ବନ୍ଧୁଗଣ ଆମେ ମାନେ ସମସ୍ତେ ପ୍ରତିଦିନ ଜୀବନରେ କେତବେଳେ ଦୁଃଖ ତ ପୁଣି କେତେବେଳେ ସୁଖ ର ଅନୁଭବ କରିଥାଉ । ଜୀବନରେ କିଛି ସମୟ ସୁଖରେ ପରିପୂର୍ଣ୍ଣ ଥିବା ସମୟରେ ଜୀବନ ର କିଛି ସମୟ ଦୁଃଖ ରେ ଭରି ଯାଇଥାଏ । ଜୀବନ ର ସବୁ ସମୟ ଏକାପରି କେବେ ହୋଇ ନଥାଏ । ତେଣୁ ସୁଖ ଓ ଦୁଃଖ କୁ ଜୀବନର ଏକ ଅଭିନ୍ନ ଅଙ୍ଗ ବୋଲି ମଧ୍ୟ କୁହା ଯାଇଥାଏ । ବନ୍ଧୁଗଣ ଏହି ସବୁ ଜାଣି ମଧ୍ୟ ଆମେ ଆମ ଜୀବନରୁ ସୁଖ କିମ୍ବା ଦୁଃଖ କୁ କାଟି ବାହର କରି ପାରିବାନି ।
କିନ୍ତୁ ବନ୍ଧୁଗଣ କିଛି ଏପରି ଉପାୟ ଗୁଡିକ ବିଷୟରେ ଆମର ଧର୍ମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି, ଯାହା ସାହାର୍ଯ୍ୟରେ ଆମେ ମାନେ ଜୀବନରୁ ସୁଖର ମାତ୍ରା କୁ ବଢାଇ ପାରିବା ଓ ଏହାସହ ଦୁଃଖ କୁ ମଧ୍ୟ କମ କରି ପାରିବା ।
ବନ୍ଧୁଗଣ ବହୁ ପୁରାତନ କାଳ ରୁ ଏହି ମନ୍ତ୍ର ଗୁଡିକ ସାହାର୍ଯ୍ୟ ରେ ବହୁ ଲୋକ ନିଜ ଜୀବନ କୁ ଦୁଃଖ ରୁ ସୁଖ ର ସ୍ଥିତି କୁ ଆଣି ଏକ ସୁଖ ମୟ ଜୀବନ ଜାପାନ କରି ଯାଇଛନ୍ତି । ବନ୍ଧୁଗଣ ଆମର ଶାସ୍ତ୍ର ରେ କିଛି ଏପରି ମନ୍ତ୍ର ରହିଅଛି ଯାହାର ଠିକ ଭାବରେ ଠିକ ସମୟରେ ପ୍ରୟୋଗ କରିବା ଦ୍ଵାରା ମଣିଷ ନିଜର ପରିସ୍ଥିତି କୁ ବଦଳାଇ ପାରେ ।
ବନ୍ଧୁଗଣ ପ୍ରଥମ ମନ୍ତ୍ର ଟି ହେଉଛି, ” ଓଁ ନମଃ ଶିବାୟ ” । ବନ୍ଧୁଗଣ ଏହି ମନ୍ତ୍ର କୁ ଆପଣ ପ୍ରାୟତଃ ଅନେକ ଥର ଶୁଣି ଥିବେ । କିନ୍ତୁ ଏହାର ବାସ୍ତବିକ ଅର୍ଥ ଓ ମହତ୍ଵ ବୋଧ ହୁଏ କିଛି ଲୋକ ହିଁ ଜାଣିଥିବେ । ଏହା ଏକ ଏପରି ମନ୍ତ୍ର ଯାହାର କେବଳ ଏକ ଓଁ ର ଉଚ୍ଚାରଣ ରେ ହିଁ ତ୍ରିଦେବ ଙ୍କୁ ପ୍ରଣାମ ହୋଇଥାଏ । ତାହା ସହ ଏହାର ଉଚ୍ଚାରଣ ଦ୍ଵାରା ଶରୀର ତଥା ଆଖ ପାଖ ର ବାତାବରଣ ଶୁଦ୍ଧ ହୋଇ ଯାଇଥାଏ ।
ବନ୍ଧୁଗଣ ଯଦି କେହି ବ୍ୟକ୍ତି ସକାଳେ ଉଠି ପଦ୍ମାସନ କିମ୍ବା ବଜ୍ରାସନ ରେ ବସି ନିଜର ମୁଖ କୁ ଉତ୍ତର ଦିଗ କରି ଏହି ମନ୍ତ୍ର କୁ ବାରମ୍ବାର କିଛି ସମୟ ପର୍ଯ୍ୟନ୍ତ ଉଚ୍ଚାରଣ କରେ, ତେବେ ବନ୍ଧୁଗଣ ସେହି ବ୍ୟକ୍ତିର ଜୀବନ ଭଗବାନ ଭୋଳ ଶଙ୍କର ଙ୍କ ଆଶୀର୍ବାଦ ରୁ ସୁଖ, ଶାନ୍ତି ଓ ସମୃଦ୍ଧି ରେ ଭରିଯାଏ ।
ବନ୍ଧୁଗଣ ଏହି ମନ୍ତ୍ର ର ପ୍ରଭାବ ଏତେ ହୋଇଥାଏ କି ଏହାର ଜାପ ଦ୍ଵାରା ମନ ମସ୍ତିସ୍କ ରେ ଶାନ୍ତି ଭରିବା ସହ ସେହି ବ୍ୟକ୍ତି ନିଜ ଜୀବନରେ ସବୁ କ୍ଷେତ୍ର ରେ ସଫଳତା କୁ ପ୍ରାପ୍ତ କରି ପାରିଥାଏ । ବନ୍ଧୁଗଣ ଦ୍ଵିତୀୟ ମନ୍ତ୍ର ଟି ହେଉଛି ” ଓଁ ଜୁଂ ସଃ ” । ବନ୍ଧୁଗଣ ମହାଦେବ ଙ୍କୁ ପ୍ରସନ୍ନ କରୁଥିବା ଭଳି ଏହି ମନ୍ତ୍ର ଟିର ଜାପ ଦ୍ଵାରା ମଣିଷ ଜୀବନରେ ଯେତେ ସବୁ ନୀରାଶା ଆଦି ସବୁ ରହିଛି, ସେ ସବୁ ଦୂର ହୋଇ ଯାଇଥାଏ ।
ତାହାଛଡା ଦୁଃଖ ଦରିଦ୍ରତା ଗୁଡିକ ର ମଧ୍ୟ ସମୂଳ ନାଶ ହୋଇଥାଏ । ବନ୍ଧୁଗଣ ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ମନ୍ତ୍ର ହୋଇଥାଏ । ଏହାର ଜପ ଦ୍ଵାରା ଭଗବାନ ଶଙ୍କର ଖୁବ ପ୍ରସନ୍ନ ହୋଇଥାନ୍ତି । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ