Vastu Shastra- କୌଣସି ବି ଶିବ ମନ୍ଦିରରୁ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, 24 ଘଣ୍ଟାରେ ଦେଖନ୍ତୁ ଚମତ୍କାର…ବଦଳିଯିବ ଭାଗ୍ୟ

ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଛି । ଯାହାକୁ ଦୂର କରିବା ପାଇଁ ଲୋକ ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ତେବେ ଏଥିରେ କିଛି ମାତ୍ରାରେ ସୁଫଳ ମିଳୁଛି ତ ଆଉ କିଛି କ୍ଷେତ୍ର ରେ ବିଫଳ ମିଳୁଛି । ତେବେ ଧନର ଅଭାବ ପ୍ରାୟତ ଲୋକଙ୍କ କ୍ଷେତ୍ରରେ ଦେଖା ଯାଉଛି । ଯାହାର ସମାଧାନ କରିବା ପାଇଁ ଲୋକ ମାନେ ଅନେକ ପ୍ରଣାଳୀ ର ପ୍ରୟୋଗ କରୁଛନ୍ତି ।

କିନ୍ତୁ ଏମିତି କିଛି ଭୁଲ ଦ୍ଵାରା ଧନର ଘୋର ସମସ୍ଯା ଦେଖା ଯାଉଛି । ଯଦି ଆପଣ ବହୁତ ଅଧିକ ସମସ୍ୟାର ସାମନା କରୁଛନ୍ତି ବା ଧନ ର ଅଭାବ ହେଉଛି ବା ଧନ ମାମଲାରେ ଆପଣଙ୍କୁ ବହୁତ ଅଧିକ ଦୁଖୀ ରହିବାକୁ ପଡୁଛି ତେବେ ଏହି ଉପାୟ ଟି କରିବା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇ ପାରିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସହଜ ଓ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା କରିବା ଦ୍ଵାରା ଜୀବନର ସବୁ ଦୁଖ କଷ୍ଟ ଦୂର ହେବା ସହ ଜୀବନରେ କେବେ ବି ଧନର ଅଭାବ ହେବ ନାହି ।

ଏଥିପାଇଁ ଆପଣଙ୍କୁ ଯେ କୌଣସି ଗୋଟିଏ ସୋମବାର ଦିନର ପୂର୍ବ ଦିନରୁ ୭ ଲୋଟା ଜଳ ନେବେ । ପ୍ରତେକ ଲୋଟା ରେ ବେଲପତ୍ର ପକାଇବେ । ତମ୍ବା ବା ପିତଳ ଲୋଟାର ବ୍ୟବହାର ଏହି ଉପାୟ ପାଇଁ କରିବାକୁ ହେବ । ଘରର ପ୍ରତେକ କୋଣରେ ଏହି ୭ଟି ଲୋଟା କୁ ରଖି ରାତିରେ ଶୋଇବା ସମୟରେ ଓମ ନମହ ଶିବାୟ ମନ୍ତ୍ର ଜପ କରିବେ

। ତା ପର ଦିନ ସ୍ନାନ କରିବା ପରେ ଏହି ଲୋଟା ର ଜଳ ଓ ବେଲପତ୍ର କୁ ଏକ ପାତ୍ର ରେ ରଖି ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଚଢାଇବେ । ଚଢାଇବା ସମୟରେ ଓମ ନମହ ଶିବାୟ ମନ୍ତ୍ର ଜପ କରି ନିଜର ସମସ୍ଯା ବିଷୟରେ ମହାଦେବ ଙ୍କୁ ମନେ ମନେ ସ୍ମରଣ କରିବେ । ଏହା ପରେ ଚଢାଇ ଥିବା ଜଳ ଓ ବେଲପତ୍ର ରୁ ଗୋଟିଏ ଲେଖାଏଁ ଘରକୁ ନେଇ ଆସିବେ ।

ଏହା ପରେ ଏହି ଜଳକୁ ଆଣି ଘରର ସବୁ ଆଡେ ସିଂଚନ କରିବେ । ଏହା ଛାଡ ବେଲପତ୍ର କୁ ଧନ ରଖୁଥିବା ଜାଗା ଯେପରି ଆଲମାରି ନା ତିଜୋରି ରେ ରଖି ଦେବେ । ଏମିତି କରିବା ଦ୍ଵାରା ଜୀବନରେ ସମ୍ପନ୍ନତା ଦେଖିବାକୁ ମିଳିବ । ଜୀବନରେ ସବୁ ସମସ୍ଯା ଦୂର ହେବ ସହ ଧନର ବର୍ଷା ହେବାକୁ ଲାଗିବ ।

ଏହା ପରେ ତା ପର ସୋମବାର ଦିନ ରୁଦ୍ରାକ୍ଷ ପତ୍ର ବା ବୀଜ କୁ ନେଇ ତାବିଜ କରି ଧାରଣ କରନ୍ତୁ । ତେବେ ଏହି ଉପାୟ ଟି କରିବା ଦ୍ଵାରା ଯେତେ ବଡ ସମସ୍ଯା ଥିଲା ମଧ୍ୟ ତାହା ଦୂର ହେବ । ତେବେ ଏହି ଉପାୟ ଟି ଆପଣଙ୍କୁ ନିଷ୍ଠା ସହକାରେ କରିବାକୁ ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *