ରାତିରେ ଶୋଇବା ପୂର୍ବରୁ ସ୍ତ୍ରୀଙ୍କ ସହ ନିଶ୍ଚୟ କରନ୍ତୁ ଏହି 3 ଟି କାମ, ସ୍ତ୍ରୀ କେବେ ବି ଧୋକା ଦେବେନି…

ନମସ୍କାର ବନ୍ଧୁଗଣ । ଆଜି ଆମେ ପୁଣି ଥର ନେଇ ଆସିଛୁ ଆପଣ ମାନଙ୍କ ପାଇଁ କିଛି ଏପରି ଜାଣିବା ବିଷୟ ଯାହା ଦ୍ଵାରା ଆପଣ ଙ୍କର ଘରେ ସଦା ସର୍ବଦା ସୁଖ ଶାନ୍ତି ବଜାୟ ରହିବ । ବାହାଘର ପରେ ସ୍ଵାମୀ ସ୍ତ୍ରୀ ଙ୍କୁ ବହୁତ କିଛି ପରସ୍ପର ପାଇଁ ତ୍ୟାଗ କରିବାକୁ ପଡିଥାଏ । ବେଳେବେଳେ ଛୋଟ ଛୋଟ ଭୁଲ ଭୟଙ୍କର ରୂପ ମଧ୍ୟ ନେଇ ଯାଇଥାଏ ଏବ॰ ପବିତ୍ର ସମ୍ପର୍କ ରେ ରାଗ ଅଭିମାନ ଆସି ସମ୍ପର୍କ କୁ ଖରାପ କରି ନଷ୍ଟ କରିଦେଇଥାଏ ।

ଆପଣ ଦେଖିଥିବେ କିଛି ଏପରି ମଧ୍ୟ ଝିଅ ଅଛନ୍ତି, ଯେଉଁମାନେ ନିଜ ସ୍ଵାମୀ ଙ୍କ ସହ ଆଡଜେଷ୍ଟ କରି ପାରି ନଥା’ନ୍ତି, ଏବ॰ ନିଜ ସ୍ବାମୀଙ୍କୁ ଅଣଦେଖା କରି, ପର ପୁରୁଷ ଙ୍କ ସହ ସମ୍ପର୍କ ସ୍ଥାପନା କରନ୍ତି । ଏଥିପାଇଁ କେବଳ ଝିଅ ମାନେ ନୁହେଁ ବର॰ ସେମାନଙ୍କ ସ୍ଵାମୀ ମଧ୍ୟ ଦାୟୀ ଅଟନ୍ତି ।

ଏଥିପାଇଁ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡି ପର ପୁରୁଷ ଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି, ତେବେ ଏଥିରେ କୌଣସି କ୍ଷେତ୍ର ରେ ଆପଣ ଙ୍କର ମଧ୍ୟ ଭୁଲ ରହି ପାରେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଟିପ୍ସ ଆଣିଛୁ, ଯାହାଦ୍ଵାରା କି ଆପଣ ମାନଙ୍କ ଦାମ୍ପତ୍ୟ ଜୀବନରେ ସବୁବେଳେ ସୁଖ, ଶାନ୍ତି ଓ ପ୍ରେମ ବଜାୟ ମାନ ରହିବ ।

 

ଆପଣ ଙ୍କୁ ରାତିରେ ଶୋଇବା ପୂର୍ବରୁ ସବୁବେଳେ କିଛି ସମୟ ପାଇଁ ହେଲେ ମଧ୍ୟ ନିଜ ସ୍ତ୍ରୀ ଙ୍କ ସହ କିଛି ରୋମାଞ୍ଚକ କଥା ହେବା ଉଚିତ୍ । ବିବାହିତ ଜୀବନରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଜୀବନରେ ସମୟର ସହ କିଛି କିଛି ରୋମାନ୍ସ ର ତଡକା ଲଗାଇବାକୁ ହୋଇଥାଏ । କାରଣ ରୋମାନ୍ସ  ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମସ୍ତ ବାଦ ବିବାଦ କୁ ଶେଷ କରିଦେଇଥାଏ । ଏବ॰ ଏହା ସମସ୍ତ ଦୂରତା କୁ ଶେଷ କରିଦେଇଥାଏ । ଏହାଛଡା ଦ୍ବିତୀୟରେ ଶୋଇବା ସମୟରେ ନିଜ ସ୍ତ୍ରୀ ର ବହୁଳ ମାତ୍ର ରେ ପ୍ରଶଂସା କରନ୍ତୁ ।

ସବୁ ନାରୀ ମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ଭଲ ଲାଗିଥାଏ । ଏପରି କରିବା ଦ୍ଵାରା ଆପଣ ଙ୍କ ସ୍ତ୍ରୀ ସବୁବେଳେ ଆପଣ ଙ୍କ ହୃଦୟ ନିକଟରେ ରହିଥିବ । ଏବ॰ ତୃତୀୟ ରେ ଶୋଇଲାବେଳେ ସବୁବେଳେ ସ୍ତ୍ରୀ କୁ ଆଲିଙ୍ଗନ କରି ଶୁଅନ୍ତୁ । ଏହା ଦ୍ଵାରା ସମ୍ପର୍କ ରେ ପ୍ରେମ ମଧୁରତା ବଢିଥାଏ । ଏହାଛଡା ଏପରି କରିବା ଦ୍ଵାରା ଆପଣ ଙ୍କ ସ୍ତ୍ରୀ ଦିନ ର ସବୁ ଦୁଃଖ କଷ୍ଟ ଗୁଡିକୁ ଭୁଲି ଯାଇ ଆପଣ ଙ୍କ ପ୍ରେମରେ ହଜି ଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *