Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ଶିବଲିଙ୍ଗ ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ ଅଛି କେତେ ଧନ ଓ କେବେ ଆପଣ ହେବେ Success

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ଭଗବାନଙ୍କର ଉପରେ ଅତୁଟ ଆସ୍ତା, ଭରସା ଓ ବିଶ୍ବାସ ଅଛି । ଯଦି ଆପଣ ଇଶ୍ଵର ବିଶ୍ଵାସୀ ଅଟନ୍ତି । ତେବେ ଆଜି ଆପଣଙ୍କୁ ୩ ଟି ଶିବଲିଙ୍ଗ ଦିଆଯିବ । ସେହି ୩ ଟି ଶିବଳିଙ୍ଗ ମଧ୍ୟରୁ ଆପଣ ଯେକୌଣସି ଶିବଲିଙ୍ଗ ବାଛିକି ନିଜର ଧନ ସମ୍ବଦ୍ଧୀୟ ତଥ୍ୟ ବିଷୟରେ ଜାଣନ୍ତୁ । ଆପଣ ଯଦି ଦ୍ଵନ୍ଦରେ କଣ ବାଛିବେ ସେହି କାରଣରୁ ବିଚଳିତ ଅଛନ୍ତି । ତେବେ ୧, ୨ ଓ ୩ ଶିବଲିଙ୍ଗ ମଧ୍ୟରୁ ଯେକୌଣସି ଳିଙ୍ଗକୁ ପ୍ରଭୁଙ୍କ ନାମରେ ଧ୍ୟାନ କରି ବାଛି ଦିଅନ୍ତୁ ।

ପ୍ରଥମ ଶିବଲିଙ୍ଗ ;- ଯେଉଁ ମାନେ ପ୍ରଥମ ଶିବଲିଙ୍ଗକୁ ବାଛିଚନ୍ତି । ସେମାନେ ଅତ୍ୟନ୍ତ ଠାକୁର ବିଶ୍ଵାସୀ ପ୍ରବୁତିର ହୋଇଥାନ୍ତି । ଏହି ପ୍ରଥମ ଶିବଲିଙ୍ଗକୁ ବାଛି ଥିବା ବ୍ୟକ୍ତିବିଶେଷ ମାନେ କାହାର କୌଣସି ଖରାପ କରିନଥାନ୍ତି । ଯେତେବେଳେ ତାଙ୍କ ସହିତ କିଏ ଖରାପ କରିଥାଏ ।

ସେମାନେ ତାଙ୍କ ଦୁଃଖକୁ ନିଜ ଭିତରେ ଚାପି ଦେଇ ଭଗବାନଙ୍କର ଉପରେ ସବୁ କିଛି ଛାଡି ଦେଇଥାନ୍ତି । କାରଣ ତାଙ୍କର ପ୍ରଭୁଙ୍କ ଉପରେ ଅତୁଟ ବିଶ୍ବାସ ରହିଅଛି । ଭଗବାନ ତାଙ୍କ ସହିତ କେବେ ମଧ୍ୟ ଆନ୍ୟାୟ ହେବାକୁ ଦେବେ ନାହିଁ ବୋଲି ତାଙ୍କର ବିଶ୍ବାସ ରହିଅଛି । ଧନକୁ ନେଇ ଆସନ୍ତା ସମୟରେ ଏହି ଲୋକଙ୍କର ଭାଗ୍ୟରେ ଯୋଗ ବନୁଅଛି ।

ଦିତୀୟ ଶିବଲିଙ୍ଗ ;- ଯେଉଁ ମାନେ ଏହି ଶିବଳିଙ୍ଗକୁ ଭକ୍ତିର ସହ ବାଛି ନିଜ ଧନ ସମ୍ବଧୀୟ ବିଷୟରେ ଜାଣିବାକୁ ଇଛା ପ୍ରକାଶ କରିଛନ୍ତି  ସେମାନଙ୍କର ଆଗ ଅପେକ୍ଷା ବର୍ତ୍ତମାନ ସମୟରେ ଇଶ୍ଵରଙ୍କର  ଉପରେ ଅଧିକ ବିଶ୍ବାସ ବଢି ଯାଇଛି । ଆପଣଙ୍କର ଏହି ସମୟରେ ଧନର ପରିମାଣ ଯଦି ମଧ୍ୟ ଅଧିକ ନାହିଁ । ତଥାପି ଆପଣ ସେଥି ପ୍ରତି ଅଧିକ ବିଚଳିତ ରହୁନାହାନ୍ତି ।

କାରଣ ଆପଣଙ୍କୁ ଧନଠୁ ଅଧି ଘରେ ଶାନ୍ତିର ଆବଶ୍ୟକତା ଦରକାର ବୋଲି ମତ ରହିଛି । ଆପଣ ଏହି ବିଶ୍ବାସରେ କର୍ମ କରି ଚାଲନ୍ତୁ । ଭଗବାନଙ୍କର ଆପଣଙ୍କ ଉପରେ ପ୍ରସନ୍ନତା ଥିବା କାରଣରୁ ଭବିଷ୍ୟତରେ ବହୁତ କିଛି ଉନ୍ନତି କରିବେ ବୋଲି ଯୋଗ ବନୁଅଛି ।

ତୃତୀୟ ଶିବଲିଙ୍ଗ ;-  ଏହି ତୃତୀୟ ଶିବଳିଙ୍ଗକୁ ବାଛି ଥିବା ଲୋକ ମାନେ ହୃଦୟରୁ ବହୁତ କୋମଳ ଓ ସଫା ହୃଦୟର ବ୍ୟକ୍ତିତ୍ବ ଅଟନ୍ତି । ଆପଣ ସବୁବେଳେ ନିଜ କର୍ମ ଦ୍ଵାରା ଧନ ରୋଜଗାର କରିବାର ମତ ପୋଷଣ କରିଥାନ୍ତି । କୌଣସି ପ୍ରକାର ଖରାପ ମାର୍ଗରେ ପରିଚାଳିତ ହୋଇ ଆପଣ ଅଧିକରୁ ଅଧିକ ଟଙ୍କା ଅର୍ଜନ କରିବା ପାଇଁ ଇଛା କରନ୍ତିନି ।

କାରଣ ଆପଣ ଭଗବାନ ଭୋଳାନାଥଙ୍କର ଉପରେ ଅଧିକ ଭକ୍ତି ଓ ବିଶ୍ବାସ କରିଥାନ୍ତି ।   ଏହି ଉଚ ଧରଣର ଭାବନା ଆପଣଙ୍କ ଦିନେ ନା ଦିନେ ସଫଳତାର ମାର୍ଗରେ ପରିଚାଳିତ କରିବ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *