Ajira Anuchinta- ସିନ୍ଦୁର କେଉଁଠି ଲଗାଇଲେ ମିଳିଥାଏ କେଉଁ ଫାଇଦା ? ଜାଣନ୍ତୁ ସିନ୍ଦୁର ଲଗେଇବାର ନିୟମ

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ବିବାହିତ ମହିଳା ଏମାନେ ମତରେ ସିନ୍ଦୁର ଲଗାଇବାର ଅନେକ ମହତ୍ଵ ରହିଅଛି । ପ୍ରତ୍ଯେକ ବିବାହିତ ମହିଳା ମାନେ ପ୍ରତିଦିନ ସ୍ନାନ ସଋ ଆସିଲା ଅପରେ ସର୍ବ ପ୍ରଥମେ ନିଜ ମଥାରେ ସିନ୍ଦୁର ଧାରଣ କରିଥାନ୍ତି । ବିବାହିତ ମହିଳା ଙ୍କ ପାଇଁ ସେମାନଙ୍କର ଶଙ୍ଖା ଓ ସିନ୍ଦୁର ବହୁ ମୂଲ୍ଯବାନ ହୋଇଥାଏ । ଶସ୍ତ୍ର ରେ ଏପରି ଉଲ୍ଲେଖ ମଧ୍ୟ ରକ୍ଷା ଛି କି ଏକ ନାରୀ ପାଇଁ ତାର ସିନ୍ଦୁର ତାର ସ୍ଵାମୀ ର ପ୍ରତୀକ ହୋଇଥାଏ ।

ତେଣୁ ପ୍ରତ୍ଯେକ ବିବାହିତ ମହିଳା ଙ୍କୁ ପ୍ରତିଦିନ ସିନ୍ଦୁର ଠିକ ଭାବରେ ନିଶ୍ଚୟ ଧାରଣ କରିବା ଉଚିତ । ବନ୍ଧୁଗଣ କେବଳ ନାରୀ ହିଞ୍ଜ ନୁହେଁ ଆହୁରି ଅନେକ ଲୋକ ନିଜ ମଥାରେ ପ୍ରତିଦିନ ସ୍ନାନ ପରେ ସିନ୍ଦୁର ଚନ୍ଦନ ନିଶ୍ଚୟ ଲଗାଇ ଥା’ନ୍ତି । କିନ୍ତୁ ଅଧିକ ଟାରେ ଦେଖା ଯାଏ କି ଲୋକ ମାନେ ଏହାକୁ ଧାରଣ ତ ଆକ୍ରାନ୍ତି କିନ୍ତୁ ଭୁଲ ସ୍ତାହନରେ ଲଗାଇ ଦେଇଥାନ୍ତି ।

ଯେପରି ଏହାର ଲଗାଇବାର ବାସ୍ତବିକ ସ୍ଥାନ ହେଉଛି ଆଜ୍ଞା ଚକ୍ର । ଅର୍ଥାତ ଭୃଲତା ର ମଝିରେ ଓ ନାସିକର ଉପରେ ହିଁ ସିନ୍ଦୁର ବା ଚନ୍ଦନ ଲଗାଇବା ଦ୍ଵାରା ଶରୀରର ସମସ୍ତ ଇନ୍ଦ୍ରିୟ ଜାଗ୍ରତ ହୋଇ ଯାଇଥାଏ ଓ ଆମକୁ ଏହା ଧାରଣ କରିବାର ସକାରାତ୍ମକ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ । ନାରୀ ମାନେ ସିନ୍ଦୁର ଧାରଣ କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହେବା ସହ ଜୀବନର ସମସ୍ତ କ୍ଷେତ୍ରରେ ସଫଳତା କୁ ପ୍ରାପ୍ତ ହୋଇଥାଏ ।

ତେଣୁ ଏକ ନାରୀ କୁ ସବୁବେଳ ନିଜ ମଥାରେ ସିନ୍ଦୁର ଧାରଣ କରିବା ସମୟରେ କିଛି ବିଶେଷ କଥା ଗୁଡିକ ଉପରେ ଭଲ ଭାବରେ ଗୁରୁତ୍ଵ ଦେବାକୁ ପଡିଥାଏ । ଯେପରି କି ପ୍ରଥମେ ଏକ ନାରୀ କୁ ସବୁବେଲେ ନିଜ ମଥାରେ ମଝି ସିନ୍ଥି କାଟି ହିଁ ସିନ୍ଦୁର ଧାରଣ କରିବା ଉଚିତ । କାରଣ ଶାସ୍ତ୍ର ଅନୁସାରେ ଏହାଦ୍ଵାରା ସ୍ଵାମୀ ସବୁବେଳେ ଜୀବନ ରେ ସିଧା ମାର୍ଗରେ ଯିବ । କେବେ କୌଣସି ଭୁଲ ବାଟ ରେ ଯାଇ ନଥାଏ ।

ଦ୍ବିତୀଯରେ ସିନ୍ଦୁର ଧାରଣ କରିବା ସମୟ ରେ ମହିଳା ମନକୁ ନିଜ ମଥାରେ ଉଢଣା କିମ୍ବା କିଛି ପକାଇ ସିନ୍ଦୁର ପିନ୍ଧିବା ଉଚିତ । ଏହାଛଡା ସିନ୍ଦୁର ଆଙ୍ଗୁଠି ରେ କିମ୍ବା କୌଣସି ଏପଟ ସେପଟ କାଠି ରେ ନ ପିନ୍ଧି ସବୁବେଳେ ରୂପା କଣ୍ଟା ବା ଝିଙ୍କ କାଠି ରେ ସବୁବେଳେ ସିନ୍ଦୁର ଧାରଣ କରିବା ଉଚିତ । ତୃତୀୟ ରେ ସିନ୍ଦୁର ଲଗାଇଲା ସମୟରେ ସର୍ବପ୍ରଥମେ ନିଜର ମଥାରେ ଲଗାନ୍ତୁ, ଓ ଏହାକୁ ଲଗାଇବା ସମୟରେ ମା ଲକ୍ଷ୍ମୀ ଙ୍କୁ ସ୍ମରଣ କରି ଲଗାଇବା ଉଚିତ ।

ଏହାପରେ ନିଜ ସିନ୍ଥି ରେ ସିନ୍ଦୁର ଦିଅନ୍ତୁ । ସେହି ସମୟ ରେ ନିଜ ସ୍ବାମୀର ଦୀର୍ଘ ଆୟୁଷ କୁ ମାନସୀ ମା ଚଣ୍ଡୀ ଦେବୀ ଙ୍କୁ ସ୍ମରଣ କରନ୍ତୁ । ଏହା ପରେ ନିଜ କାନରେ ଟିକେ ସିନ୍ଦୁର ଲଗାନ୍ତୁ । ଏହି ସମୟରେ ମାତା ଗଙ୍ଗା ଙ୍କୁ ସ୍ମରଣ କରନ୍ତୁ । ଏହା ଦ୍ଵାରା ଆପଣ ଙ୍କ ସ୍ଵାମୀ ଙ୍କର ବ୍ୟାପାର ରେ ଉନ୍ନତି ହେବ । ଏହା ପରେ କଣ୍ଠରେ ମା ସ୍ବରସ୍ବତୀ ଙ୍କୁ ସ୍ମରଣ କରି ଲଗାନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କ ଦାଂପତ୍ଯ ଜୀବନ ମଧ୍ୟରେ ମଧୁରତା ଭରି ଯିବ ଓ ପରିଶେଷ ରେ ନିଜ ଶଙ୍ଖା ରେ ସିନ୍ଦୁର ଲଗାଇ, ବ୍ରମ୍ହା, ବିଷ୍ଣୁ ଓ ମହେଶ୍ଵର ଙ୍କୁ ସ୍ମରଣ କରନ୍ତୁ । ଏଅପରି କରିବା ଦ୍ଵାରା ଆପଣ ଙ୍କର ଓ ଆପଣ ଙ୍କର ପରିବାରରେ ସମସ୍ତ ଙ୍କର ମଙ୍ଗଳ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *