Health Tips- ଆଖିର ଦୃଷ୍ଟିଶକ୍ତି ବଢେଇ ଚଷମା ପିନ୍ଧିବା ଛଡେଇ ଦେବ ଏହି ରାମବାଣ ଉପାୟ, ନିଶ୍ଚୟ କରି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରର ସମସ୍ତ ବାହ୍ୟ ଅଙ୍ଗ ମଧ୍ୟରୁ ଆଖି ଅନ୍ୟତମ । ଆଖି ଦ୍ଵାରା ଆମେ ଏହି ସୁନ୍ଦର ଦୁନିଆକୁ ତାର ଉପଭୋଗ କରିପାରିଥାଉ । ଆଖି ବିନା ଆମେ କୌଣସି ଜିନିଷକୁ ଦେଖିବାର ଶୋଭାଗ୍ୟ ପାଇପାରିନଥାଉ । ସେହି ଆଖିକୁ ଆମେ ଉପଯୁକ୍ତ ଯତ୍ନ ନେଇ ତାକୁ ଠିକ ଭାବରେ ରଖିବା ଦ୍ଵାରା ହିଁ ଆଖିର ଜ୍ଯୋତି ବଢିଯାଇଥାଏ । ଆମେ ବିନା ଚଷମା ବ୍ୟବହାର କରି ମଧ୍ୟ ସମସ୍ତ ଦୁନିଆକୁ ଦେଖିବା ପାଇଁ ସକ୍ଷମ ହୋଇପାରିଥାଉ ।

ଆଜି ଆପଣ ଆକ୍ୟୁପ୍ରେସର ପଏଣ୍ଟ ମାଧ୍ୟମରେ ନିଜର ଆଖିର ରଶ୍ନି ବଢାଇବାର ଉପାୟ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏକ ପେନସିଲର ଆବଶ୍ୟକତା ପଡିବ । ଆପଣ ନିଜ ହାତର ୨ ଟି  ପାପୁଲିର ମଧ୍ୟରୁ ଯେକୌଣସି ଗୋଟିଏ ହାତ ପାପୁଲିର ବିଷୀ ଆଙ୍ଗୁଠି ଓ ମଝି ଆଙ୍ଗୁଠିର ମଝିର ତଳ ଭାଗରେ ଯେଉଁ ମାଂସଳ ସ୍ଥାନ ରହିଅଛି ।

ସେହି ଜାଗାରେ ପେନସିଲର ପଛ ପଟ ସାହାଜ୍ଯରେ ଚାପି ଧରି ୧୦ ଥର କ୍ଳକ ବାଇଜ୍ ଓ ୧୦ ଥର ଆଣ୍ଟି କ୍ଳକ ୱାଇଜ୍ ବୁଲାନ୍ତୁ । ଆମର ଶରୀରରେ ଏପରି କିଛି ସ୍ଥାନ ରହିଅଛି । ଯେଉଁ ସ୍ଥାନର ସଂଯୋଗ କୌଣସି ନା କୌଣସି ଅଙ୍ଗ ସହିତ ସମ୍ପୃକ୍ତ ହୋଇ ରହିଥାଏ । ଯେପରି ଏହି ୨ ଆଙ୍ଗୁଠି ମଧ୍ୟ ସ୍ଥାନ ସହିତ ଆଖିର ସଂଯୋଗ ରହିଅଛି ।

ତାପରେ ସେହିପରି ପୁଣିଥରେ ମଝି ଆଙ୍ଗୁଠି ଓ ପରୀ ଆଙ୍ଗୁଠି ମଧ୍ୟର ତଳ ସ୍ଥାନରେ ହାତ ଉପରେ ଆପଣ ସେହିପରି ପେନସିଲ ପଛ ପଟ ରଖୀ ୧୦ ଥର କ୍ଳକ ୱାଇଜ୍ ଓ ୧୦ ଥର ଆଣ୍ଟିକ୍ଳକୱାଇଜ କରି ବୁଲାଇବାକୁ ପଡିବ । ଆପଣଙ୍କର ଗୋଟିଏ ହାତର ପାପୁଲିରେ କାମ ସାରିଲା ପରେ ସେହି ପରି ସେହି ପକ୍ରିୟା ଓ ସେହି ସେହି ସ୍ଥାନରେ ଅନ୍ୟ ପାପୁଳିରେ କରିବେ।

ତାପରେ ଆପଣ ଡାହାଣ ହାତର ବୁଢା ଆଙ୍ଗୁଠିର ଦୁଇ ପଟେ ପେନସିଲ ସାହାଜ୍ଯରେ ଚାପି ଧରି ୧୦ ଥର କ୍ଳକୱାଇଜ୍ ଓ ୧୦ ଥର ଆଣ୍ଟିକ୍ଳକୱାଇଜ୍ ବୁଲାଇବାକୁ ପଡିବ । ଏହା ସହିତ ସକାଳେ ପାଟି ଭିତରେ ପାଣି ପୂରାନ୍ତୁ । ପାଟିରେ ପାଣି ଭର୍ତ୍ତି କରି ରଖିବା ସମୟରେ ଆଖିର ରକ୍ତ ସଂଚାଳନ ବଢିଯାଇଥାଏ । ସେହିପରି ପାଟିରେ ପାଣି ଭର୍ତ୍ତି କରି ଆଖିକୁ ୪୦ ଥର ପାଣି ଛାଟନ୍ତୁ ।

ଯାହା ଦ୍ଵାରା ମଧ୍ୟ ଆଖିର ଦୃଷ୍ଟିଶକ୍ତି ବଢିଯାଇଥାଏ । ଯଦି ଏହି ଉପରୋକ୍ତ ନିୟମର ସଠିକ ଭାବେ ପାଳନ କରିବେ। ତେବେ ନିହାତି ଭାବେ ଆପଣଙ୍କର ଆଖିର ଦୃଷ୍ଟି ଶକ୍ତି ବଢିବା ସହ ଆପଣଙ୍କୁ ଆଖିରେ ଚଷମା ପିନ୍ଧିବାର ଆବଶ୍ୟକତା ପଡିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ  । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *