Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ନମ୍ବର ବାଲା ଦୀପ, ଦେଖିବା ଯାହାଙ୍କୁ ଆପଣ ପ୍ରେମ କରନ୍ତି ସେ କେଉଁ ପ୍ରକାରର ମଣିଷ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କ ଜୀବନରେ ଜଣେ ଉତ୍ତମ ଜୀବନସାଥିର ଆବଶ୍ୟକତା ନିହାତି ଭାବରେ ରହିଛି । ନିଜର ପାର୍ଟନରକୁ ନେଇ ଅନେକଙ୍କ ମନରେ ଅନେକ ପ୍ରକାର ମତ ରହିଥାଏ । ଆଜି ଆପଣ ମାନେ ଯାହାକୁ ଭଲ ପାଉଛନ୍ତି ବା ପସନ୍ଦ କରୁଛନ୍ତି । ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜାଣିବାକୁ ପାଇବେ । ଝିଅ କିମ୍ବା ପୁଅ ଆପଣ କାହାର ବିଷୟରେ ମଧ୍ୟ ଜାଣିବା ପାଇଁ ଏକ ନମ୍ବର ବାଛନ୍ତୁ । ନମ୍ବର ଗୁଡିକ ହେଉଛି ୧, ୨, ୩, ୪ ଓ ୫ ।

ଯେଉଁ ମାନେ ନମ୍ବର ୧ କୁ କୌଣସି ପ୍ରିୟଜନଙ୍କର ବିଷୟରେ ଜାଣିବା ପାଇଁ ବାଛିଚନ୍ତି । ସେହି ଜଣଙ୍କ ପୁଅ କିମ୍ବା ଝିଅ ମଧ୍ୟ ହୋଇପାରେ । ସିଏ ସ୍ଵଭାବରେ ଅଳସୁଆ ପ୍ରବୃତିର ହୋଇଥାନ୍ତି । ସେମାନେ କର୍ମ ଅପେକ୍ଷା ସ୍ଵପ୍ନରେ ଅଧିକ ସମୟ କାଟି ଦିଅନ୍ତୁ । ତାଙ୍କୁ ଲାଗେ ତାଙ୍କ ପାଖରେ ନିଜ କ୍ଯାରିଅର ପାଇଁ ବହୁତ ସମୟ ରହିଛି ।

ସେଥିପାଇଁ ସେ କୌଣସି କାମରେ ଅଧିକ ମାତ୍ରାରେ ଜୋଷ ଲଗାଇ କରିନଥାନ୍ତି । ତାଙ୍କ ମନରେ ପ୍ରେମ ଭାବନା ରହିଛି । କିନ୍ତୁ କୌଣସି ପ୍ରକାର ସମ୍ପର୍କରେ ଅଧିକ ମାତ୍ରାରେ ସିରିଏସ ଏବେ ସେହି ଲୋକ ନାହାନ୍ତି । ଯେଉଁ ମାନେ ନମ୍ବର ୨ କୁ କେଉଁ ବ୍ୟକ୍ତି ସମ୍ବଦ୍ଧୀୟ ବିଷୟରେ ଜାଣିବାକୁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ବହୁତ ଗମ୍ଭୀର ସ୍ଵଭାବର ବ୍ୟକ୍ତିତ୍ବ ଅଟନ୍ତି ।

ତାଙ୍କ କ୍ଯାରିଅରକୁ ନେଇ ତାଙ୍କର ବହୁତ ବଡ ସ୍ଵପ୍ନ ରହିଅଛି । ସେହି ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ ସେ ବହୁତ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ଯେତେ କାର୍ଯ୍ୟ କରିଲେ ମଧ୍ୟ ସବୁବେଳେ ତା’ ଠୁ କିଛି ଅଧିକ କରିବାର ଆଶା ରଖିଥାନ୍ତି । ଯେଉଁ ମାନେ ନମ୍ବର ୩ କୁ କେଉଁ ବ୍ୟକ୍ତିର ବିଷୟରେ ଜାଣିବା ପାଇଁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ବହୁତ ବୁଦ୍ଧିମାନ ଅଟନ୍ତି ।ତାଙ୍କର ଚିନ୍ତାଧାରା ଉଚ କୋଠିର ହୋଇଥାଏ ।

ଯାହା ସାଥିରେ ସେ ମିଶିଥିବେ । ତାର ସବୁ କଥାକୁ ବହୁତ ଅଳ୍ପ ସମୟ ମଧ୍ୟରେ ନୋଟିସ କରିଦେଇଥାନ୍ତି । ଏହି ବ୍ୟକ୍ତି କାହାକୁ ଧୋକା ଦେବା କିମ୍ବା ବିଶ୍ବାସ ଭାଙ୍ଗିବାର ପ୍ରକୃତି ନିଜ ପାଖରେ ରଖିନଥାନ୍ତି । ଯେଉଁ ମାନେ ନମ୍ବର ୪ କୁ କୌଣସି ବ୍ଯକ୍ତିର ବିଷୟରେ ଜାଣିବାକୁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ପୁଅ କିମ୍ବା ଝିଅ ଯିଏ ମଧ୍ୟ ହୋଇଥାଉ । ବହୁତ ତେଜ ଦିମାଗର ବ୍ୟକ୍ତି ଅଟନ୍ତି ।

ସବୁ କାମରେ ଭଲ ପଦର୍ଶନ କରିଥାନ୍ତି । ଛୋଟରୁ ନେଇ ବଡ କାମ ପର୍ଯ୍ୟନ୍ତ ଠିକ ଭାବରେ ତୁଲାଇବାରେ ମାହିର ଅଟନ୍ତି । ପୂଜା ପାଠରେ ମନନିବେଶ କରିଥାନ୍ତି । ଯେଉଁ ମାନେ ନମ୍ବର ୫ କୁ କାହା ଉଦ୍ଧେଶ୍ୟରେ ବଛିଛନ୍ତି । ସେ ଜଣଙ୍କ ନିଜକୁ ସବୁବେଳେ ଅନ୍ୟ ଠାରୁ ଅଲଗା ଓ ସ୍ଵତନ୍ତ୍ର ଧରଣର ଭାବିଥାନ୍ତି  ।

ସମସ୍ତଙ୍କ ଠୁ ରୂପରେ, ଗୁଣରେ ଓ କାର୍ଯ୍ୟରେ ଭିନ୍ନତା ଆଣି ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାକୁ ସର୍ବଦା ପ୍ରୟାସ କରିଥାନ୍ତି । ଏମାନେ ବେଶୀ ସମୟ ପର୍ଯ୍ୟନ୍ତ କାହା ଭାବନାରେ ବାନ୍ଧି ହୋଇପାରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *