ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଇନ୍ ର ୨ ଟି ପାର୍ଶ୍ଵ ଭଳି ଆମ ସମାଜର ପୁରୁଷ ଓ ନାରୀ ଦୁଇ ପାର୍ଶ୍ଵ ସଦୃଶ ଅଟନ୍ତି । ପୁରୁଷ ଓ ମହିଳା ମାନଙ୍କର ଶାରୀରିକ ମିଳନ ଦ୍ଵାରା ସନ୍ତାନ ଜାତ ହୋଇଥାଏ । ଆପଣ କ’ ଣ ଜାଣିଛନ୍ତି ପୁରୁଷ ନାରୀ ସହିତ କେଉଁ ଦିନ ସହବାସ କରିବା ଦ୍ଵାରା କିପରି ସନ୍ତାନ ଜନ୍ମ ହୋଇଥାଏ । ଆଜି ଆପଣ ମାନେ ଏହି ସନ୍ତାନ ସମ୍ବଦ୍ଧୀୟ ତଥ୍ୟ ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ପ୍ରତ୍ଯେକ ମହିଳା ମାନଙ୍କର ମାସକୁ ଥରେ ଋତୁସ୍ରାବ ବା ପିରିଅଡ୍ ହୋଇଥାଏ ।
ଏହି ଦିନ ମାନଙ୍କରେ ଯଦି ମହିଳା ମାନେ ପୁରୁଷ ମାନଙ୍କ ଶାରୀରିକ ସମ୍ବଦ୍ଧ ସ୍ଥାପନ କରିଥାନ୍ତି । ତେବେ ଋତୁସ୍ରାବର ପ୍ରଥମ ଦିନରୁ ଆରମ୍ଭ କରି ୧୬ ଦିନ ପର୍ଯ୍ୟନ୍ତ କିଭଳି ସନ୍ତାନ ଜାତ ହୋଇଥାଏ ତାହା ଉଲ୍ଲେଖ କରିବା ପାଇଁ ଯାଉଛୁ । ମହିଳା ଋତୁସ୍ରାବ ହେବାର ପ୍ରଥମ ଦିନ ପୁରୁଷ ସହିତ ସମ୍ବଦ୍ଦ ରଖିଲେ । ସେହି ସନ୍ତାନଟି ରୋଗଯୁକ୍ତ ହୋଇଥାଏ ।
ଋତୁସ୍ରାବର ଦିତୀୟ ଓ ତୃତୀୟ ଦିନ ମହିଳା ସହିତ ପୁରୁଷ ସଂଗମ କଲେ ।ମୃତ ସନ୍ତାନ ଜାତ ହୋଇଥାଏ । ଚତୁର୍ଥ ଦିନ ସଂଗମ କଲେ । ସନ୍ତାନଟି ବିଚିତ୍ର ବା ଅଦ୍ଭୁତ ସନ୍ତାନ ଜନ୍ମ ହୋଇଥାଏ । ପଞ୍ଚମ ଦିନ ସଂଭୋଗ କରିବା ଫଳରେ କନ୍ୟା ଶୋଭାଗ୍ୟବତୀ ହୋଇ ଜନ୍ମ ଲାଭ କରିଥାଏ । ଷଷ୍ଠ ଦିନ ସଂଭୋଗ କଲେ ପୁତ୍ର ପିତା ଭଳି ହୋଇ ଜନ୍ମ ଲାଭ କରିଥାଏ ।
ସପ୍ତମ ଦିନ ସଂଭୋଗ କଲେ କନ୍ୟା ସନ୍ତାନ ହେବା ସହିତ କନ୍ୟା ସୁନ୍ଦରୀ ଓ ଗୁଣମତୀ ହୋଇଥାଏ । ଅଷ୍ଟମ ଦିନ ସଂଭୋଗ କରିବା ଦ୍ଵାରା ପୁତ୍ର ସନ୍ତାନ ଧନବାନ ହୋଇ ଜନ୍ମ ଲାଭ କରିଥାଏ । ନବମ ଦିନ ମାନଙ୍କରେ ସଂଭୋଗ କଲେ ଭାଗ୍ୟବତୀ କନ୍ୟା ଜନ୍ମ ହୋଇଥାଏ । ଦଶମ ଦିନ ସଂଭୋଗ କରିବା ଦ୍ଵାରା ସନ୍ତାନ ଭାଗ୍ୟବନ୍ତ ହୋଇ ଜନ୍ମ ଲାଭ କରିଥାଏ ।
ଏକାଦଶୀ ଦିନ ସଂଭୋଗ କରିବା ଦ୍ଵାରା ଅଧର୍ମୀ କନ୍ୟା ସନ୍ତାନ ଜନ୍ମ ହୋଇଥାଏ । ଦ୍ଵାଦଶ ଦିନ ସଂଭୋଗ କରିବା ଦ୍ଵାରା ଗୌରବର୍ଣ୍ଣ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ତ୍ରୟୋଦର୍ଶୀ ଦିନ ସଂଭୋଗ କରିବା ଦ୍ଵାରା ପାପିନୀ କନ୍ୟା ଜାତ ହୋଇଥାଏ । ଚତୁର୍ଦଶ ଦିନ ସଂଭୋଗ କଲେ ସୁଶୀଳ ପୁତ୍ର ସନ୍ତାନ ଜାତ ହୋଇଥାଏ ।
ପଞ୍ଚଦଶ ଦିନ ପୁରୁଷ ନାରୀ ସହିତ ସଂଭୋଗ କରିବା ଦ୍ଵାରା ସତୀ ନାରୀ କନ୍ୟା ସନ୍ତାନ ଜନ୍ମ ହୋଇଥାଏ । ଯଦି ମହିଳାର ଋତୁସ୍ରାବ ହେବାର ଷୋଡଶ ଦିନ ପୁରୁଷ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥାଏ । ତେବେ ବୁଦ୍ଧିମାନଓ ଜ୍ଞାନୀ ପୁତ୍ର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହିତ ନିଶ୍ଚୟ ଭାବରେ ଶେୟାର କରନ୍ତୁ। ଧନ୍ୟବାଦ