କଣ ପାଇଁ ପୁରୁଷ ମାନେ କୁଆଁରୀ ଝିଅଙ୍କ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ହୁଅନ୍ତି ଅଧିକ ଆକର୍ଷିତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲୁହା ଚୁମ୍ବକକୁ ଆକର୍ଷିତ କରିଥାଏ । ସେହିପରି ମହିଳା ମାନଙ୍କର ରୂପ ଯୌବନ ଦ୍ଵାରା ପୁରୁଷ ମାନେ ଆକର୍ଷିତ ହୋଇଯାଇଥାନ୍ତି । ସମସ୍ତ ପୁରୁଷ ଜାତିର ମନରେ ଜଣେ ଉତ୍ତମ ଜୀବନ ସାଥି ପାଇବାର କାମନା ରହିଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ । କେତେକ ପୁରୁଷ ମାନେ ଅବିବାହିତ ଝିଅ ଅପେକ୍ଷା ବିବାହିତ ଝିଅଙ୍କ ପ୍ରତି ପୁରୁଷ ମାନେ କାହିଁକି ରୁଚି ରଖିଥାନ୍ତି ।

ପୁରୁଷ ମାନେ ବିବାହିତ ମହିଳା ମାନଙ୍କ ପ୍ରତି ଆସକ୍ତ ହେବାର କେତେ ଗୁଡିଏ କାରଣ ରହିଅଛି । ପୁରୁଷ ମାନେ ନିଜ ଠାରୁ ବୟସରେ ବଡ ଝିଅ ପ୍ରତି ଆସକ୍ତ ହେବା ଏକ ସାଧାରଣ କଥା ହୋଇଥାଏ । ପ୍ରଥମତଃ ଝିଅ ମାନେ ବାହା ହୋଇସାରିଲା ପରେ ତାଙ୍କର ରୂପ ଯୌବନରେ ଅନେକ ଶାରୀରିକ ପରିବର୍ତ୍ତନ ଆସିଯାଇଥାଏ । ଯାହା ଦ୍ଵାରା ସେମାନେ କୁଆଁରୀ ଝିଅ ମାନଙ୍କ ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଇଥାନ୍ତି ।

ସେଥିପାଇଁ ପୁରୁଷ ମାନେ ବିବାହିତ ମହିଳା ପ୍ରତି ଆକର୍ଷିତ ହୋଇଥାନ୍ତି । ଦିତୀୟରେ କୁଆଁରୀ ଝିଅ ମାନଙ୍କର ପ୍ରତିଟି କଥାରେ ନାକ ଆଗରେ ରାଗ ରହିବା ସହିତ ଅନେକ ନଖରା ମଧ୍ୟ ଦେଖାଇଥାନ୍ତି । ବିବାହିତ ମହିଳା ମାନେ ବାହା ହୋଇସାରିଲା ପରେ ନିଜ ରାଗକୁ ସଂଯମ କରିବା ସହିତ ଏତେ ନଖରା  ଦେଖାଇ ନଥାନ୍ତି । ଏହା ମଧ୍ୟ ଏକ କାରଣ ଯାହା ବିବାହିତ ମହିଳା ମାନଙ୍କ ପ୍ରତି ପୁରୁଷ ଆସକ୍ତ ହୋଇଯାଇଥାନ୍ତି ।

ତୃତୀୟରେ ବିବାହିତ ମହିଳା ମାନେ ଅଧିକ ବୁଦ୍ଧିମତୀ ହୋଇଥାନ୍ତି । କାରଣ ସେମାନେ ଦୁନିଆ ବିଷୟରେ ଅଧିକ ଜ୍ଞାନ ଜାଣିଥାନ୍ତି । ଯାହା ଅବିବାହିତ ଝିଅଙ୍କ ତୁଳନାରେ ଅଧିକ ହୋଇଥାଏ । ଏଥି ଯୋଗୁ ମଧ୍ୟ ପୁରୁଷ ମାନେ ମହିଳା ପ୍ରତି ଆକର୍ଷିତ ହୋଇଥାନ୍ତି । କେତେକ କୁଆଁରୀ ଝିଅ ମାନଙ୍କର ନିଜ ପ୍ରେମିକ ପାଖରେ ଅଧିକ ଡିମାଣ୍ଡ ରହିଥାଏ ।

ସେମାନଙ୍କୁ ପ୍ରତିଦିନ କିଛି କିଛି ନୂଆ ନୂଆ ଗିଫ୍ଟ ପାଇବାର ଆଶା ରହିଥାଏ  । ଏହାର ଅପର ପକ୍ଷରେ ବିବାହିତ ମହିଳା ମାନଙ୍କର କୌଣସି ଅଧିକ ଡିମାଣ୍ଡ ରହିନଥାଏ । ଏହା ସହିତ ସେମାନେ ଅଳ୍ପ ଜିନିଷରେ ଅଧିକ ଖୁସି ହେଇଯାଇଥାନ୍ତି । ଏହି କାରଣ ପାଇଁ ମଧ୍ୟ ପୁରୁଷ ମାନେ ଝିଅ ଅପେକ୍ଷା ବିବାହିତ ମହିଳା ପ୍ରତି ରୁଚି ରଖିଥାନ୍ତି ।

ପଞ୍ଚମରେ ବିବାହିତ ମହିଳା ମାନେ ନିଜର ମନ କଥାକୁ ଅନ୍ୟକୁ ଭଲ ଭାବରେ ଖୋଲି କହିବା ସହ ଅନ୍ୟର ଭାବନାକୁ ବହୁତ ସହଜରେ ବୁଝିଯାଇଥାନ୍ତି । ଏହି ସବୁ କାରଣ ପାଇଁ କେତେକ ପୁରୁଷ ମାନେ କୁଆଁରୀ ଝିଅ ଅପେକ୍ଷା ବିବାହିତ ମହିଳା ପ୍ରତି ଆକର୍ଷିତ ହୋଇଯାଇଥାନ୍ତି । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *