Vastu Shastra- ଯେଉଁ ଘରେ ଥାଏ ଏହି 5 ଟି ଜିନିଷ ସେହି ଘରକୁ କେବେ ବି ଛୁଇଁ ପାରେ ନାହିଁ ଦରିଦ୍ରତା !

ନମସ୍କାର ବନ୍ଧୁଗଣ । ଜ୍ଯୋତିଷ ଶାସ୍ତ୍ର ରେ ବାସ୍ତୁ ଶାସ୍ତ୍ର କୁ ଅନେକ ମହତ୍ଵ ଦିଆଯାଇଛି । ଯେଉଁ ଘରେ ବାସ୍ତୁ ଦୋଷ ଖରାପ ହୋଇ ରହିଥାଏ, ସେହି ଘରେ ଭିନ୍ନ ଭିନ୍ନ ପ୍ରକାରର ସମସ୍ଯା ମାନ ଲାଗି ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷ ରହିବା ଦ୍ଵାରା ତାହା ଘରେ ନିଜର ପ୍ରଭାବ ଦେଖାଇଥାଏ ।  ଶାସ୍ତ୍ର ରେ କିଛି ଏପରି ଜିନିଷ ମାନର ବର୍ଣ୍ଣନା କର ଯାଇଛି ଯାହାକୁ ଆଣି ଘରେ ରଖିବା ଦ୍ଵାରା ତାହା ଜୀବନରେ ସୁଖ ଶାନ୍ତି ଭରି ଦେଇଥାଏ ।

ତାହାସହ ମା ଲକ୍ଷ୍ମୀ ମଧ୍ୟ ସଦା ସଦା ପାଇଁ ସେହି ଘରେ ବାସ କରିଥାନ୍ତି । ପ୍ରତ୍ଯେକ ବ୍ୟକ୍ତି ର ଇଛାଥାଏ ଯେ ସେ ଯେପରି ଦୁନିଆର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଜଣେ ହୋଇଯାଏ । ଏହାଛଡା ଯେଉଁ ବ୍ୟକ୍ତି ମାନେ ପୂର୍ବରୁ ହିଁ ଧନୀ ଅଛନ୍ତି, ସେମାନଙ୍କର ଇଛା ଥାଏ ସେମାନେ ଯେପରି ସେମାନଙ୍କର ଜୀବନରେ କେବେ ଗରୀବ ନ ହୁଅନ୍ତି ।

କେହି ମଧ୍ୟ ଜୀବନରେ ଦରିଦ୍ରତା ର ମୁହଁ ଦେଖିବାକୁ ଇଛା କରି ନଥା’ନ୍ତି । ଏପରିରେ ବନ୍ଧୁଗଣ ଆମ ଶାସ୍ତ୍ର ରେ କିଛି ଏପରି ଜିନିଷ ବିଷୟ ରେ ବର୍ଣ୍ଣନା ଆକର ଯାଇଛି ଯାହାକୁ କି ଘରେ ଆଣି ରଖିବା ଦ୍ଵାରା ଜୀବନରେ କେବେ ମଧ୍ୟ ଦରିଦ୍ରତାର ସାମନା କରିବାକୁ ପଡି ନଥାଏ । ବନ୍ଧୁଗଣ ଯେଉଁ ଘରେ ଗଣେଶ ଭଗବାନ ଙ୍କର ମୂର୍ତ୍ତି ରହିଥାଏ ସେହି ଘରୁ ଦରିଦ୍ରତା ସବୁବେଳେ ଦୂର ରେ ରହିଥାଏ ।

ଘରେ ଗଣେଶ ଭଗବାନ ଏନକେଆର ମୂର୍ତି ରଖିବା ଦ୍ଵାରା ମାତା ଲକ୍ଷ୍ମୀ ମଧ୍ୟ ଘରକୁ ଆକର୍ଷିତ ହୋଇ ଆସିଥାନ୍ତି । ଦ୍ଵିତୀୟ ରେ ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ବଇଁଶି ଥାଏ ସେହି ଘରେ ସେହି ଘରେ ସୁଖ ଶାନ୍ତି ସମୃଦ୍ଧି ସବୁବେଳେ ଲାଗି ରହିଥାଏ । ଯେଉଁ ଘରେ ଚାନ୍ଦିର ବଇଁଶି ରହିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ଟାଣି ହୋଇ ଆସନ୍ତି । ତୃତୀୟ ରେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦକ୍ଷିଣା ବର୍ତ୍ତୀ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତାହାଛଡା ସେହି ଶଙ୍ଖ କୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ନିୟମିତ ଭାବରେ ବଜାଇବା ମଧ୍ୟ ଉଚିତ ।

ଏହାଦ୍ବାରା ଘରେ ସବୁବେଳେ ସକରାତ୍ମକତା ଊର୍ଜା ଭରି ରହିଥାଏ । ଚତୁର୍ଥ ରେ ବନ୍ଧୁଗଣ ଲକ୍ଷ୍ମୀ ଓ କୁବେର ମହାରାଜ ଙ୍କର ମୂର୍ତି ବା ଫୋଟୋ । ପ୍ରତ୍ଯେକ ଘରେ ଲକ୍ଷ୍ମୀ ମା ଙ୍କର ଫୋଟୋ ମୂର୍ତି ନିଶ୍ଚୟ ଥାଏ କିନ୍ତୁ ଘରେ ଲକ୍ଷ୍ମୀ ଓ କୁବେର ମହାରାଜ ଙ୍କର ମଧ୍ୟ ଫୋଟୋ ନିଶ୍ଚୟ ରଖିବା ଉଚିତ କାରଣ କୁବେର ମହାରାଜ ଗହରେ ଧାନ ଆସିବାର ଦ୍ଵାର କୁ ଖୋଲି ଦେଇଥାନ୍ତି ।

ପଞ୍ଚମ ରେ ବନ୍ଧୁଗଣ ଗହରେ ମାଛ ରଖିବା ଦ୍ଵାରା ଏମାନେ ଘରର ନକରାତ୍ମକତା କୁ ନାସ କରି ଦେଇଥାନ୍ତି । ତେଣୁ ଘରେ ମାଛ କୁ ଜଳ ର ଆକ୍ଵାରିୟମ ରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମନକୁ ଯଦି ଆଜିର ଏହି ଆର୍ଟିକିଲ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିଉବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *