ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମ ଅନୁସାରେ ଶାସ୍ତ୍ର ରେ ବର୍ଣ୍ଣିତ ହୋଇ ଅଛି ଯେ ଭଗବାନ ବିଷ୍ଣୁ ସ୍ଵୟଂ ସମୁଦ୍ର ମନ୍ଥନ ସମୟରେ କଇଁଛ ବା କଚ୍ଛପ ରୂପ ଧାରଣ କରିଥିଲେ । ସେଥିପାଇଁ ଘରେ କଇଁଛରଖିବା ଦ୍ଵାରା ଘରେ ଭଗବାନ ଙ୍କର କୃପା ମଧ୍ୟ ମିଳିଥାଏ । ତାହାଛଡା କଇଁଛ ଜଳରେ ରହବୁଥିବା ଯୋଗୁଁ ଏହା ଜଳ ତତ୍ଵ ର ହୋଇଥାଏ । ବନ୍ଧୁଗଣ କହି ରଖୁଛୁ ଯେ, ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ ଜଳ ରୁ ବାହାରି ଥିବାରୁ ସେ ମଧ୍ୟ ଜଳ ତତ୍ଵ ର ଅଟନ୍ତି ।
ବନ୍ଧୁଗଣ ଘରେ କଇଁଛ ରାଖୀ ପୂଜା ଅକରିବା ଦ୍ଵାରା ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଉଭୟ ପ୍ରସନ୍ନ ହୋଇଥାନ୍ତି । ଯାହାଫଳରେ ଘରେ ଧନ ବୃଦ୍ଧି ହୋଇଥାଏ । ଏହା ସହ ବନ୍ଧୁଗଣ ଯଦି ଆପଣ ଘରେ କଇଁଛ ରଖୁଛନ୍ତି ତେବେ ଆପଣ କିଛି ବିଶେଷ ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ଯେପରିକି ପ୍ରଥମତଃ କଇଁଛ କୁ ସବୁବେଳେ ଧାତୁ ପାତ୍ର ରେ ରଖିବା ଉଚିତ ।
ଯେପରିକି ପିତ୍ତଳ, ତମ୍ଭା ନଚେତ ରୂପା ପାତ୍ର ରେ କିଛି ଜଳ ଦେଇ ଏହାକୁ ରଖିବା ଉଚିତ । ଏହାଛଡା ପ୍ରତିଦିନ ଏହାର ଜଳ ମଧ୍ୟ ବଦଳିବା ଆବଶ୍ୟକ । ଏହା ସହ ସେହି ଜଳରେ କିଛି ସୁଗନ୍ଧିତ ପୁଷ୍ପ ଦେଇ କଇଁଛ କୁ ପ୍ରତିଦିନ ପୂଜା ମଧ୍ୟ କରିବା ଉଚିତ । ବନ୍ଧୁଗଣ ଏପରି ପ୍ରତିଦିନ କରିବା ଦ୍ଵାରା ଆପଣଙ୍କ ଘରକୁ ଭିନ୍ନ ଭିନ୍ନ ଦିଗରୁ ଧନ ଆକର୍ଷିତ ହୋଇ ଆସିଥାଏ । ବନ୍ଧୁଗଣ ମନେ ରଖନ୍ତୁ ଘରେ ସବୁବେଳେ କଇଁଛ କୁ ଉତ୍ତର ପୂର୍ବ ଦିଗରେ ରଖିବା ଆବଶ୍ୟକ ।
ତାହା ଛଡା କଇଁଛ ର ମୁହଁ ଘର ର ଭିତର ପଟ କୁ ରହିବା ଆବଶ୍ୟକ । ଏହାଦ୍ଵାରା ଘର କୁ ଧନ ଖୁବ ଶୀଘ୍ର ଆସିଥାଏ । ବନ୍ଧୁଗଣ ଆପଣ ଯେତେବେଳେ ଘରକୁ କଇଁଛ ଆଣୁଛନ୍ତି ଦେଖିକି କୌଣସି ଶୁକ୍ଲପକ୍ଷ ଶୁକ୍ରବାର ଦିନ ହିଁ ଆଣନ୍ତୁ । କାରଣ ଶୁକ୍ରବାର କୁ ଧନ ର ଦେବୀ ମା’ଲକ୍ଷ୍ମୀ ଙ୍କର ବାର ବୋଲି କୁହାଯାଇଥାଏ । ଏହି ଦିନ ଘରକୁ କଇଁଛ ଆଣିବା ଦ୍ଵାରା ଜୀବନରେ ଥିବା ସମସ୍ତ ଧନ ଜନିତ ସମସ୍ଯା ଶୀଘ୍ର ଅତି ଶୀଘ୍ର ଦୂର ହୋଇ ଯାଇଥାଏ ।
ବନ୍ଧୁଗଣ ଯଦି ଆପଣ କୌଣସି କଇଁଛ ମୁଦି ଧାରଣ କରୁଛନ୍ତି, ତେବେ ବନ୍ଧୁଗଣ ସେହି ମୁଦି ରେ ମଧ୍ୟ କଇଁଛ ର ମୁହଁ କୁ ନିଜ ଶରୀର ର ଭିତର ପଟକୁ ରଖନ୍ତୁ । ତାହାଛଡ଼ା ବନ୍ଧୁଗଣ କଇଁଛ ଜଳତତ୍ଵ ର ହୋଇଥିବାରୁ କଇଁଛ ମୁଦିକୁ ସବୁବେଳେ ରୂପା ର ହିଁ ଧାରଣ କରିବା ଉଚିତ । ତାହାଛଡା ବନ୍ଧୁଗଣ ଏହାକୁ ଧାରଣ କରିବା ପୂର୍ବରୁ ପ୍ରଥମେ ଏହି ମୁଦିକୁ ଭଗବାନଙ୍କ ସମ୍ମୁଖରେ ପୂଜା କରି ଭଗବାନ ବିଷ୍ଣୁ ଙ୍କର ଦ୍ଵାଦଶାକ୍ଷର ମନ୍ତ୍ର କୁ ୧୧ କିମ୍ବା ୨୧ ଥର ଉଚାରଣ କରି ଧାରଣ କରିବା ଉଚିତ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ