Vastu Tips- ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ଆପେ ଆପେ ଉଠିଥାଏ ଏହି ଗଛ, ହୋଇଥାଏ ଅତ୍ୟନ୍ତ, ଦୂର ହୋଇଯାଏ ଦୁଃଖ ଓ ସଙ୍କଟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଚାରି ପାଖ ପରିବେଶରୁ ଆମକୁ କିଛି ନା କିଛି ଆମ ଜୀବନ ପ୍ରତି ସୂଚନା ମିଳିଯାଇଥାଏ । ଯେପରି ଆମ ଆଖ ପାଖ ପରିବେଶରେ ଥିବା ବୃକ୍ଷ କିଛି ନା କିଛି ସଂକେତ ଦେଇଥାନ୍ତି । ଭଗବାନ ଶ୍ରୀକୃଷ୍ଣ ଙ୍କ କହିବା ଅନୁସାରେ ଏପରି କିଛି ବିଶେଷ ବୃକ୍ଷ ଅଛି । ଯାହା ଯଦି ଘର ପାଖରେ ସ୍ଵୟଂ ଭାବେ ଉଠେ କିମ୍ବା ବ୍ୟକ୍ତି ଆଣି ଘରେ ଲଗାନ୍ତି । ତେବେ ଏହା ଘରର ଉନ୍ନତି କରିବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ ।

ପ୍ରଥମେ ହେଉଛି ତୁଳସୀ ବୃକ୍ଷ । ଏହି ଗଛକୁ ଅତ୍ୟନ୍ତ ହିଁ ଶୁଭ ମନାଯାଇଥାଏ । ଏହି ଗଛ ଘରେ ଲଗାଇ ଏହାକୁ ଫୁଲ, ପାଣି ଓ ନୈବେଦ୍ୟ ଦେଇ ପୂଜା କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିଥାଏ । ଯଦି ଏହି ଗଛ ଘର ପାଖରେ ସ୍ଵତଃ ଉଠି ଥାଏ । ତେବେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ ଦେବାର ସଂକେତ ଦେଇଥାଏ । ଯେଉଁ କାରଣରୁ ଆପଣଙ୍କ ଘରେ ମଙ୍ଗଳ ହୋଇଥାଏ ।

ଦିତୀୟରେ କଦଳୀ ଗଛ । ଶାସ୍ତ୍ର ଅନୁସାରେ କଦଳୀ ଗଛରେ ଭଗବାନ ନାରାୟଣ ରହିଥାନ୍ତି । ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିବା ଦ୍ଵାରା ଭଗବାନ ନାରାୟଣ ପ୍ରସନ୍ନ ହୋଇଥାନ୍ତି । ଯଦି ଏହି ଗଛ ମନକୁ ମନ ଆପଣଙ୍କ ଘର ପାଖରେ ଉଠିଯାଇଥାଏ । ତେବେ ଏହା ଆପଣଙ୍କ ଘର ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବହୁ ମାତ୍ରାରେ ଶୁଭ ବିଚାର କରାଯାଇଥାଏ ।

ତୃତୀୟରେ ଯଦି ଅଶୋକ ଅଶୋକ ଗଛ ମନକୁ ମନ ଘର ପାଖରେ ଉଠିଥାଏ। ତେବେ ଏହା ଶୁଭ ହୋଇଥାଏ ।  ଏହି ଗଛ ଅନେକ ସୁଖ ଓ ଦୁଃଖର ସୂଚନା ଦେଇଥାଏ । ଯଦି କୌଣସି କାରଣରୁ ଏହି ଗଛ ସୁଖିବା ପାଇଁ ଆରମ୍ଭ କରିଥାଏ । ତେବେ ଆପଣଙ୍କ ଘର ଉପରେ କାହାର ଖରାପ ନଜର ପଡିଛି । ଏଥିରୁ ମୁକ୍ତି ପାଇବା ପାଇଁ ଘର ବାହାରେ ଲେମ୍ବୁ ଲଙ୍କା ଓ ଘର ମୁଖ୍ୟ ଦ୍ଵାର ପାଖରେ ଘୋଡା ନାଳ ଲଗାଇବା ଉଚିତ ।

ଚତୁର୍ଥରେ ନିମ ଗଛ ଅତି ଶୁଭ ହୋଇଥାଏ । ଏହି ଗଛ ଘର ପାଖରେ ଉଠିବା ଦ୍ଵାରା ଅନେକ ଭଲ ହୋଇଥାଏ । ଏହାକୁ ଜଳ ଚଢାଇବା ଉଚିତ । ଶାସ୍ତ୍ରରେ କ୍ଷୀର ବାହାରୁଥିବା ଗଛକୁ ଶୁଭ କୁହାଯାଇନଥାଏ । କିନ୍ତୁ ଯଦି ଅରଖ ଗଛ ଆପଣଙ୍କ ଘର ପାଖରେ ସ୍ଵତଃ ପୂର୍ବକ ଉଠିଥାଏ । ତେବେ ଏହା ଶୁଭ ସୂଚନା ଦେଇଥାଏ ।

ଏହା ଆପଣଙ୍କ ଘରୁ ଦୁଃଖ ଲାଘବ କରି ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । ମଙ୍ଗଳ ବାରଦିନ ଅରଖ ଗଛର ପତ୍ରରେ ମାଳ କରି ଭଗବାନ ହନୁମାନଙ୍କୁ ଚଢାଇବା ଉଚିତ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *