Vastu Tips- ମାତ୍ର ୧ ମାସରେ ସବୁ କରଜ ସୁଝିଯିବ, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ, ସାଧାରଣତ ରୁଣ ମୁଣ୍ଡ ଉପରେ ରହିଲେ ମନୁଷ୍ୟ ଜୀବନ କୁ ତଳିତଳାନ୍ତ କରିଦେଇଥାଏ । କରଜମୁକ୍ତ ଜୀବନ ହିଁ ସବୁଠାରୁ ଉତ୍ତମ ଜୀବନ ହୋଇଥାଏ । କରଜ ନେବା ଯେତେ ସହଜ ହୋଇଥାଏ ଅନେକ ସମୟରେ ତାକୁ ସୁଝିବା ମଧ୍ୟ କଷ୍ଟକର ହୋଇଯାଇଥାଏ । ଏବଂ ସଂପୂର୍ଣ୍ଣ ଜୀବନ କରଜ ସୁଝି ସୁଝି ଶେଷ ହୋଇଯାଇଥାଏ । କୌଣସି ବ୍ୟକ୍ତି ଙ୍କ ପାଇଁ କରଜ ବହୁତ ବଡ ସମସ୍ୟା ହୋଇଥାଏ । କରଜ ରେ ଡୁବିଥିବା ବ୍ୟକ୍ତି ସର୍ବଦା ଚିନ୍ତା ରେ ରହିଥାଏ । କରଜ ହେବାପରେ ତାହାର ସଂପୂର୍ଣ୍ଣ ପରିବାର କଷ୍ଟ ର ସାମ୍ନା କରିଥାଏ ।

କରଜ କାରଣରୁ ମାନହାନୀ, ପଇସା ର ଅଭାବ ଏବଂ ପାରିବାରିଆ କଳହ ଭୋଗିବାକୁ ପଡିବ । କରଜ ରେ ଡୁବିଥିବା ବ୍ୟକ୍ତି ନିଜ ପରିବାର ଏବଂ ନିଜ ପାଇଁ ସମସ୍ୟା ବନିଯାଇଥାଏ । ଶନିବାର ଦିନ କରଜ ଆଦୌ ନିଅନ୍ତୁ ନାହିଁ । ଏହାଦ୍ଵାରା ବହୁତ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ କରଜ ମୁକ୍ତି ର କିଛି ବିଶେଷ ଉପାୟ । ଯଦି ଆପଣ କରଜ ରେ ଡୁବି ଯାଇଛନ୍ତି ତେବେ ଆପଣ ଗୋଟିଏ ପାନପତ୍ର ନିଅନ୍ତୁ ଏବଂ ତାହା ଉପରେ ୨ ଟି ଲବଙ୍ଗ ଏବଂ ଗୋଟିଏ ଗୁଜୁରାତି ରଖନ୍ତୁ ।

ଏହାପରେ ଏହି ପତ୍ର କୁ ମୋଡି ଦିଅନ୍ତୁ । ମଙ୍ଗଳବାର ଦିନ ସ୍ନାନ ସାରି ଶ୍ଵଛ ବସ୍ତ୍ର ଧାରଣ କରି ହନୁମାନଙ୍କ ମନ୍ଦିରକୁ ଜାଆନ୍ତୁ । ଏବଂ ତାଙ୍କୁ ଏହି ପାନର ବିଡା ଅର୍ପଣ କରି ଦିଅନ୍ତୁ । ଆପଣ ୩ ମାସ ପର୍ଯ୍ୟନ୍ତ ଲଗାତାର ଏହି ପ୍ରୟୋଗ କରନ୍ତୁ । ଯଦି ମଙ୍ଗଳବାର ଦିନ ଆପଣ କୌଣସି କାରଣରୁ ଯାଇ ପାରୁ ନାହାଁନ୍ତି ତେବେ ଆପଣଙ୍କ ବ୍ୟତୀତ ଅନ୍ୟ କେହି ମଧ୍ୟ ଏହାକୁ କରିପାରନ୍ତି ।

ଆପଣ କୌଣସି ତାମସିକ ପଦାର୍ଥ ର ସେବନ କରନ୍ତୁ ନାହିଁ । ଆପଣ ଦେଖିବେ ଜଲ୍ଦି ହିଁ ଆପଣ କରଜ ମୁକ୍ତ ହୋଇଯିବେ । ପ୍ରଭୁ ହନୁମାନ ଙ୍କ ଶରଣ ରେ ଯିଏ ଆସିଯାଏ ପ୍ରଭୁ ତାହାର ମଙ୍ଗଳ କରିଥାନ୍ତି । ତାଙ୍କର ସମସ୍ତ ଅସୁବିଧା ତଥା ଦୁଃଖ କଷ୍ଟ କୁ ଦୂର କରିଦେଇଥାନ୍ତି । କେତେକ ସମୟରେ ଏଭଳି ପରିସ୍ଥିତି ଆସିଯାଇଥାଏ ଯେ କରଜ ନେବା ସମୟରେ ଅସୁବିଧା ଆସିଯାଇଥାଏ । ନିଜ ଲୋକ ମଧ୍ୟ ପର ହୋଇଯାଇଥାନ୍ତି । ଏହିଭଳି ସ୍ଥିତି ରେ ଆପଣ ପାନପତ୍ର ନିଅନ୍ତୁ, ଏହାର ଚିକ୍କଣ ସାଇଡ କୁ ଉପରକୁ କରି ଦିଅନ୍ତୁ ଏବଂ ଖଦଡା ସାଇଡ କୁ ତଳକୁ କରି ଦିଅନ୍ତୁ ।

ଏହାପରେ ଏହା ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତା ସହିତ ଏହାକୁ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ । ଏହାପରେ ହାତ ଯୋଡି ଈଶ୍ଵରଙ୍କୁ ପ୍ରାର୍ଥନା କରନ୍ତୁ ଆପଣଙ୍କ କାର୍ଯ୍ୟ ରେ ଯାହା ଯାହା ଆସୁବିଧା ଆସୁଅଛି, ଏହି ପାନପତ୍ର ସହିତ ବହିଯାଉ । ତେବେ ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଭଗବାନ ନିଶ୍ଚିତ ଭାବରେ ଆପଣଙ୍କ ଡାକ ଶୁଣିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *