ଭଗବାନ ଆପଣଙ୍କ ସହ ଅଛନ୍ତି କି ନାହିଁ ? ଜାଣନ୍ତୁ ଏହି 8 ସଙ୍କେତରୁ (8 Signs Of God)

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ ଈଶ୍ବରଙ୍କ କୃପା ପ୍ରାପ୍ତ କରିଥାଏ । କାରଣ ଯଦି ଈଶ୍ଵରଙ୍କ କୃପା ନ ହେବ ତେବେ ବ୍ୟକ୍ତି କେବେ ବି ଜୀବନରେ ସଫଳ ହୋଇପାରିବ ନାହି । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ସମସ୍ଯାମାନ ଦେଖାଯିବା ସହ ଧନର ଅଭାବ ହୋଇଥାଏ ।

ଏମିତିକି ଘର ପରିବାର ରେ ଓ ଦାଂପତ୍ଯ ଜୀବନରେ ଏବଂ ବିଭିନ୍ନ କ୍ଷେତ୍ର ରେ ବିବାଦ ଦେଖା ଯାଇଥାଏ । ତେବେ ଶାସ୍ତ୍ର ଅନୁଯାୟୀ ଏମିତି କିଛି ସଂକେତ ରହିଛି ଯାହା ଦ୍ଵାରା ଜଣା ପଡିଥାଏ ଭଗବାନ ଆମ ସହ ଅଛନ୍ତି । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ।

୧- ଯଦି ଭଗବାନ ଆପଣଙ୍କ ସହ ଅଛନ୍ତି ତେବେ ପାନ ପ୍ରତେକ କାମରେ ବିଫଳ ହେବେ । ଆପଣ ସବୁ କାମରେ ପରିଶ୍ରମ ଦେବେ କିନ୍ତୁ ଆପଣଙ୍କୁ ସଫଳତା ମିଳିବ ନାହି । ଏମିତି ବାରମ୍ବାର ହେବେ ଯେଉଁ ପର୍ଯ୍ଯନ୍ତ ଆପଣଙ୍କ କଥା ଖୋଲି ନାହାନ୍ତି ।

୨- ଆପଣଙ୍କର ନିଜ ଉପରୁ ଭରସା ଉଠିଯିବ । ଯେତେବେଳେ ଭଗବାନ ଆପଣଙ୍କ ସହ ରହିଥାନ୍ତି ସେତେବେଳେ ଆପଣ ନିଜକୁ ଏକା ଅନୁଭବ କରିବା ସହ ଆଗକୁ କଣ କରିବେ ବୁଝି ପାରିବେ ନାହି । ଆପଣ ନିଜକୁ ଏମିତି ସ୍ଥିତିରେ ଅନୁଭବ କରିବେ ଯେଉଁଠି ଆପଣଙ୍କୁ କେହି ସାହାଜ୍ଯ କରିବେ ନାହି । ଏମିତିକି ଆପଣ କାହାକୁ ନିଜ ସମସ୍ଯା ବିଷୟରେ କହିପାରିବେ ନାହି ।

୩- ଆପଣଙ୍କ ଦୁଖ ଚରମ ସିମାରେ ରହିବ । ଏହା ଠାରୁ ଖରାପ ଆଉ କଣ ହୋଇପାରେ ଏମିତି କିଛି ଆପଣ ଅନୁଭବ କରିବେ ଯେବେ ଈଶ୍ବରଙ୍କ ଆପଣଙ୍କ ସହ ଥିବେ । ଏହି ଦୁଖରେ ମଣିଷ ଭାଙ୍ଗି ଯାଇଥାଏ କିନ୍ତୁ ଈଶ୍ଵରଙ୍କ ପ୍ରତି ପ୍ରେମ ଜାଗୃତ ହୋଇଥାଏ । ଯେତେବେଳେ ଯାଏଁ ଆପଣ ହାରକୁ ନ ବୁଝିଛନ୍ତି ସେବେ ଯାଏଁ ଜିତକୁ ମହଦୀ ବୁଝିପାରିବେ ନାହି ।

୪- ଯେତେବେଳେ ଆପଣଙ୍କର ସବୁ ଆଶା ଭାଙ୍ଗିଯିବ ସେତେବେଳେ ଆପଣଙ୍କ ଭିତରେ ଖୋଜିବାର ଆଶା ଜରୁରତ ହେବେ । ସେହି ସମୟରେ ଆପଣ ନିଜକୁ ଖୋଜି ପାଇବେ । ଆପଣଙ୍କ ଦୁର୍ବଳତା ଓ ସଫଳତା ଜାଣିପାରିବେ । ଆପଣ ନିଜକୁ ପ୍ରଶ୍ନ କରିବେ ଯେବେ ଆପଣ ନିଜର ଅନ୍ତରାତ୍ମା ସହ ଯୋଡି ହେବେ ।

୫- ଯେତେବେଳେ ଆପଣ ନିଜକଉ ବୁଝିବାକୁ ଲାଗିବେ ସେତେବେଳେ ଆପଣଙ୍କ ଠାରେ ପରିବର୍ତ୍ତନ ଆସିବ । ଆପଣ ପ୍ରଥମରୁ ଅଧିକ ଶାନ୍ତ ଓ ଜିନିଷକୁ ଗମ୍ଭୀରତାର ସହ ଜାଣିବେ ।

୬- ଆପଣ କୌଣସି ଜିନିଷରେ ହାରିବା ଜିତିବା ଅନୁଭବ କରିବେ ନାହି ଯାହା ଦ୍ଵାରା ଜଣା ପଡିବ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି । ଯେଉଁଥିରେ ବାହାରେ ହେଉଥିବା ଘଟଣା ଆପଣଙ୍କୁ କମ ଅନୁଭବ ହେବ ।

୭- ଯେତେବେଳେ ଆପଣଙ୍କୁ ଅନୁଭବ ହେବ ଆପଣ ଭଗବାନଙ୍କ ନିକଟରେ ପହଞ୍ଚି ଯାଇଛନ୍ତି ସେବେ ଅପାନଙ୍କୁ ବଡ ଝଟକା ଲାଗିବ । ଆପଣ ଯାହା ଶିକ୍ଷା ଲାଭ କରିଛନ୍ତି ତାହା ଖୁସି ଭାବେ ଆଗମନ ହେବ ।

୮- ଇଶ୍ଵର ଆପଣଙ୍କ ସହ ରହିଲେ ଆପଣ ଶବ୍ଦର ବ୍ୟକ୍ତ କରିପାରିବେ ନାହି । ଆପଣଙ୍କୁ ଶାନ୍ତିର ଅନୁଭବ ହେବ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *