Chanakya Niti- ଯେଉଁ ମହିଳା ମାନଙ୍କର ବଡ ହୋଇଥାଏ ଏହି 3 ଅଙ୍ଗ, ଏମିତି ମହିଳା ହୋଇଥାନ୍ତି ଅଶୁଭ

ବନ୍ଧୁଗଣ ମହିଳାଙ୍କର ଏହି ୩ଟି ଅଙ୍ଗ ବଡ ହୋଇଥିଲେ ଘର ବରବାତ ହୋଇଥାଏ ଯାହା ପୁରାଣରେ କୁହା ଯାଇଛି । ଆଜି ଆମେ ମହିଳାଙ୍କର ଯେଉଁ ୩ଟି ଅଙ୍ଗ ବିଷୟରେ କହିବାକୁ ଯାଉଛି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପୁରୁଣା ମାନ୍ୟତା ଅନୁଯାୟୀ ଯଦି ଘରେ ବା ଆଖ ପାଖରେ ପଡୋଶିରେ ଏଭଳି ନାରୀ ଦେଖା ଯାଇଥାନ୍ତି ତେବେ ଆପଣଙ୍କୁ ତୁରନ୍ତ ବୁଝିବାକୁ ହେବେ ଆପଣଙ୍କ ସହ କିଛି ବି ହୋଇପାରେ ।

ନାରିଙ୍କର ଏହି ୩ଟି ଅଙ୍ଗ ବଡ ହେବା ଚିନ୍ତାର ବିଷୟ ମାନାଯାଏ ।  ସାମୁଦ୍ରିକ ଶାସ୍ତ୍ରରେ ନାରୀର ଗଠନ ଓ ସୁନ୍ଦରତା ବିଷୟରେ ସଂପୂର୍ଣ୍ଣ ବିବରଣୀ ଦିଆ ଯାଇଛି । ଏହା ସହ ସେମାନଙ୍କର ସ୍ଵଭାବ ଓ ଚରିତ୍ର ଦେଖି ସେମାନଙ୍କର ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ନାରୀର ସେହି ୩ଟି ବଡ ଅଙ୍ଗ କାରଣରୁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥାଏ ।

୧- ଯେଉଁ ନାରୀର ସ୍ତନ ବଡ ହୋଇଥାଏ ତହ ଶୁଭ ଲକ୍ଷଣ ହୁଏ ନାହି । ପୁରାଣ ମାନ୍ୟତା ଅନିଯାୟୀ ଏଭଳି ମହିଳାଙ୍କ ମନ ପବିତ୍ର ହୋଇଥିଲେ ମଧ୍ୟ ଅନ୍ୟ ମାନଙ୍କ ନଜରରେ ଏମାନେ ଭୁଲ ପ୍ରମାଣିତ ହୋଇଥାନ୍ତି । ଅନେକ ପୁରୁଷ ଏଭଳି ନାରୀଙ୍କୁ ଖରାପ ଦୃଷ୍ଟିରେ ରଖିଥାନ୍ତି । ଯଦି ଆମେ ଡାକ୍ତରଙ୍କ କଥା ମଣିବା ତେବେ ନାରୀର ବଡ ସ୍ତନ ହେବ କୌଣସି ବଡ ରୋଗ ହେବାର ସମ୍ଭାବନା ରହିଥାଏ ।

୨- ଯେଉଁ ମହିଳା ମାନଙ୍କର ସୁନ୍ଦର କେଶ ସହ ଅଣ୍ଟା ଠାରୁ ଅଧିକ ଲମ୍ବା ହୋଇଥାଏ ତେବେ ଶୁଭ ଲକ୍ଷଣ ନୁହେଁ । ଏମିତି ମହିଳା ନାକାରତ୍ମକ ଊର୍ଜା କୁ ଆକର୍ଷିତ କରିଥାନ୍ତି । ଯେଉଁ ମହିଳାଙ୍କର ଅଣ୍ଟା ଠାରୁ ତଳେ ଲମ୍ବା କେଶ ରହିଥାଏ ସେମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡିଥାଏ । ସେହିପରି ପୁରୁଷ ମଧ୍ୟ ଏହଭଳି ମହିଳାଙ୍କ ଉପରେ ଆକର୍ଷିତ ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଅଣ୍ଟା ତଳେ କେଶ ରହିଲେ ବରବାତିର କାରଣ ହୋଇଥାଏ । ତେଣୁ ଅଣ୍ଟା ଠାରୁ ତଳକୁ କେଶ ରହିବା ଉଚିତ ନୁହେଁ ।

୩- ସମାଜରେ ବଡ ବଡ ଜଙ୍ଘ ଥିବା ମହିଳା ରହିଲେ ଅଶୁଭ ହୋଇଥାଏ । ଏଭଳି ମହିଳା ମନରେ ପବିତ୍ର ହୋଇଥିଲେ ମଧ୍ୟ ସାମନା ବାଲା ବ୍ୟକ୍ତି ସେମାନଙ୍କୁ ଭୁଲ ନଜରରେ ଦେଖିଥାନ୍ତି । ସମାଜ ମଧ୍ୟ ଏଭଳି ନାରୀଙ୍କୁ ଠିକ ଢଙ୍ଗ ରେ ଦେଖେ ନାହି । ତେଣୁ ମହିଳା ମାନଙ୍କର ଜଙ୍ଘ ସୀମିତ ଭାବରେ ରହିବା ଉଚିତ । ଦରକାର ଠାରୁ ଅଧିକ ବା ଛୋଟ ହେବ ଉଚିତ ନୁହେଁ । କେତେକ ମହିଳା ନିଜର ଜଙ୍ଘ କୁ ବଢାଇଥାନ୍ତି କିନ୍ତୁ ପରେ ଅନୁତାପ କରିଥାନ୍ତି ।

୪- କୌଣସି ମହିଳା ସୁନ୍ଦର ହେବା ସ୍ଵାଭାବିକ କଥା । ଦୁନିଆରେ ପ୍ରତେକ ମହିଳା ଈଶ୍ଵରଙ୍କୁ କାମ କରିଥାନ୍ତି ସୁନ୍ଦର ହେବା ପାଇଁ । କିନ୍ତୁ ନାରୀ ମାନେ ଦରକାର ଠାରୁ ଅଧିକ ସୁନ୍ଦର ହେବା ଭଲ ଲକ୍ଷଣ ନୁହେଁ । ନାରୀର ସୁନ୍ଦରତ ଓ ଚାଲିଚଳନ ଅନେକ ସହର ବରବାତ କରିଥାଏ । ତେଣୁ ଏହା କ୍ଷତିକାରକ ମାନାଯାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *