Vastu Shastra- ଯେତେ ରୋଜଗାର କଲେ ବି ଯେଉଁ ମାନଙ୍କ ପାଖରେ ପଇସା ରୁହେ ନାହିଁ ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେ ମଣିଷ ପ୍ରତିଦିନ ସକାଳେ ଯେଉଁ ମଣିଷ ଏହି ଏକ ଜିନିଷ ଖାଇଥାଏ, ସେହି ମଣିଷ ତାର ଜୀବନ ରେ ଧନ ଐଶ୍ଵର୍ଯ୍ୟ ପ୍ରାପ୍ତ କରି ତୃପ୍ତ ହୋଇ ଯାଇଥାଏ । ଏହି ଜିନିଷ କୁ ସକାଳେ ପ୍ରତିଦିନ ଖାଇବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ଅପାର କୃପା ବ୍ୟକ୍ତି କୁ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଙ୍କର ସମ୍ପୁର୍ଣ୍ଣ ଜୀବନ ମାନବ ଜାତି ପାଇଁ ସମର୍ପିତ ଅଟେ । ତେବେ ସେ ଗରିବ ସୁଦାମା ସହ ମିତ୍ରତା ହେଉ ବା ମହାଭାରତ ଯୁଦ୍ଧ ମଧ୍ୟରେ ଅର୍ଜୁନ ମାଧ୍ୟମରେ ଦେଇଥିବା ଗୀତା ଜ୍ଞାନ ହେଉ ।

ଭଗବାନ ଶ୍ରୀ କୃଷ୍ଣ ଙ୍କର ଜୀବନ ର ପ୍ରତ୍ଯେକ କ୍ଷଣ ମନୁଷ୍ୟ କୁ ଜୀବନରେ ବହୁତ କିଛି ଶିକ୍ଷା ଶିଖାଇ ଦେଇଥାଏ । ବନ୍ଧୁଗଣ ଧର୍ମ ପଣ୍ଡିତ କୁହନ୍ତି କି ଯଦି ଭଗବାନ ଶ୍ରୀ କୃଷ୍ଣ ଙ୍କ ଦେଖାଇଥିବା ମାର୍ଗ ଉପରେ କେହି ମନୁଷ୍ୟ ଚାଲେ । ତେବେ ସେହି ମଣିଷ କୁ ଜୀବନରେ ସବୁକିଛି ପ୍ରାପ୍ତ ହୋଇ ଯାଇଥାଏ ।

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ପ୍ରତ୍ଯେକ ମଣିଷ କୁ ନିଜ କର୍ମ କରିବା ସହ ଇଶ୍ଵର ଆରାଧନା ମଧ୍ୟ କିଛି ମାତ୍ରା ରେ କରିବା ଉଚିତ । ପ୍ରତ୍ଯେକ ମଣିଷ କୁ ନିଜ ଘରେ ପୂଜା କରି ଦୀପ ପ୍ରଜ୍ଵଳିତ କରିବା ଦ୍ଵାରା ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ଦେଖା ଦେଇ ନଥାଏ । ବନ୍ଧୁଗଣ ପ୍ରତ୍ଯେକ ଦିନ ସକଳ ଆମ ଜୀବନରେ ଏକ ନୂତନ ଊର୍ଜା ନେଇ ଆସିଥାଏ ।

ଯଦି ମଣିଷ ର ସକାଳ ଭଲ ଯାଏ ତେବେ ମଣିଷ ର ପୁରା ଦିନ ମଧ୍ୟ ଭଲ ଯିବ । ଶାସ୍ତ୍ର ଅନୁସାରେ ସକାଳେ ଶୀଘ୍ର ଉଠିବା ଦ୍ଵାରା ମଣିଷ ଜୀବନରେ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହ ଧନବାନ ମଧ୍ୟ ହୋଇଥାଏ । ପ୍ରତ୍ଯେକ ବ୍ୟକ୍ତି କୁ ସକାଳେ ଉଠି ପ୍ରଥମେ ନିଜ ହାତ ପାପୁଲି ଦର୍ଶନ କରିବା ଉଚିତ ।

ଏପରି କରିବା ଦ୍ଵାରା ସେହି ବ୍ୟକ୍ତି ଜୀବନରେ କେବେ ଅନ୍ନ ଧନ ର ଅଭାବ ରହି ନଥାଏ । ଏହାଛଡା ଦ୍ଵିତୟରେ ପ୍ରତ୍ଯେକ ବ୍ୟକ୍ତି କୁ ସକାଳେ ଭୂମି ସ୍ପର୍ଶ କରି ପ୍ରଣାମ ମଧ୍ୟ ନିଶ୍ଚୟ କରିବା ଉଚିତ । ଏପରି କରିବା ଦ୍ଵାରା ସଂପୂର୍ଣ୍ଣ ଦିନ ଟି ସକରାତ୍ମକତା ରେ ଭରି ଯାଇଥାଏ । ତାହାଛଡା ବ୍ୟକ୍ତି ଜୀବନରେ ସଫଳତା ମଧ୍ୟ ପ୍ରାପ୍ତ କରିଥାଏ ।

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଗଙ୍ଗା ଜଳ କୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଇଥାଏ, ତେଣୁ ଯେଉଁ ବ୍ୟକ୍ତି ପ୍ରତିଦିନ ନିଜ ସ୍ନାନ ଜଳରେ ଗଙ୍ଗା ଜଳ ର କିଛି ବୁନ୍ଦା ମିଶାଇ ସ୍ନାନ କରେ ସେହି ବ୍ଯକ୍ତିର ଜୀବନରେ ଥିବା ସମସ୍ତ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇ ଯାଇଥାଏ । ବନ୍ଧୁଗଣ ପ୍ରତିଦିନ ସକାଳେ ଈଶ୍ଵର ଙ୍କୁ ଚଢା ଯାଇଥିବା ଫୁଲ ତୁଳସୀ ମଧ୍ୟରୁ ପ୍ରତିଦିନ ସକଳେ ଟିକିଏ ନେଇ ଖାଇଥାଏ ।

ସେହି ମଣିଷ କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବା ସହ ଜୀବନ ରେ ଥିବା ସମସ୍ତ ନକରାତ୍ମକ ଶକ୍ତି ର ନାସ ମଧ୍ୟ ହୋଇ ଯାଇଥାଏ । ସେହି ମନୁଷ୍ୟ ଉପରେ ଭଗବାନ ବିଷ୍ଣୁ ପ୍ରସନ୍ନ ରହିବା ସହ ଧନ ର ଦେବୀ ମାତା ଲକ୍ଷ୍ମୀ ମଧ୍ୟ ଖୁବ ପ୍ରସନ୍ନ ଥାନ୍ତି । ଯାହାଫଳରେ ସେହି ମନୁଷ୍ୟ ଜୀବନରେ ଭିନ୍ନ ଭିନ୍ନ ମାର୍ଗ ରୁ ସୁଖ ସମୃଦ୍ଧି ପ୍ରେମ ମାନ ସମ୍ମାନ ଧନ ସମ୍ପତି ଆକର୍ଷିତ ହୋଇ ଆସିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *