ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ୨ ପ୍ରକାରର ଶକ୍ତି ଦିବ୍ୟମାନ ହୋଇ ରହିଅଛି । ପ୍ରଥମ ହେଉଛି ସକାରାତ୍ମକ ଶକ୍ତି ଓ ଅନ୍ୟଟି ହେଉଛି ନକରାତ୍ମକ ଶକ୍ତି । ସକାରାତ୍ମକ ଶକ୍ତି ଯାହା ପାଖରେ ରହିଥାଏ । ତାହାର ସମସ୍ତ ଚିନ୍ତନ ସକାରାତ୍ମକ ହେବା ସହ କାର୍ଯ୍ୟ ମଧ୍ୟ ଭଲ ହୋଇଥାଏ । ନକରାତ୍ମକ ଶକ୍ତିର ଯାହା ଉପରେ ଘେର ରହିଥାଏ । ତାହାକୁ ଜୀବନରେ ଅନେକ କଷ୍ଟ ଯନ୍ତ୍ରଣା ଦେଇ ଗତି କରିବାକୁ ପଡିଥାଏ ।
ଆପଣ ୩ଟି ଫୁଲ ମଧ୍ୟରୁ ଗୋଟିଏ ଫୁଲ ବାଛିକି ଆପଣଙ୍କ ଉପରେ ରହିଥିବା ଶକ୍ତି ସମ୍ବଦ୍ଧରେ ସୂଚନା ପାଆନ୍ତୁ । କମଳା ରଙ୍ଗର ଫୁଲ ;- ଯେଉଁ ମାନେ କମଳା ରଙ୍ଗର ଫୁଲକୁ ବାଛିଛନ୍ତି । ସେମାନଙ୍କ ଉପରେ ଦେବୀ ଶକ୍ତିର ପ୍ରଭାବ ରହୁଅଛି । ଏହି ଫୁଲକୁ ବାଛିଥିବା ଲୋକ ମାନଙ୍କର ପ୍ରାୟତଃ ସମୟରେ ପ୍ରାତଃ ସମୟ ବା ବ୍ରହ୍ମ ମୂହୁର୍ତ୍ତରେ ନିଦ ଭାଙ୍ଗିଯାଇଥାଏ ।
କାରଣ ସେହି ଦେବୀ କିମ୍ବା ଅଦୃଶ୍ୟ ଶକ୍ତି ଆପଣଙ୍କୁ କିଛି ଭଲ ସୂଚନା ଦେବା ପାଇଁ ଚାହୁଁଛନ୍ତି । ଆପଣଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ପ୍ରୋଶ୍ଚାହନ କରୁଛନ୍ତି । ସେଥିପାଇଁ ଆପଣଙ୍କର ମଧ୍ୟ ଗୁରୁ ଦାୟିତ୍ଵ ରହୁଅଛି । ଏହା କି ଯେ ଆପଣ ମଧ୍ୟ ସର୍ବଦା ସଠିକ ମାର୍ଗରେ ଯାଇ ଉପଯୁକ୍ତ କାର୍ଯ୍ୟ କରନ୍ତୁ । ଯାହା ଆପଣଙ୍କ ଜୀବନକୁ ସବୁବେଳେ ଖୁସିମୟ କରିଦେଇଥାଏ ।
ଧଳା ରଙ୍ଗର ଫୁଲ ;- ଯେଉଁ ମାନେ ମଧ୍ୟ ଧଳା ରଙ୍ଗର ଫୁଲକୁ ବାଛିଛନ୍ତି । ସେମାନେ ଯେଉଁ ଦିବ୍ୟ ଶକ୍ତିକୁ ମାନିଥାନ୍ତି । ଯେଉଁ ଅଦୃଶ୍ୟ ଶକ୍ତିକୁ ନିଜ ମନରେ ଦର୍ଶନ କରି ତାଙ୍କ ବତାଉଥିବା ରାସ୍ତାରେ ପରିଚାଳିତ ହେଉଥାନ୍ତି । ତେବେ ସେମାନଙ୍କୁ ସେହି ଶକ୍ତିର ଅତି ନିଷ୍ଟାର ସହ ଆରାଧନା କରିବା ଉଚିତ । ତାଙ୍କର ଆଭାସ ଉପରେ ବିଶ୍ବାସ କରି ଆଗକୁ ସତ୍ କର୍ମ କରିଯିବା ଉଚିତ ।
ଯଦି ଆପଣଙ୍କ ସ୍ଵପ୍ନରେ ମନ୍ଦିର ସମ୍ବଦ୍ଧୀୟ କିଛି ଭାବନା ଆସୁଥାଏ । ତେବେ ଜାଣି ରଖନ୍ତୁ ଏହା ଅଲୌକିକ ବା ଦେବୀ ଶକ୍ତିର ଆପଣଙ୍କ ସହିତ ସଂଯୋଗ ରହିଥିବା କାରଣରୁ ଏହା ହେଉଛି । ଯଦି ଘରେ କୌଣସି ଅତର ପ୍ରୟୋଗ ନକରି ମଧ୍ୟ ସୁଗନ୍ଧର ଆଭାସ ପାଉଛନ୍ତି । ତେବେ ଏହା ଆପଣଙ୍କ ଇଷ୍ଟ ଶକ୍ତିର ଆପଣଙ୍କ ଘରକୁ ଆଗମନର ସୂଚନା ଦେଇଥାଏ ।
ଗୋଲାପୀ ରଙ୍ଗର ଫୁଲ ;- ଯେଉଁ ଲୋକ ମାନେ ଏହି ରଙ୍ଗର ଫୁଲକୁ ବାଛିଛନ୍ତି । ସେମାନଙ୍କର ଯଦି ଠାକୁର ପୂଜା କରୁଥିବା ସମୟରେ ଭଗବାନଙ୍କୁ ଦେଖି ଆଖିରୁ ହଟାତ ଲୁହ ଝରି ଯାଉଥାଏ । ତେବେ ଏହା ମଧ୍ୟ ଏକ ସଂଯୋଗ ଯାହା ଆପଣଙ୍କ ସାଥିରେ ଆପଣ ବିଶ୍ବାସ କରୁଥିବା ଶକ୍ତି ଅର୍ଥାତ ଭଗବାନଙ୍କ ସହିତ ଆପଣଙ୍କ ଅନ୍ତର ଆତ୍ମାର ମିଲନ ଘଟୁଛି ।
ଯଦି ଆପଣ ପୂଜାରେ ବ୍ୟସ୍ତ ଥିବା ସମୟରେ ହଟାତ ପବନ ଆସି ଆପଣଙ୍କ ଶରୀରରେ ଏକ ଉଲାସ ଭରିଦେଇଥାଏ । ତେବେ ଜାଣି ରଖନ୍ତୁ । ଆପଣଙ୍କ ଉପରେ ଭଗବାନଙ୍କର ପ୍ରସନତା ରହିଅଛି । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ