ସ୍ମରଣ ଶକ୍ତି ଏତେ ବଢିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, ଖାଆନ୍ତୁ ଏହି ଜିନିଷ, ଛୋଟ ପିଲା ଥିଲେ ନିଶ୍ଚୟ ଦେଖନ୍ତୁ (Increase Memory Power)

ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ପିତା ମାତା ଙ୍କର ଇଚ୍ଛା ଥାଏ କି ଯେପରି ସେମାନଙ୍କର ପିଲା ର ସମରନ ଶକ୍ତି ଯେପରି ଖୁବ ଭଲ ଥାଊ । ସେ ଯେପରି ଭଲ ପାଠ ପଢୁ ଓ ପରୀକ୍ଷାରେ ଭଲ ଫଳାଫଳ ଆଣୁ । କିନ୍ତୁ ବର୍ତମାନ ର ସମୟରେ ପରିବେଶ ଓ ଆମ ମାନଙ୍କର ଜିଆବ୍ନ ଶୈଳୀ କିଛି ଏପରି ହୋଇ ଯାଇଛି କି ଯାହା କାରଣ ରୁ କେବଳ ପିଲା ନୁହେଁ ଅପିତୁ ଅନେକ ଯୁବା ତଥା ବୟସ୍କ ଲୋକ ଙ୍କ ଠାରେ ମଧ୍ୟ ସ୍ମରଣ ଶକ୍ତି ର ଅଭାବ ଦେଖିବାକୁ ମିଳୁଛି ।

ଯାହା ଫଳରେ ବେଳେବେଳେ ଏହା କାରଣ ରୁ ବହୁ ଅସୁବିଧା ର ମଧ୍ୟ ସମୁଖୀନ ହେବାକୁ ପଡିଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହର ସାହାର୍ଯ୍ୟ ରେ ଆପଣ ଅତି ସହଜ ରେ ମାତ୍ର ଅଳ୍ପ କିଛି ଦିନ ମଧ୍ୟ ରେ ନିଜର ସ୍ମରଣ ଶକ୍ତି ବଢାଇ ପାରିବେ ।

ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଏକ ନଡିଆ ଓ କିଛି ପେସ୍ତା ବାଦାମ ଓ ଏକ ଅଖରୋଟ । ଏଗୁଡ଼ିକୁ ଆପଣ ସବୁ ଛୋଟ ଛୋଟ ଖଣ୍ଡ କରି କାଟି ପରସ୍ପର ସହ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏଥିରେ ସ୍ଵାଦ ପାଇଁ ଆପଣ କିଛି ମାତ୍ରାରେ ମିଶ୍ରି ମଧ୍ୟ ମିଶାଇ ପାରିବେ ।

ଏହା ଆପଣ ଏହି ସବୁ ମିଶ୍ରଣ କୁ ନିଜ ସନ୍ତାନ ତଥା ନିଜେ ସ୍ମରଣ ଶକ୍ତି ବଢାଇବା ପାଇଁ ସକାଳେ କିମ୍ବା ଦିନ ର ଯେ କୌଣସି ସମୟ ରେ ଚୋବାଇ ଖାଇ ନିଅନ୍ତୁ । ଏହାକୁ ଖାଇଲା ପରେ ଆପଣ ଏକ ଗ୍ଳାସ କ୍ଷୀର ପିଇ ନିଅନ୍ତୁ । ବନ୍ଧୁଗଣଏହି ଉପାୟ କରିବା ଦ୍ଵାରା ଆପଣ ଦେଖିବେ ଆପଣ ଙ୍କର ପିଲାର ବୁଦ୍ଧି ଏତେ ମାତ୍ରାରେ ବଢିଯିବ କି ବହୁ ଦିନରୁ ଘୋଷି ଘୋଷି ନ ହେଉଥିବା ପାଠ ମଧ୍ୟ ଅତି ସହଜ ସୁବିଧାରେ ଥରେ ପଢିଲା ପରେ ମନେ ରହିଯିବ ।

ଆପଣ ନିଜେ ମଧ୍ୟ ଏହାର ସେବନ କରିଲା ପରେ ମାତ୍ର ଅଳ୍ପ କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଦେଖି ଜାଣି ପାରିବେ । ଅନେକ ଥର ଏହି ସ୍ମରଣ ଶକ୍ତି ର ଅଭାବ କାରଣ ରୁ ଅନେକ ଭିନ୍ନ ଭିନ୍ନ ସମସ୍ଯା ଗୁଡିକର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ଥର ଅନେକ ଜରୁରୀ ଜିନିଷ ବା କାଗଜ ପତ୍ର ଆଦି ମଧ୍ୟ କିଛି କିଛି ସ୍ଥାନରେ ରଖି ଆମେ ଭୁଲି ଯାଇଥାଉ ।

ପିଲା ମାନେ ମଧ୍ୟ ଏହି ସ୍ମରଣ ଶକ୍ତି ର ଅଭାବ କାରଣ ରୁ କୌଣସି ପାଠ କୁ ଅନେକ ଥର ପଢି ପଢି ମଧ୍ୟ ମାନେ ରଖି ପାରନ୍ତି ନାହିଁ । ଯାହା କାରଣ ରୁ ସେମାନେ ଚିଡି ପଢି ବସିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ବନ୍ଧୁଗଣ ଆପଣ ଥରେ ମାତ୍ର ଏହି ଉପାୟ ଟିକୁ ବ୍ୟବହାର କରି ଦେଖନ୍ତୁ ଏହା ଦ୍ଵାରା ଆପଣ ଙ୍କର ସ୍ମରଣ ଶକ୍ତି କମ୍ପୁଟର ଭଳି ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *