କିଛି ବି ହେଇଯାଉ ନା କାହିଁକି ଶନିବାର ଦିନ ଭୁଲ୍ ରେ ଖାଆନ୍ତୁ ନାହିଁ ଏହି 1 ଜିନିଷ, ଶନିଦେବ ହୁଅନ୍ତି କ୍ରୋଧିତ, ଜୀବନରେ ଆସେ ନାନାଦି ସଙ୍କଟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ଶନି ଦେବତାଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ । ବହୁତ ଲୋକଙ୍କର ମାନ୍ୟତା ଥାଏ । ଭଗବାନ ଶନି ଦେବ ଅତ୍ୟନ୍ତ କ୍ରୋଧ ପ୍ରକାଶ କରୁଥିବା ଦେବତା ଅଟନ୍ତି । ସେଥିପାଇଁ ପ୍ରାୟତଃ ଭକ୍ତଙ୍କ ମନରେ ଶନି ଦେବଙ୍କ ପ୍ରତି ମନରେ ଭୟ ରହିଥାଏ । ଏହା କିନ୍ତୁ ଲୋକଙ୍କର ଭୁଲ୍ ଧାରଣା ହୋଇଥାଏ । ଯେଉଁ ମାନେ ସତ୍ ମାର୍ଗରେ ରହି ସତ୍ କାର୍ଯ୍ୟ କରିଥାନ୍ତି । ସେମାନଙ୍କ ଉପରେ ସର୍ବଦା ଶନି ଦେବଙ୍କର ଆଶ୍ରୀବାଦ ରହିଥାଏ ।

ଆପଣ କାର୍ଯ୍ୟ ସଫଳ ଭାବେ କରିବାକୁ ଚାହୁଁଥିଲେ ଶନିବାର ଦିନ ନିହାତି ଭାବେ ଏହି ଉପଚାର କରନ୍ତୁ । ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ଉଚିତ । ଓସ୍ତ ଗଛରେ ସାତ ଘେରା ସୂତା ବାନ୍ଧି ଗଛର ପୂଜା ଅର୍ଚନା କରନ୍ତୁ / ପୂଜା କରିବା ସମୟରେ ନିଜର ମନ କଥା ଗଛକୁ କୁହନ୍ତୁ । ନିହାତି ଭାବେ ପ୍ରଭୁ ଶନିଦେବ ଆପଣଙ୍କ ମନସ୍କାମନା ପୂରଣ କରିବେ । ଯଦି ଦାମ୍ପତ୍ୟ ଜୀବନରେ ସବୁବେଳେ କଳହ ଲାଗିରହୁଥାଏ ।

କୌଣସି ନା କୌଣସି କାରଣକୁ ନେଇ ସ୍ଵାମୀ ଓ ସ୍ତ୍ରୀ ଝଗଡା ଆରମ୍ଭ ହୋଇଯାଏ । ତେବେ ଶନିବାର ଦିନ ଓସ୍ତ ଗଛ ମୂଳରେ କଳା ରାଶି ଓ କିଛି ପାଣି ଚଢାଇବା ଉଚିତ ହୋଇଥାଏ। ଏହା କରିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ଭିତରେ ପ୍ରେମ ବଢିଥାଏ । ଯଦି ଚାକିରି ଖୋଜୁଥିବା ବ୍ୟକ୍ତି ମାନେ ଚାକିରି ମିଳିବାରେ ବିଳମ୍ବ ହେଉଥାଏ ।

ତେବେ ଶନିବାର ଦିନ ଘରକୁ କଳା କୋଇଲା ଆଣନ୍ତୁ । ସେହି କଳା କୋଇଲାକୁ ଭଗବାନ ଶନିଙ୍କର ସ୍ମରଣ କରି ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଯଦି ଆପଙ୍କର ଧନ ସମ୍ଭଦ୍ଧୀୟ ସମସ୍ଯା ପ୍ରାୟତଃ ସମୟରେ ରହୁଥାଏ । ଘରେ ଆର୍ଥିକ ସ୍ଥିତି ଦୁର୍ବଳ କାରଣରୁ ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ଶନିବାର ଦିନ ଭଗବାନ ଶନିଙ୍କ ପାଖରେ ସୋରିଷ ତେଲରେ ଅଳ୍ପ କିଛି କଳା ରାଶି ପକାଇ ସେହି ଦୀପ ପ୍ରଜ୍ୱୋଳନ କରନ୍ତୁ ।

ଏହା କରିବା ଦ୍ଵାରା ଶନିଦେବ ଆପଣଙ୍କ ଉପରେ କୃପାଦ୍ରୁଷ୍ଟି ପକାଇବେ । ଯେଉଁ ବ୍ୟକ୍ତି ମାନଙ୍କର ରାଶିରେ ଥିବା ଗ୍ରହ ନକ୍ଷତ୍ର ମାନଙ୍କର ଅବସ୍ଥିତିରେ ପରିବର୍ତ୍ତନ କାରଣରୁ କୌଣସି ପ୍ରକାର ସମସ୍ଯା ଲାଗିରହୁଥାଏ । ଶନିବାର କଳା ରାଶି ପକାଇ ରୁଟି ପ୍ରସ୍ତୁତ କରନ୍ତୁ । ସେହି ରୁଟିକୁ କଳା କୁକୁରକୁ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା କୁଣ୍ଡଳୀ ଅବସ୍ଥିତ ରାହୁ ଓ କେତୁଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରୁ କମିଯାଇଥାଏ ।

ଶନିବାର ଦିନ ଓସ୍ତ ଗଛ ଉପରେ ଦୁଇ ହାତ ରଖି ୭ ଥର ପରିକ୍ରମା କରନ୍ତୁ । ଯାହା ଦ୍ଵାରା ଶନିଦେବଙ୍କର ବିଶେଷ କୃପା ଆପଣଙ୍କ ଉପରେ ନିଶ୍ଚୟ ପଡିବ । ଶନିବାର ଦିନ ନାଲି ରଙ୍ଗର ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ଏହି ଦିନ ମାଂସ ଓ ମଦ ଆଦ୍ୱା ସେବନ କରିବା ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *