ଏମିତି କିଛି ଗଛ ଅଛି ଯାହାକୁ ଘରେ ଲଗାଇଲେ ଧନ ଆସେ ନାହି କିନ୍ତୁ ଘରେ ନାକାରାତ୍ମକ ଊର୍ଜାର ବାସ ରହିଥାଏ । ଯାହା ପରିବାର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ଗଛ ଲଗାଇବା ଉଚିତ ନୁହେଁ । ଗଛଲତା ଗୁଡିକ ପରିବେଶ ସନ୍ତୁଳନ ରକ୍ଷା କରିବା ସହ ଖରାପ ଶକ୍ତି ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । କିନ୍ତୁ ଏମିତି କିଛି ଗଛ ଘରେ ଲଗାଇବା ଦ୍ଵାରା ଖରାପ ଶକ୍ତିର ବାସ ରହିଥାଏ ଯାହା ବାସ୍ତୁ ଶାସ୍ତ୍ର ରେ କୁହା ଯାଉଛି । ତେବେ ଆପଣ ମାନଙ୍କୁ ଆଜି ଆମେ କେଉଁ ଗଛ ଘରେ ଲଗାଇବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।
୧- ତେନ୍ତୁଳୀ ଗଛ : ଯେଉଁ ଲୋକ ଘରେ ତେନ୍ତୁଳୀ ଗଛ ଲଗାଇଥାନ୍ତି ସେହି ଘରେ ଖରାପ ଶକ୍ତିର ବାସ ରହିଥାଏ । ଯାହା ରାତି ସମୟରେ ଏହା ଅନୁଭବ ହୋଇଥାଏ । ଏହି ଗଛରେ ନାକାରାତ୍ମକ ଶକ୍ତି ରହିଥାଏ । ଏମିତି ଜାଗାରେ ତେନ୍ତୁଳୀ ଗଛ ପାଖରେ ଥିଲେ ଘର ତିଆରି କରିଲେ ବରବାତି ହେବା ନିଶ୍ଚିନ୍ତ ଅଟେ । ତେଣୁ ଏହି ଗଛ ଠାରୁ ଦୂରେଇ ରହିବା ଉଚିତ ।
୨- ମେହେନ୍ଦି ଗଛ : ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ଘରେ ମେହେନ୍ଦି ଗଛ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଗଛ ଘରେ ଲଗାଇବା ଦ୍ଵାରା ଖୁସି ଭଙ୍ଗ ହୋଇଥାଏ । ଏମିତି ମାନାଯାଏ ମେହେନ୍ଦି ଗଛ ପାଖରେ ଖରାପ ଶକ୍ତି ବାସ କରିଥାଏ । ଯେଉଁଠି ଏହି ଗଛ ରହିଥିବ ସେଠାରେ କେବେ ବି ଖୁସି ଆସେ ନାହି । ସବୁବେଳେ ଅସାନ୍ତି ଲାଗି ରହିଥାଏ । ତେବେ ଯଦି ଆପଣ ଏହି ଗଛ ଲଗାଇବାକୁ ଚାହୁଁଛନ୍ତି ତେବେ ଘରେ ନ ଲଗାଇ ଘର ଠାରୁ ଦୂରରେ ଲଗାଇ ପାରିବେ ।
୩- କଣ୍ଟା ଜାତୀୟ ଗଛ ଓ କପାସ ଗଛ : ଏମିତି ମାନାଯାଏ କି ଯେଉଁଠି କଣ୍ଟା ଜାତୀୟ ଗଛ ବା ନାଗଫେଣୀ ଲଗାଯାଏ ସେଠାରେ ଚୁମ୍ବକ ଭଳି ଖରାପ ଶକ୍ତି ବାସ କରିଥାଏ । ଯେଉଁ ଘରେ ଏହି ଗଛ ଲାଗିଥାଏ ସେଠାରେ ଖରାପ ପ୍ରଭାବ ପଡିଥାଏ । ସେହି ଘରେ ଅଭିଶାପ ଲାଗିଥାଏ । ଯେଉଁ ଲୋକ ଘର ଆଖ ପାଖରେ କପାସ ଗଛ ଲଗାଇଥାନ୍ତି ତାହା ଅଶୁଭ ମାନାଯାଏ ।
ତେଣୁ ଏହି ସବୁ ଗଛ ଠାରୁ ଦୂରେଇ ରହିବା ଉଚିତ । ତେବେ କଣ୍ଟା ଜାତୀୟ ଗଛ ଘରେ ରହିବା ଦ୍ଵାରା ପରିବାର ଲୋକଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ଯାହା ଦ୍ଵାରା ମନରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ଏହି ସବୁ ଗଛ ଘରେ ଲଗାଇବା ଭୁଲରେ ବି କୁହିତ ନୁହେଁ । ଏହା ମଣିଷ ଜୀବନ ପାଇଁ କ୍ଷତିକାରକ ହେବା ସହ ହାନିଆକାରକ ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ