ଭଗବାନଙ୍କ ପୂଜା କରିବା ସମୟରେ ଆଖିରେ ଲୁହ ଆସିବା, ଛିଙ୍କ ଆସିବା, ହାଇ ଆସିବା, ଫୁଲ ପଡିବା, ଦୀପ ଲିଭିଯିବା ଅର୍ଥ କଣ ? ଭଗବାନ ଦିଅନ୍ତି କେଉଁ ସଙ୍କେତ ?

ବନ୍ଧୁଗଣ ପୂଜା କରିବା ସମୟରେ ଅନେକ ପ୍ରକାର ସଂକେତ ଆମକୁ ମିଳିଥାଏ ଯାହାକୁ ଆମେ ଗମ୍ଭୀର ଭାବେ ନେଇ ନ ଥାଉ । ପୂଜା ପାଠ କରିବା ଦ୍ଵାରା ମନରେ ଶାନ୍ତି ଆସିଥାଏ । ଯାହା ଦ୍ଵାରା ମନରେ ଥିବା ଅସାନ୍ତି ଦୂର ହୋଥାଏ । ଭଗବାନ ପୂଜା କରିବା ଦ୍ଵାରା ସମସ୍ୟାର ସମାଧାନ ହେବା ସହ ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ । କିନ୍ତୁ ପୂଜା କରିବା ସମୟରେ ଅନେକ ସମୟରେ ଆଖିରେ ଲୁହ ଆସିବା, ନିଦ ଲାଗିବା, ଫୁଲ ତଳେ ପଡିବା ବା ଦୀପ ଅଚାନକ ଲିଭିଯିବା ଭଳି ଘଟଣା ଘଟିଥାଏ ।

ତେବେ ଏହା ପଛରେ ଥିବା ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯଦି ପୂଜା କରିବା ସମୟରେ ଆଖିରେ ଲୁହ ଆସିଯାଏ ତେବେ ଭଗବାନ ଆପଣଙ୍କୁ ଦିବ୍ୟ ଶକ୍ତିର ସଂକେତ ଦେଉଛନ୍ତି । ଏହାର କାରଣ ହେଉଛି ଆପଣ ଯେଉଁ ଭଗବାନଙ୍କୁ ପୂଜା କରୁଛନ୍ତି ତାଙ୍କ ସହ ଆପଣ ଯୋଡି ହେଉଛନ୍ତି ଓ ଆପଣଙ୍କ ପୂଜା ସଫଳ ହୋଇଛି ।

ଅନେକ ସମୟରେ ଆଖିରେ ଲୁହ ଏମିତି ବି ଆସିଥାଏ ଶରୀରରେ ଥିବା ଖରାପ ଶକ୍ତି ଆମକୁ ପୂଜା ପାଠ କରିବାକୁ ଦିଏ ନାହି । ଯେବେ ଆମେ ପୂଜା କରିଥାଉ ତେବେ ଆମ ଶରୀରର ଅନେକ ଅଙ୍ଗ ରେ କିଛି ନା କିଛି ପ୍ରତିକ୍ରିୟା ଦେଖାଯାଏ ଯାହା ପାଇଁ ଆଖି ରେ ଲୁହ ଆସିଯାଏ । ଅଳସୁଆର ପ୍ରକୃତ କାରଣ ହେଉଛି ନିଦ ଆସିବା । ପୂଜା କରିବା ସମୟରେ ଆପଣଙ୍କୁ ନିଦ ଲାଗିଲେ ଆପଣ ଅଳସୁଆ ଅନୁଭବ କରୁଛନ୍ତି ।

ପୂଜା କରିବା ସମୟରେ ଛିଙ୍କ ଆସିଲେ ଆପଣ ଅପବିତ୍ର ହୋଇଥାନ୍ତି । ଯଦି ପୂଜା କରିବା ସମୟରେ ଏମିତି ହେଉଥାଏ ତେବେ ହାତ ଗୋଡ ଧୋଇ ପୂଜା କରନ୍ତୁ । ଅନେକ ସମୟରେ ପୂଜା କରିବା ସମୟରେ ଭଗବାନ ଙ୍କ ପ୍ରତିମାରୁ ଫୁଲ ପଡିଥାଏ ଯାହା ଅଶୁଭ ହୋଇଥାଏ । ଆପଣ ଯେଉଁ ଇଚ୍ଛା କରିଥିବେ ତାହା ପୂରଣ ହେବ କି ନାହି ତାହା ଭଗବାନ ପ୍ରତିମା ରୁ ଫୁଲ ପଡିଲେ ଜଣା ପଡିଥାଏ ।

ଯଦି ଆପଣଙ୍କ ସହ ଏମିତି ହେଉଥାଏ ତେବ ଆପଣଙ୍କର ସାବି ମନୋସ୍କାମନା ବହୁତ ଜଲ୍ଦି ପୂରଣ ହୋଇଥାଏ । ଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ ଦୀପ ଲିଭିଯିବା ଅଶୁଭ ହୋଇଥାଏ । ଯଦି କୌଣସି କାରଣରୁ ଦୀପ ଲିଭିଯାଏ ତେବେ ମାନାଯାଏ କି ଯେଉଁ ଇଚ୍ଛା ପାଇଁ ପୂଜା କରା ଯାଉଛି ତେବେ ସେହି କାମରେ ଅବଶ୍ୟ ବାଧା ଆସିପାରେ । ଆରତୀ କରିବା ସମୟରେ ଦୀପ ଲିଭିଗଲେ ଭଗବାନଙ୍କୁ କ୍ଷମା ଯାଚନା କରି ପୁଣି ଠାରେ ଦୀପ ଜଳାଇବା ଉଚିତ ।

ଯେବେ ଆପଣଙ୍କ ଭଗବାନ ପୂଜା କରୁଛନ୍ତି ସେହି ସମୟରେ ଦରକାର ଠାରୁ ଅଧିକ ଦୀପର ଶିଖା ଜଳିଲେ ବା ଉପରକୁ ଉଠିଯାଏ ତେବେ ଆପଣଙ୍କ ପ୍ରାର୍ଥନା ଭଗବାନ ଶୁଣିଛନ୍ତି ବୋଲି ସଂକେତ ମିଳିଥାଏ । ଯଦି ଧୂପକାଠିର ଧୂଆଁ ଭଗବନଙ୍କ ମୁଖକୁ ଗତି କରିଥାଏ ତେବେ ଭଗବାନଙ୍କ କୃପା ଲାଭର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *