ବ୍ରେନ ପାୱାର ବଢାଇବା ପାଇଁ 10 Tips, ଘରେ ଛୋଟ ପିଲା ଥିଲେ ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ମଣିଷ ସୁସ୍ଥ ଓ ସୁନ୍ଦର ରହିବା ପାଇଁ ଭିନ୍ନଭିନ୍ନ ପ୍ରଯତ୍ନ ମାନ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଆମର ଜୀବନ ଶୈଳୀ ଓ ଖାଦ୍ୟ ପ୍ରଣାଳୀ କିଛି ଏପରି ହୋଇ ଯାଇଛି, ଯାହା କାରଣ ରୁ ଆମ ଶରୀରକୁ ଠିକ ପରିମାଣ ରେ ଉଚିତ ପୋଷକତା ମିଳି ପାରୁ ନାହିଁ । ଯାହାର ପ୍ରଭାବ ଆମ ମସ୍ତିସ୍କ ଉପରେ ମଧ୍ୟ ପଡୁଅଛି । ମସ୍ତିସ୍କ ର ଶକ୍ତି ଦିନ କୁ ଦିନ କ୍ଷୀଣ ହୋଇ ଯାଉଛି ।

ଏହା ଯୋଗୁଁ ଆମକୁ ବହୁ ବଡ ବଡ ଅସୁବିଧା ମାନଙ୍କର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ବନ୍ଧୁଗଣ ଦୁନିଆର ସବୁଠାରୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟ ହୱର୍ଡ ବିଶ୍ୱବିଦ୍ୟାଳୟ ରେ ରିସର୍ଚ ଦ୍ଵାରା କିଛି ଏପରି ଟେକନିକ ଗୁଡିକୁ ଇନଭେଣ୍ଟ କରିଛନ୍ତି, ଯାହା ଦ୍ଵାରା ଆମେ ଓ ଆପଣ ନିଜର ଦୈନଦିନ ଜୀବନ ମଧ୍ୟରେ ହିଁ ଆମ ମସ୍ତିସ୍କ ର ଶକ୍ତି କୁ ପ୍ରଖର କରି ପାରିବା ।

ବନ୍ଧୁଗଣ ପ୍ରଥମ ଟି ହେଉଛି Non-Dominant Hand  । ଯାହାର ଅର୍ଥ ଆପଣ ଆପଣ ଙ୍କର ଦୈନଦିନ ଜୀବନରେ କରୁଥିବା କାର୍ଯ୍ୟକୁ ଯାଇଦ ନିଜର ଓଲଟା ହାତରେ କରନ୍ତି, ତେବେ ଏହାର ଖୁବ ଭଲ ପ୍ରଭାବ ଆପଣଙ୍କ ମସ୍ତିସ୍କ ଉପରେ ପଡିଥାଏ । ଦ୍ଵିତୀୟ ଟି ହେଉଛି Much more Reading । ଯେତେ ଆପଣ ଅଧିକ ପଡିବେ, ଆପଣ ଙ୍କର ମସ୍ତିସ୍କ ସେତେ ଅଧିକ ପ୍ରଖର ହୋଇଯିବ ।

ତୃତୀୟ ଟି ହେଉଛି Do Some Work Close Your Eyes । ଯଦି ଆପଣ କିଛି କାମ ଆଖି ବନ୍ଦ କରି କରି ପାରନ୍ତି, ତେବେ ନିଶ୍ଚୟ କରନ୍ତୁ । ଏହହର ଖୁବ ଭଲ ପ୍ରଭାବ ମୁଣ୍ଡ ଉପରେ ପଡିଥାଏ । ଚତୁର୍ଥ ଟି ବନ୍ଧୁଗଣ ଅଧିକ ଗୁରୁତ୍ଵ ପୂର୍ଣ୍ଣ ଅଟେ। ବନ୍ଧୁଗଣ ଆପଣ ନିଜ ହାତ ର ବିଶି ଆଙ୍ଗୁଠି କୁ ନେଇ ନିଜ ଆଗ ମୁଣ୍ଡରେ ଦେଇ କିଛି ସମୟ ପାଇଁ ଚିପି ରଖନ୍ତୁ ।

ଏହା ଦ୍ଵାରା ମସ୍ତିସ୍କ ଉପରେ ଖୁବ ଭଲ ପ୍ରବାହ ପଡିଥାଏ । ଯଦି ଆପଣ ଭାରତୀୟ ଅଟନ୍ତି ତେବେ ଆପଣ ଓଁ ଶବ୍ଦ ର ଉଛାର୍ଣ କରିବା ସହ ଚିପି ରଖନ୍ତୁ । ପଞ୍ଚମ ଟି ହେଉଛି କିଛି କିଛି ଗେମ ଓ ପଜଲ କୁ ସଲ୍ଵ କଇରବକୁ ଚେଷ୍ଟା କରନ୍ତୁ । ଏହାଦ୍ଵାରା ମଧ୍ୟ ମସ୍ତିସ୍କ ର ଖୁବ ବିକାଶ ହୋଇଥାଏ ।

ଷଷ୍ଠ ରେ ବନ୍ଧୁଗଣ ନିଜର ବ୍ୟସ୍ତ ବହୁଳତା ର ଜୀବନ ମଧ୍ୟ ରୁ ନିଜ ପାଇଁ ଅତି କମ ରେ ୧ ଘଣ୍ଟା ବା ୨ ଘଣ୍ଟା ନିଜ ପାଇଁ କାଢିବା ଅତି ଆବଶ୍ୟକ ହୋଇଥାଏ । ଆପଣ ଏହି ସମୟ ରେ ଚେସ ଭଳି କିଛି ଖେଳ ମଧ୍ୟ ଖେଳି ପାରନ୍ତି, ଯାହା ଆମର ମସ୍ତିସ୍କ ର ବିକାଶ ପାଇଁ ଖୁବ ଭଲ ହୋଇଥାଏ । ସପ୍ତମ ରେ ପ୍ରତିଦିନ କିଛି ଭିନ୍ନ ଭିନ୍ନ ଲୋକ ଙ୍କ ସହ ମିଳାମିଶା କରନ୍ତୁ । ସେମାନଙ୍କର ବିଚାର ଶୁଣନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ । ଏହାଛଡା ବନ୍ଧୁଗଣ ପ୍ରତିଦିନ ଦିନ ମଧ୍ୟରେ ଏକ ଭଲ ନିଦ ନେବାକୁ ଚେଷ୍ଟା କରନ୍ତୁ ।

ତାହା ସହ ଚେଷ୍ଟା କରନ୍ତୁ ଯେପରି ସେହି ନିଦ ମଧ୍ୟ ଆପଣ କିଛି ସ୍ଵପ୍ନ ଦେଖନ୍ତି ଓ ଦେଖିଥିବା ସେହି ସ୍ଵପ୍ନ କୁ ଅଧିକ ରୁ ଅଧିକ ସମୟ ଧରି ମନେ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ସେସ ଉପାୟ ଟି ହେଉଛି ସବୁବେଳେ ମନେରଖନ୍ତୁ କି ମୋତେ ମୋର ମସ୍ତିସ୍କ ର ବୁଦ୍ଧି କୁ ପ୍ରଖର କରିବାର ଅଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *