Astrology- ଯେଉଁ ସ୍ତ୍ରୀ ଙ୍କ ପାଖରେ ଥାଏ ଏହି 3 ଲକ୍ଷଣ ସେମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଏମାନଙ୍କୁ ବିବାହ କଲେ ସ୍ବାମୀର ଖୋଲିଯାଏ ଭାଗ୍ୟ

ନମସ୍କାର ବନ୍ଧୁଗଣ । ଆମ ଧର୍ମ ଶାସ୍ତ୍ର ମାନଙ୍କ ମଧ୍ୟରେ ସାମୁଦ୍ରିକ ଶାସ୍ତ୍ର ଏକ ଏପରି ଶାସ୍ତ୍ର ଯେଉଁଥିରେ କି ପୁରୁଷ ଓ ମହିଳା ମାନଙ୍କର ଶରୀରର କିଛି ଅଙ୍ଗର ଆକାର ଆକୃତି ଓ ଗଠନ ବିଷୟରେ ଏପରି ଭାବରେ ବର୍ଣ୍ଣନା ହୋଇଅଛି, ଯାହାଦ୍ୱାରା ଆପଣ ଅତି ସହଜରେ କୌଣସି ବ୍ୟକ୍ତି ର ଆକାର ଓ ଗଠନ ଦେଖି ସେହି ମଣିଷର ସ୍ଵଭାବ ଓ ଚରିତ୍ର ସମ୍ବନ୍ଧରେ ଆକଳନ କରି ପାରିବେ । ବନ୍ଧୁଗଣ ମହିଳା ମାନେ ପ୍ରତ୍ଯେକ ଘର ର ମୂଳ ଖୁଣ୍ଟ ସଦୃଶ୍ୟ ହୋଇଥାନ୍ତି । କାରଣ ମହିଳା ମାନଙ୍କୁ ନେଇ ହିଁ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଲାଗି ରହିଥାଏ ।

ଏପରିକି ଏହା ଅମଧ୍ୟ କୁହାଯାଏ ଯେଉଁ ଘରେ କୌଣସି ମହିଳା ନଥାନ୍ତି ସେ ଘର ଘର ପରି ଲାଗି ଥାଏ । ଏହାଛଡା ମହିଳା ମାନଙ୍କର ଆକାର ଆକୃତି, ସ୍ଵଭାବ ଆଚରଣ ତଥା ସେମାନଙ୍କର ଭଲ ମନ୍ଦ କର୍ମ ଦ୍ଵାରା ହିଁ ସଂପୂର୍ଣ୍ଣ ଘରର ଭାଗ୍ୟ ନିର୍ଧାରିତ ହୋଇ ରହିଥାଏ । ମହିଳା ମାନଙ୍କ ରୁ ହିଁ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ ।

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ରେ ମହିଳା ମାନଙ୍କ ଶରୀରର କିଛି ଅଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାଦ୍ୱାରା ଆପଣ ମହିଳା ମାନଙ୍କ ର ଏହି ଅଙ୍ଗ କୁ ଦେଖି ସେମାନଙ୍କର ସ୍ଵଭାବ କୁ ଆକଳନ କରି ପାରିବେ । ଓ ଜଣାଇ ପାରିବେ ଏହି ମହିଳା ମାନଙ୍କର ଲକ୍ଷଣ କିପରି ହୋଇଥିବ ।

ବନ୍ଧୁଗଣ ପ୍ରଥମେତ ଯେଉଁ ମହିଳା ମାନଙ୍କର କେଶ ଘନ କଳା ଓ ଲମ୍ବା ସୁନ୍ଦର ହୋଇଥାଏ, ସେହି ମହିଳା ମାନେ ଅତ୍ୟନ୍ତ ସୌଭାଗ୍ଯବତୀ ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ପୁରୁଷ ମାନଙ୍କ ସହ ବିବାହ କରନ୍ତି ସେହି ପୁରୁଷ ମାନଙ୍କର ବିବାହ ପରେ ସେମାନଙ୍କର ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳି ଯାଇଥାଏ । ଏହାଛଡା ଯେଉଁ ମହିଳା ମାନଙ୍କର ଗୋଲ ମୁହଁ ଓ ଚମକଦାର ଯୁକ୍ତ ଆଖି ଥାଏ ସେହି ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ଏମାନେ ସବୁବେଳେ ନିଜ ସାଥି ଙ୍କ ପ୍ରତି ବଫାଦାର ହୋଇଥାନ୍ତି ।

ତାହାସହ ଏହି ମହିଳା ମାନେ ଯେଉଁ ଘରକୁ ବିବାହ ହୋଇ ଯାଇଥାନ୍ତି ସେହି ଗହରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଯେଉଁ ମହିଳା ମାନଙ୍କର ନାକ ର ପୃଷ୍ଠ ଭାଗରେ କଳାଜାଇ ଥାଏ ସେହି ମହିଳା ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହି ମହିଳା ମାନେ ଯେଉଁ ଘରକୁ ବିବାହ ହୋଇ ଯାଇଥାନ୍ତି ସେହି ଗହରେ ସୁଖ ଶାନ୍ତି ସମୃଦ୍ଧି ରେ ଭାରି ଯାଇଥାଏ । ତଥା ସେହି ଘରେ କେବେ କୌଣସି ପ୍ରକାରର କଳହ ଆଦି ମଧ୍ୟ ଦେଖା ଦେଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *