Samudrika Shastra- ଯେଉଁ ଝିଅ ମାନଙ୍କର ନିଶ ଥାଏ ସେମାନେ ଏହାକୁ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ସାମୁଦ୍ରିକ ଶାସ୍ତ୍ର ରେ ଶରୀରରେ ଥିବା ଲୋମ କୁ ନେଇ ଅନେକ କିଛି ତତ୍ଵ ସମ୍ବନ୍ଧରେ କୁହାଯାଇଅଛି । ଆଜି ଆମ୍ଭେ କହିବାକୁ ଯାଉଛୁ ମହିଳା ମାନଙ୍କ ସମ୍ବନ୍ଧରେ । ଯାହାଙ୍କ ଚେହେରାରେ ଥିବା ଓଠ ର ଉପରି ଭାଗ ରେ ରୋମ ରହିଥାଏ । ଯାହାକୁ ପୁରୁଷ ଙ୍କ ଭାଷାରେ ନିଶ କୁହାଯାଇଥାଏ । ତେବେ ଯଦି ଆମ୍ଭେ କଥା ହେବା ଭାରତୀୟ ଜ୍ୟୋତିଷ ଙ୍କର ତେବେ ଆମ୍ଭର ରୁଷିମୁନି ମାନେ ଏହାକୁ ଅନେକ ଭାଗରେ ବାଣ୍ଟିଛନ୍ତି ।

ଭାରତୀୟ ଜ୍ୟୋତିଷ ର ଏକ ଭାଗ ହେଉଛି ସାମୁଦ୍ରିକ ଶାସ୍ତ୍ର । ଏଥିରେ କୌଣସି ବ୍ୟକ୍ତି ଙ୍କର ଶରୀରର ଅଙ୍ଗ ଅଥବା ଶରୀରରେ ଥିବା ଚିହ୍ନ ଅଥବା ଚାଲିଚଳନ କିମ୍ବା ବ୍ୟକ୍ତି ଙ୍କର ସବୁ ରହଣୀ ସହଣୀ କୁ ଆଧାର କରି ଆପଣ ବ୍ୟକ୍ତି ଙ୍କ ଚରିତ୍ର ସମ୍ବନ୍ଧରେ ଅନେକ ଗୁପ୍ତ କଥା ଜାଣି ପାରିବେ ।

ମାତ୍ର ଆଜି ଆମ୍ଭେ ଏହା ଜାଣିବା ଯେ ଯେଉଁ ମହିଳା ଙ୍କ ଓଠ ର ଉପରି ଭାଗରେ ରୋମ ରହିଥାଏ ତେବେ ସେମାନଙ୍କ ସ୍ଵଭାବ କିଭଳି ହୋଇଥାଏ ? ଏହିଭଳି ମହିଳା ଭଲ ହୋଇଥାନ୍ତି କି ଖରାପ ? ଏମାନଙ୍କ ପାଖକୁ ପଇସା ଆସିବ କି ନାହିଁ ? ଆଜି ଆମ୍ଭେ ଏହିସବୁ ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଯେଉଁ ସ୍ତ୍ରୀ ର ମୁଖ ରେ ମୁଛ ସ୍ପଷ୍ଟ ଭାବରେ ଦେଖାଯାଇଥାଏ ସେହି ସ୍ତ୍ରୀ ମାନେ କ୍ରୋଧୀ ହୋଇଥାନ୍ତି । ଏହିଭଳି ମହିଳା କେବଳ ନିଜ କଥା କୁ ରଖିଥାନ୍ତି ଏବଂ ସ୍ଵାମୀ ଉପରେ କେବଳ ହୁକୁମ ଚଲାଇଥାନ୍ତି । ମାତ୍ର କେବେ କେବେ ଏମାନଙ୍କ ସ୍ଵଭାବ ବହୁତ କ୍ରୂର ହୋଇଯାଇଥାଏ । ଏମାନେ ନିଜ କଥା ରଖିବା ନିମନ୍ତେ ସାଧାରଣତ ଏମାନେ କୌଣସି ସୀମା ଟପିଥାନ୍ତି । ଏହିଭଳି ସ୍ତ୍ରୀ ସଂପୂର୍ଣ୍ଣ ପରିବାର କୁ ନିଜ ହିସାବରେ ଚଲାଇ ଥାନ୍ତି ।

ଏମାନଙ୍କ କଥା ନ ମାନିଲେ ଏମାନେ ବହୁତ ଜଲ୍ଦି କ୍ରୋଧ କରିଥାନ୍ତି । ଏହିଭଳି ସ୍ତ୍ରୀ ସଂପୂର୍ଣ୍ଣ ପରିବାରର ସର୍ବନାଶ କରିନେଇଥାନ୍ତି । ଘରେ ଥିବା ଧନ ବୈଭବ କୁ ବର୍ବାଦ କରି ନେଇଥାନ୍ତି । ଧନଦୌଲତ ସବୁ ଶେଷ ହୋଇଯାଇଥାଏ । ଯେଉଁଭଳି ଭାବରେ ଆଇନା ଆମ୍ଭର ଉପର ଛବି କୁ ଦେଖାଇଥାଏ । ସେହିଭଳି ଭାବରେ ଆମ୍ଭ ଶରୀରର ଅଙ୍ଗ ଆମ୍ଭର ଭିତର ସ୍ଵଭାବ କୁ ଦେଖାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *