Vastu Tips- ପିମ୍ପୁଡି ଘରକୁ ଆସିଲେ ମା’ ଲକ୍ଷ୍ମୀ ଦିଅନ୍ତି ଏହି 3 ସଙ୍କେତ, ଭୁଲରେ ବି କରନ୍ତୁନି ନଜର ଅନ୍ଦାଜ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିମ୍ପୁଡି ସବୁଠାରୁ କ୍ଷୁଦ୍ରତମ ଜୀବ ହୋଇଥିଲେ ମଧ୍ୟ ତାହାର ସ୍ଥାନ ଅନ୍ୟତମ । ପିମ୍ପୁଡି ଆଖ ପାଖ ପରିବେଶରେ ଥିବା ଊର୍ଜାକୁ ବହୁତ ଶୀଘ୍ର ଜାଣିଦେଇଥାଏ । ପିମ୍ପୁଡିକୁ ଲୋକ ମାନେ ସାଧାରଣ ଜୀବ ବୋଲି ଭବିଥାନ୍ତି । ମାତ୍ର ଏହା ପିମ୍ପୁଡି ମାନଙ୍କ ପାଇଁ ଗ୍ରହଣ ଯୋଗ୍ୟ ହୋଇନଥାଏ । ପିମ୍ପୁଡି ୨ ପ୍ରକାରର ହୋଇଥାନ୍ତି । ଯେପରି କଳା ଓ ନାଲି ପିମ୍ପୁଡି । ପିମ୍ପୁଡି ମାନେ ଘରକୁ ଆସିବା ଦ୍ଵାରା ଅନେକ କିଛି ସଂକେତ ମଧ୍ୟ ଦେଇଥାନ୍ତି ।

ପିମ୍ପୁଡି ଘରକୁ ଆସୁଥିବା ସମୟରେ କେବେ ମଧ୍ୟ ପାଦରେ ଦଳି କିମ୍ବା କୌଣସି ଔଷଧ ପ୍ରୟୋଗ କରି ତାଙ୍କୁ ମାରିବା ଉଚିତ ହୋଇନଥାଏ । ଆପଣ ପିମ୍ପୁଡି ମାନଙ୍କୁ ମାରିବା ଦ୍ଵାରା  ଜୀବ ହତ୍ୟା ଦୋଷ ଲାଗିଥାଏ । ସେଥିପାଇଁ ଆପଣ ପିମ୍ପୁଡି ମାନଙ୍କୁ ଅନ୍ୟ ଉପାୟରେ ଘରୁ ବାହାର କରିବା ଉଚିତ ହୋଇଥାଏ ।

ଯେଉଁ ଘରେ ଭଲ ମଣିଷ ଅର୍ଥାତ ପରଉପକାରୀ ଜୀବ ରହିଥାନ୍ତି । ସେମାନଙ୍କ ଘରେ ପ୍ରାୟତଃ କଳା ପିମ୍ପୁଡି ଦେଖିବାକୁ ମିଳିଥାଏ । ଘରକୁ କଳା ପିମ୍ପୁଡି ମାନଙ୍କର ଆଗମନକୁ ସୁଖ, ସମୃଦ୍ଧି ଓ ଐଶ୍ଵର୍ଯ୍ୟର ବୃଦ୍ଧିକୁ ଦର୍ଶାଇ ଥାଏ । ଘରର ଚାଉଳ ଡବାରୁ କିମ୍ବା ବାସନରୁ କଳା ପିମ୍ପୁଡି ବାହାରିବାର ଦେଖିଥାନ୍ତି ।

ତେବେ ଆପଣଙ୍କ ଉପରେ ଭଗବାନ ନାରାୟଣଙ୍କ କୃପାଦ୍ରୁଷ୍ଟି ରହିଅଛି । କଳା ପିମ୍ପୁଡି ଦଳବଦ୍ଧ ହୋଇ ଏକ ଗୋଲାକାର ଘେର ସୃଷ୍ଟି କରିଥିଲେ । ଆପଣଙ୍କ ଘର ପରିବାର ମା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି । ଆର୍ଥିକ ସ୍ଥିତି ମଜଭୁତ ହୋଇବା ପାଇଁ ଯାଉଅଛି । କୌଣସି କ୍ଷେତ୍ରରୁ ଅଧିକ ଧନ ମିଳିବାର ଯୋଗ ବନୁଅଛି । ଘରର ସୁନା ଗହଣା ପାଖରୁ ଯଦି କଳା ପିମ୍ପୁଡି ବାହାରିବାର ଦେଖନ୍ତି ।

ତେବେ ଏହା ଆପଣଙ୍କ ଧନ ବୃଦ୍ଧି ସୂଚନା ଦେଇଥାଏ । କଳା ପିମ୍ପୁଡିକୁ ଖାଦ୍ୟ ଦେବା ଉଚିତ ହୋଇଥାଏ । ଯଦି ଘରର ଛାତ ଉପରୁ ପିମ୍ପୁଡି ଆସିବାର ଦେଖନ୍ତି । ତେବେ ଏହା ଏକ ଶୁଭ ସଂକେତ ଆପଣଙ୍କ ଘର ପରିବାର ପାଇଁ ହୋଇଥାଏ । କାନ୍ଥ ଉପରେ ଯଦି ପିମ୍ପୁଡି ମାନେ ତଳୁ ଉପର ଯିବାର ଦେଖିବାକୁ ପାଇଥାନ୍ତି ।

ତେବେ ଆପଣଙ୍କ ଘରର ବିକାଶ ତଥା ଉନ୍ନତି ଆସିବାର ଶୁଭ ସୂଚନା ମିଳିଯାଏ । ଯଦି କାନ୍ଥରୁ ଉପରୁ ତଳକୁ ପିମ୍ପୁଡି ଖସିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କ ଘରର କ୍ଷତିକୁ ଦର୍ଶାଇ ଥାଏ । କଳା ପିମ୍ପୁଡି ଉତ୍ତର ଦିଗରୁ ଆସିବାର ଦେଖିଲେ । ଏହା ବହୁତ ବଡ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *