ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଣିଷ ସବୁବେଳେ ସୁଖ ଶାନ୍ତିରେ ବସବାସ କରିବାକୁ ଚାହିଁଥାଏ । ସେଥିପାଇଁ ମନୁଷ୍ୟକୁ କଠିନ ପରିଶ୍ରମ କରିବାକୁ ମଧ୍ୟ ପଡିଥାଏ । ବେଳେ ବେଳେ ଅନେକ ପରିଶ୍ରମ କରି ମଧ୍ୟ ଜୀବନରେ ସଫଳତା ପ୍ରାପ୍ତ କରିବାକୁ ବହୁତ ସମୟ ଲାଗିଥାଏ । ଅନେକ ବାଧା ବିଘ୍ନ ଦେଇ ମନୁଷ୍ୟକୁ ଗତି କରିବାକୁ ପଡିଥାଏ । ସେଥିପାଇଁ ଆପଣ ମାନେ ଏକ ଏପରି ଉପାୟ ବିଷୟରେ ଜାଣିବାକୁ ପାଇବେ ।
ଯାହା ଦ୍ଵାରା ଆପଣଙ୍କ ଘର ଉପରେ ଥିବା ଖରାପ ନଜର ଦୂର ହୋଇ ଓ ଆପଣ ମାନସିକ ଓ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆଣିପାରିବେ । ଶନିବାର କିମ୍ବା ରବିବାର ଦିନ ୫ ଟି ଲବଙ୍ଗ, ୩ ଟି କର୍ପୁର ଓ ୩ ଟି ଅଳେଇଚ ନେଇ ତାକୁ ଧୂପଦାନୀ ରଖି ତାହାକୁ ଜଳାଇ ଦିଅନ୍ତୁ । ଜଳାଇ ତାହାକୁ ଘରର ସମସ୍ତ ରୁମ୍ ରେ ବୁଲାଇ ଦିଅନ୍ତୁ । ଯେତେବେଳେ ଏହା ସଂପୂର୍ଣ୍ଣ ଭାବରେ ଜଳି ପାଉଁଶ ହୋଇଯିବ ।
ତେବେ ଆପଣ ସେହି ପାଉଁଶରେ ପାଣି ମିଶାଇ ସେହି ପାଣିକୁ ଘରର ମୁଖ୍ୟ ଦ୍ଵାରରେ ଛିଞ୍ଚି ଦିଅନ୍ତୁ । ଯାହା ଦ୍ଵାରା ଘରର ନକରାତ୍ମକ ଊର୍ଜା ନଷ୍ଟ ହୋଇଥାଏ । ଏହା ସହିତ କାହାର ଖରାପ ନଜର ଘର ଭିତରକୁ ପ୍ରବେଶ କରିପାରିନଥାଏ । ଯଦି ଆପଣ ନିଜର କୁଣ୍ଡଳୀରେ ଶୁକ୍ର ପ୍ରଭାବକୁ ମଜଭୁତ କରିବାକୁ ଚାହୁଁଛନ୍ତି ।
ତେବେ ନିହାତି ଭାବେ ଏହି ଉପଚାର କରନ୍ତୁ । ଶୁକ୍ରବାର ଦିନ ଏକ ପାତ୍ର ପାଣିରେ ୨ଟି ସବୁଜ ଅଳେଇଚ ପକାଇ ତାହାକୁ ଫୁଟାନ୍ତୁ । ଫୁଟି ଫୁଟି ପାଣି ଅଧା ହୋଇଗଲା ପରେ ସେହି ପାଣି ଆପଣ ଗାଧୋଊଥିବା ପାଣିରେ ମିଶାଇ ସ୍ନାନ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ଶୁକ୍ର ଗ୍ରହ ମଜଭୁତ ହେବ । ଏହା ସହିତ ଶୁକ୍ର ଗ୍ରହ ମଜଭୁତ ହେବା ଦ୍ଵାରା ଆପଣ ସବୁ ସୁଖର ଅଧିକାରୀ ହୋଇପାରିବେ ।
ଆପଣଙ୍କୁ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଆପଣଙ୍କ ପାଠ ପଢା ଯଦି ଚିନ୍ତିତ ରହୁଥାନ୍ତି । ଯେଉଁ ମାନେ ଆର୍ଥିକ ସମସ୍ଯା ଘେରରେ ବୁଡିକି ରହୁଛନ୍ତି । ସେମାନେ ଏକ ଅଳେଇଚରୁ ଦୁଇଟି ମଞ୍ଜି ବାହାର କରି ସେଥିରେ ମିଶ୍ରୀ ମିଶାଇ ତାହାକୁ ଓସ୍ତ ଗଛ ପାଖରେ ଥୋଇ ସେହି ଗଛକୁ ନିଜର ମନସ୍କାମନା ଜଣାନ୍ତୁ । ତାପରେ ସେହି ଗଛ ପାଖରୁ ଘରୁକୁ ଫେରିବା ସମୟରେ ପଛକୁ ବୁଲିକି ଅନାନ୍ତୁ ନାହିଁ ।
ଆପଣ ଏହି ଉପାୟକୁ ଶୁକ୍ରବାର କିମ୍ବା ଯେକୌଣସି ଦିନ ମଧ୍ୟ କରିପାରିବେ । କିଛି ଦିନ ଭିତରେ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ । ହଳଦିଆ କପଡାରେ ହଳଦିଆ ଅଳେଇଚ ବାନ୍ଧି ତକିଆ ତଳେ ରଖି ଶୋଇପଡନ୍ତୁ । ସକାଳୁ କୌଣସି ବାହାର ଲୋକଙ୍କୁ ସେହି ଅଳେଇଚ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା କାମରେ ଆସୁଥିବା ବାଧା ବିଘ୍ନ ଦୂର ହୋଇବା ସହ ଦରିଦ୍ରତା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ନିହାତି ଭାବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ