୍କୁ ଖାଇବାକୁ ଯାଇଥିଲେ ।

ସେତେବେଳେ ଇନ୍ଦ୍ର ଦେବ ତାଙ୍କୁ ଶସ୍ତ୍ର ପ୍ରହାର କରି ମୁର୍ଚ୍ଛିତ କରିଦେଇଥିଲେ । ଏହାପରେ ବାୟୁ ଦେବ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ । ତେଣୁ ଯେତେବେଳେ ସବୁ ଦେବତା ଗଣ ଜାଣିବାକୁ ପାଇଲେ । ପ୍ରଭୁ ବଜାରଙ୍ଗୀବଳୀ ଭଗବାନ ଶିବଙ୍କର ଏକ ଅଂଶ । ସେତେବେଳେ ସମସ୍ତ ଦେବତା ଗଣ ତାଙ୍କୁ ଶକ୍ତି ପ୍ରଦାନ କରିଥିଲେ ।

ଭଗବାନ ହନୁମାନ ସର୍ବ ଶକ୍ତିର ଅଧିକରୀ ଅଟନ୍ତି । ପ୍ରଭୁ ବଜାରଙ୍ଗୀବଳୀଙ୍କୁ ହନୁମାନ ଚାଳିଶା ପାଠ ସମର୍ପଣ କରାଯାଇଛି । ଯେଉଁ ବ୍ୟକ୍ତିବିଶେଷ ପ୍ରତ୍ଯେକ ଦିନ ସକାଳେ ଓ ସନ୍ଧ୍ୟା ସମୟରେ ଭଗବାନ ହନୁମାନଙ୍କର ପବିତ୍ର ଚାଳିଶାକୁ ନିଷ୍ଟାର ପାଠ କରିଥାଏ । ପ୍ରଭୁ ହନୁମାନଙ୍କର କୃପାଦୃଷ୍ଟି ସଦା ସର୍ବଦା ସେହି ଭକ୍ତ ମାନଙ୍କ ଉପରେ ରହିଥାଏ ।

ହନୁମାନ ଚାଳିଶାର ପ୍ରତ୍ଯେକଟି ଧାଡିରେ ଏପରି ଚମତ୍କାରୀତା ରହିଅଛି । ଯାହାକୁ ପାଠ କରିବା ଦ୍ଵାରା ମନୁଷ୍ୟକୁ ମନରୁ ସମସ୍ତ ଭୟ ଦୂରୀଭୂତ ହୋଇଯାଇଥାଏ । ଏହା ସହିତ ପ୍ରତିଦିନ ଏହାକୁ ପାଠ କରିବା ଦ୍ଵାରା ବହୁ ପାପର ମଧ୍ୟ ନାଶ ଘଟିଥାଏ । ସେହି ହନୁମାନ ଚାଳିଶାରେ ଏପରି ୨ ଟି ଚୌପଦୀ ରହିଅଛି । ଯଦି ସେହି ଚୌପଦୀ ବା ମନ୍ତ୍ରକୁ ଉଚାରଣ କରିବେ ।

ତେବେ ତାହା ତ୍ୟନ୍ତ ଶୁଭ ହୋଇଥାଏ । ଭୁତ ପିଶାଚ ନିକଟ ନହିଁ ଆଵେ ମହାବୀର ଜବ ନାମ ସୁନାଵେ  । ଏହି ମନ୍ତ୍ରଟି ଉଚରଣ ଆରିବା ଦ୍ଵାରା ମନରେ ଯେଉଁ ସବୁ ଭୟ ରହିଛି । ଭଗବାନ ବଜାରଙ୍ଗୀବଳୀ ତାହା ଦୂର କରିଦେବେ । ଆପଣଙ୍କୁ ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ମିଳିବ । ନାସ୍ଯେ ରୋଗ ହରେ ସବ ପୀରା ଜପତ ନିରନ୍ତର ହନୁମନ୍ତ ବୀରା ।

ଯେଉଁ ଲୋକ ମାନଙ୍କର ଶରୀର ବହୁ ସମୟରେ ଅସୁସ୍ଥ ରହୁଅଛି । ଯଦି ଏହି ମନ୍ତ୍ରକୁ ନିରନ୍ତର ଭାବେ ଜପ କରିବେ । ତେବେ ଅସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିବ । ପ୍ରତ୍ଯେକ ଦିନ ରାତିରେ ଶୋଇବା ପୂର୍ବରୁ ନିହାତି ଭାବେ ୨ ମନ୍ତ୍ର ୩ ଥର ଜପ କରନ୍ତୁ । ଜୀବନର ସବୁ ସମସ୍ଯା ଦୂରୀଭୂତ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *