Ajira Upadesha- କ୍ଷୀର ଉତୁରିବା ଶୁଭ ନା ଅଶୁଭ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଧାରଣତ ଆମେ ଘରେ କ୍ଷୀର ଗରମ କରିଥାଉ । ବାସ୍ତୁ ଅନୁଯାୟୀ କ୍ଷୀର ବସିବାର କିଛି ନିୟମ ବିଷୟରେ କୁହା ଯାଉଛି । ଯାହାକୁ ପାଳନ କରିଲେ ମଣିଷ ଜୀବନରେ ସବୁ ଅଭାବ ଦୁଖ ସୁର ହୋଇଥାଏ । କାରଣ କ୍ଷୀର କୁ ଆମେ ପ୍ରତେକ କାମରେ ବ୍ୟବହାର କରିଥାଉ । କ୍ଷୀର ଠାକୁର ପୂଜା ଠାରୁ ଆରମ୍ଭ କରି ପିଲା ମାନେ ପିଇଥାନ୍ତି । ତେଣୁ କ୍ଷୀର ସେବନ କରିବା ଆମ ଶରୀର ପାଇଁ ମଧ୍ୟ ଅଭୁତ ଲାଭଦାୟକ ହୋଇଥାଏ ।

ଆପଣ ମାନେ ନିଶ୍ଚିନ୍ତ ଭାବେ ଘରେ କ୍ଷୀର ଗରମ କରୁଥିବେ । କିନ୍ତୁ ଅନେକ ସମୟରେ ଦେଖିଥିବା ଜାଣତରେ ହେଉ ବା ଅଜାଣତରେ ହେଉ କ୍ଷୀର ଉତୁରି ଯାଇ ଗ୍ଯାସ ରେ ପଶି ଯାଇଥାଏ । ଯାହାକୁ କିଛି ଲୋକ ମାନେ ଶୁଭ ବା ଶୁଭ ମାନିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ କ୍ଷୀର ଉତୁରିବା ସମୟରେ କିଛି ବିଶେଷ କଥା ଉଲେଖ କରା ଯାଇଛି ।

ଯଦି ଘରେ କ୍ଷୀର ଗରମ କରିବା ସମୟରେ ଉତୁରୁଥାଏ ତେବେ ଏହ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି କ୍ଷୀର ଉତୁରିକି ପୋଡିଗଲା ଓ ତଳେ ପଡିଗଲା ତେବେ ଅଶୁଭ ହୋଇଥାଏ । କ୍ଷୀର ରୁ ଆପଣ ଶୁଭ ଶୁଭ କଥା ଜାଣି ପାରିବେ । ଯଦି କ୍ଷୀର ଗରମ କରିବା ସମୟରେ ଉତୁରୁଜାଏ ତେବେ ଆପଣ ଘରୁ କୁଆଡେ ବି ଯାଇ ପାରିବେ । ଯାହା ମଙ୍ଗଳ ହୋଇଥାଏ ।

ଯଦି କ୍ଷୀର ଉତୁରି କି ତଳେ ପଡିବା ସହ ପୋଡା ଗନ୍ଧ ନାକ ପାଖକୁ ଆସିଲା ତେବେ ବହୁତ ଖରାପ ହୋଇଥାଏ । ଯଦି କ୍ଷୀର ଅଜାଣତ ରେ ଉତୁରୁଜାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଯଦି ଆପଣ ଜାଣି ଜାଣି କ୍ଷୀର ଉତୁରିବାକୁ ଛାଡି ଦେବେ ତେବେ ଏହା ଅଶୁଭ ହୋଇଥାଏ । ଯାହା ର ପ୍ରଭାବ ଆମ ଘର ଓ ଜୀବନ ଉପରେ ପଡିଥାଏ । କ୍ଷୀର ବସାଇବା ସମୟରେ ଏଥିପ୍ରତି ଧ୍ୟାନ ଦେବ ଉଚିତ ।

ଏହ ବ୍ଯତୀତ ଯଦି କ୍ଷୀର ଗ୍ଯାସ ରେ ବସିବା ସମୟରେ ପୋଡିଯାଏ ତେବେ ବହୁତ ଅଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଘରେ କ୍ଷତି ବା ଅର୍ଥ ହାନି ହେବର ସମ୍ଭାବନା ରହିଥାଏ । ତେଣୁ କ୍ଷୀର ବସାଇବା ସମୟରେ ସତର୍କ ରହିବା ଉଚିତ । ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ନିଶ୍ଚିନ୍ତ ଭାବେ କ୍ଷୀର ଉତୁରିବା ସମସ୍ଯା ରୁ ମୁକ୍ତି ପାଇ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *