Vastu Tips- ଏହି ୮ ଟି ସଙ୍କେତ ମିଳିଲେ ଆପଣ ହୋଇଯିବେ କୋଟିପତି, ହୋଇଥାଏ ଅତ୍ୟନ୍ତ ଶୁଭ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ୮ ଟି ସଙ୍କେତ ସମ୍ବନ୍ଧରେ ଯଦି ଆପଣଙ୍କୁ ଏହି ୮ ଟି ସଙ୍କେତ ମିଳୁଛି ତେବେ ଖୁବ ଶୀଘ୍ର ଆପଣ କୋଟିପତି ହେବାକୁ ଯିବେ । ଏବଂ ଆପଣଙ୍କ ସମୟ ଭଲ ଆସୁଛି । କିଛି ଲୋକେ ମାନିଥାନ୍ତି ଯେ ସବୁକିଛି ପରିଶ୍ରମ ଦ୍ଵାରା ମିଳିଥାଏ ମାତ୍ର କିଛି ଏଭଳି ଜିନିଷ ଅଛି ଯାହା କି ଭାଗ୍ୟ ଦ୍ଵାରା ମିଳିଥାଏ । ଆଜି ଆମ୍ଭେ ଶାସ୍ତ୍ର ଅନୁସାରେ କିଛି ବିଶେଷ ସଙ୍କେତ ସମ୍ବନ୍ଧରେ କହିବାକୁ ଯାଉଅଛୁ ଏବଂ ଯଦି ଆପଣଙ୍କୁ ଏହି ସଙ୍କେତ ମିଳୁଛି ତେବେ ନିକଟ ଭବିଷ୍ୟତରେ ଆପଣ ହେବାକୁ ଯାଉଛନ୍ତି ଧନୀ ।

୧;- ଘୁଷୁରୀ, ଘୁଷୁରୀ ଭଲ ଭାଗ୍ୟ ଆଣେ ବୋଲି ମାନ୍ୟତା ରହିଅଛି । ସେଥିପାଇଁ ଶାସ୍ତ୍ର ରେ ଘୁଷୁରୀ କୁ ଶୁଭ ବିଚାର କରାଯାଇଅଛି । ତେବେ ଯଦି ଆପଣ ଘୁଷୁରୀ ଦେଖୁଛନ୍ତି ଆପଣ ଜାଣି ନିଅନ୍ତୁ ଯେ ନିକଟ ଭବିଷ୍ୟତ ରେ ଆପଣଙ୍କର ସୁଖ ର ଦିନ ଆସିବାକୁ ଯାଉଅଛି ।

୨;- କଇଁଛ, ଏହାକୁ ସଂପୂର୍ଣ୍ଣ ଦୁନିଆରେ ଭଲ ଭାଗ୍ୟ ର ପ୍ରତୀକ ମାନାଯାଇଅଛି, ଏହାକୁ ଆପଣ କୌଣସି ରୂପରେ ଦେଖିବା ଅତ୍ୟନ୍ତ ଶୁଭ ଏବଂ ଭଲ ଖବର ଆସିବାର ସଙ୍କେତ ମିଳିଥାଏ । ୩;- ମଧୁର ସଙ୍ଗୀତ, ସକାଳୁ ଉଠିବା ସମୟରେ ଆପଣ ନିଜ ଆଖପାଖ ରେ କିଛି ମଧୁର ଶବ୍ଦ, କିଛି ଘଣ୍ଟି ର ଶବ୍ଦ, ତଥା କିଛି ମଧୁର ଭଜନ ଶୁଣନ୍ତି ତେବେ ଏହା ଶାସ୍ତ୍ର ରେ ଆସୁଥିବା ଭଲ ମାର୍ଗ ର ସଙ୍କେତ ବୋଲି କୁହାଯାଇଅଛି ।

୪;- ଶୁଭ ଦିନରେ ଟଙ୍କା ଆସିବା, ଆମ୍ଭ ସମସ୍ତଙ୍କ ଜୀବନରେ ବିଶେଷ କରି ଶୁଭ ଦିନ ଆସିଥାଏ, ଏବଂ ସେହି ସମୟରେ ଯଦି କେଉଁଠାରୁ ଆପଣଙ୍କୁ ଧନର ପ୍ରାପ୍ତି ହୋଇଥାଏ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଛନ୍ତି ।

୫;- ଝିଣ୍ଟିକା, ଏହାକୁ ଦେଖିବା ତଥା ଏହାର ଶବ୍ଦ ଶୁଣିବା ଦ୍ଵାରା ଆପଣଙ୍କ ଖରାପ ଦିନର ସମାପନ ଘଟି ନୂତନ ସୁଖୀ ଜୀବନ ଆଗକୁ ଆସୁଛି ବୋଲି ସଙ୍କେତ ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ଝିଣ୍ଟିକା କୁ ଦେଖିଲେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ ସହିତ ଧନ, ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

୬;- ଡଲଫିନ, ଏହାକୁ ମଣିଷ ର ଭଲ ବନ୍ଧୁ ବୋଲି କୁହାଯାଇଅଛି, ତେବେ ଏହି ବନ୍ଧୁ ଭଲ ହୋଇଥାଏ ତଥା ଏହାକୁ ମଧ୍ୟ ଭଲ ସଂକେତ ବୋଲି କୁହାଯାଇଅଛି ।

୭;- ହାତ କୁଣ୍ଡାଇ ହେବା, ଯଦି ଆପଣଙ୍କ ହାତ କୁଣ୍ଡାଇ ହେଉଛି ତେବେ ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କ କୃପା ମିଳିବ । ଏବଂ ଧନ ନିହାତି କିଛି ଦିନରେ ମିଳିବ ବୋଲି ମାନ୍ୟତା ରହିଛି ।

୮;- ବର୍ଷା ରେ ସୂର୍ଯ୍ୟ ଚମକିବା, ତେବେ ଏହିଭଳି ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ଯଦି ଆପଣ ବର୍ଷା ସମୟରେ ଆକାଶରେ ଚମକୁଥିବା ସୂର୍ଯ୍ୟ କୁ ଦେଖି ନିଅନ୍ତି ତେବେ ବୁଝି ନିଅନ୍ତୁ ଯେ ଆପଣ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *