ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆପଣ କେବେ ଭାବି ମଧ୍ୟ ନଥିବେ ଆପଣ ଶୋଉଥିବା ତକିଆ ତଳେ କେବଳ ଏହି ଜିନିଷ ରଖିବା ଦ୍ଵାରା ଖୋଲି ଯାଇଥାଏ ଶୋଇଥିବା ଭାଗ୍ୟ । ତାହାସହ ହୋଇଥାଏ ସବୁ ଅଟକି ଯାଇଥିବା କାମ । ରାତା ରାତି ଉନ୍ନତି ଶିଖର କୁ ଛୁଇଁ ଥାଏ । ଜୀବନରେ ସକରାତ୍ମକତା ଭରି ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ଟିର ବିଷୟରେ ଯାହାର ପ୍ରୟୋଗ ଦ୍ଵାରା ଖୋଲିଯାଇଥାଏ ବନ୍ଦ ଭାଗ୍ଯର ଦ୍ଵାର ।
ବନ୍ଧୁଗଣ ଯଦି ଆପଣ ଆପଣଙ୍କ ଶୋଇବା ତକିଆ ତଳେ ଏକ ମୟୂର ପଙ୍ଖ ରଖିଥା’ନ୍ତି, ତେବେ ଏହା ଆପଣଙ୍କ ଜୀବନରେ ସକରାତ୍ମକତା ଭରି ଦେଇଥାଏ । ଭାଗ୍ଯର ସଂପୂର୍ଣ୍ଣ ସାଥ ମଧ୍ୟ ପ୍ରାପ୍ତ ହୋଇଥାଏ । ଫଳରେ ଆପଣ ସେ ସେବୁ କିଛି ଜୀବନରେ ଚାହିଁଥିବା ବସ୍ତୁ ପ୍ରାପ୍ତ କରିଥା’ନ୍ତି ।
ଏହାପରେ ବନ୍ଧୁଗଣ ଦ୍ଵିତୀୟ ବସ୍ତୁଟି ହେଉଛି ତୁଳସୀ ପତ୍ର । ଯଦି ଆପଣ ରାତିରେ ତକିଆ ତଳେ ୪ ରୁ ୫ଟି ତୁଲସୀ ପତ୍ର ରଖି ଶୋଇଥା’ନ୍ତି ଏବ॰ ସକାଳେ ଉଠି ସେହି ପତ୍ରକୁ ଖାଇଦିଅନ୍ତି, ତେବେ ଏପରି କରିବା ଦ୍ଵାରା ଜୀବନର ସବୁ ନକରାତ୍ମକତା ଶେଷ ହେବା ସହ ଜୀବନରେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ହେବାକୁ ଲାଗେ ।
ତୃତୀୟ ବସ୍ତୁଟି ହେଉଛି ଏକ ମୁଦ୍ରା । ଆଜ୍ଞା ହଁ ବନ୍ଧୁଗଣ ଯଦି ଆପଣ ରାତି ନିଜ ତକିଆ ତଳେ କୌଣସି ଏକ ମୁଦ୍ରା ରଖନ୍ତି ଏବ॰ ସକାଳେ ସେହି ମୁଦ୍ରା ଟିକୁ କୌଣସି ଏକ ଦରିଦ୍ର ବ୍ୟକ୍ତିକୁ ଦାନ କରି ଦେଇଥାନ୍ତି, ଏପରି କରିବା ଦ୍ଵାରା ଜୀବନରେ ଧନର ମାର୍ଗ ସବୁ ଖୋଲିଯାଇଥାଏ । ତାହାସହ କୁଣ୍ଡଳୀ ରେ ଲାଗିଥିବା ଦୋଷ ମଧ୍ୟ ଖଣ୍ଡନ ହୋଇଯାଇଥାଏ । ଫଳରେ ଜୀବନରେ କେବଳ; ଖୁସି ହିଁ ଖୁସି ଲାଗି ରହେ । ବନ୍ଧୁଗଣ ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୋଷ ରହିଛି, ତେବେ ତକିଆ ତଳେ ଚାନ୍ଦି ମୁଦ୍ରା ରଖି ଶୋଇବା ଦ୍ଵାରା ଦୋଷ ଖଣ୍ଡନ ହୋଇ ଯାଇଥାଏ ।
ତାହାଛଡା ଯଦି ଆପଣଙ୍କ ରାଶିରେ ମଙ୍ଗଳ କିମ୍ବା ବୁଧ ଦୋଷ ରହିଛି, ତେବେ ଆପଣ ତକିଆ ତଳେ କିଛି ସୁନା ରଖି ଶୋଇବା ଦ୍ଵାରା କୁଣ୍ଡଳୀ ରେ ଲାଗିଥିବା ସମସ୍ତ ପ୍ରକାରର ଦୋଷ ଖଣ୍ଡନ ହୋଇ ଯାଇଥାଏ । ଫଳରେ ବ୍ୟକ୍ତି ରାତା ରାତି ମାଲା ମାଲ ହୋଇ ଯାଇଥାଏ । ବନ୍ଧୁଗଣ ଯଦି ଆପଣ ଶୋଇଲା ବେଳେ ତକିଆ ତଳେ କୌଣସି ଧାର୍ମିକ ବସ୍ତୁ କିଛି ରଖି ଶୋଇଥା’ନ୍ତି, ତେବେ ଆପଣଙ୍କ ଜୀବନରେ ସବୁ ସୁଖଦ ଘଟଣା ମାନ ଘଟିଥାଏ । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆମର ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ