Vastu Tips- ଲାଫିଙ୍ଗ ବୁଦ୍ଧର ଚମତ୍କାର ! ଜାଣନ୍ତୁ କେଉଁଠି ଓ କେମିତି ରଖିଲେ ଲାଫିଙ୍ଗ ବୁଦ୍ଧ, ବଢିଥାଏ ଧନ ସମ୍ପତି

ଅନେକ ସମୟରେ ବ୍ୟକ୍ତି କଠୋର ପରିଶ୍ରମ କରି ଫଳ ପ୍ରାପ୍ତରୁ ବଞ୍ଚିତ ରହିଥାନ୍ତି । ହିନ୍ଦୁ ଧର୍ମରେ କୁବେର ଦେବତାଙ୍କୁ ଧନର ଦେବତା ମାନାଯାଏ । ଠିକ ସେହିପରି ଚାଇନାର କୁବେର ଦେବତା ହେଉଛନ୍ତି ଲାଫିଙ୍ଗ ବୁଦ୍ଧ । ଏହା ବିଷୟରେ ଅନେକ ଲୋକେ ଜାଣିବା ସହ ଲାଫିଂବୁଦ୍ଧ ଘରେ ଆଣି ରଖିଥାନ୍ତି । କିନ୍ତୁ ଲାଫିଙ୍ଗ ବୁଦ୍ଧ କେଉଁଠି ବି ରଖିବା ଉଚିତ ନୁହେଁ । ଲାଫିଙ୍ଗ ବୁଦ୍ଧ କେଉଁ ଧାତୁର ହେବା ସହ କେଉଁ ଜାଗାରେ ଘରେ ରଖିବା ଉଚିତ ତାହା ଜାଣିତା ଉଚିତ ।

ଆଜି ଆମେ ଆପଣ ମାନଙ୍କୁ ଫେନସୁଇ ଲାଫିଙ୍ଗ ବୁଦ୍ଧ ଘରେ କେଉଁ ଜାଗାରେ ଓ କେମିତି ରଖିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯଦି ଆପଣଙ୍କର ଧନ ଜନିତ ସମସ୍ଯା ରହିଛି ତେବେ ଧନର ପୁଟୁଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖନ୍ତୁ । ଏହା ଦ୍ଵାରା ଧାନର ଆଗମନ ହେବ । ଯଦି ଆପଣ କଠୋର ପରିଶ୍ରମ କରି ବି ସଫଳତା ପାଉ ନାହାନ୍ତି ତେବେ ଦୁଇ ହାତରେ କମଣ୍ଡଳ ଧରିଥିବା ଲାଫିଙ୍ଗ ବୁଦ୍ଧ ଘରେ ରଖନ୍ତୁ ।

୨- ଯଦି ଆପଣ ବ୍ୟବସାୟୀ ରେ କମ ଫାଇଦା ହେବ କାରଣରୁ ମାନସିକ ଚପାଏ ରହୁଛନ୍ତି ତେବେ କମଣ୍ଡଳ ରେ ବସିଥିବା ଲାଫିଙ୍ଗ ବୁଦ୍ଧକୁ ଘରେ ରଖନ୍ତୁ । ଯଦି ଦାଂପତ୍ଯ ଜୀବନରେ ସମସ୍ୟା ରହିଛି ତେବେ ହସୁଥିବା ଲାଫିଙ୍ଗ ବୁଦ୍ଧକୁ ଘରର ମୁଖ୍ୟ ଦ୍ଵାରରେ ୩୦ ଫୁଟ ଉଚ୍ଚତାରେ ରଖନ୍ତୁ ।

ତେବେ ଏହା ଥିଲା କେଉଁ ଲାଫିଙ୍ଗ ବୁଦ୍ଧ ଘରେ ରଖିଲେ ସମସ୍ୟାର ନିବାରଣ ହୋଇଥାଏ । କିନ୍ତୁ ଲାଫିଙ୍ଗ ବୁଦ୍ଧକୁ ଠିକ ଜାଗାରେ ନ ରଖିଲେ ଘରର ବାତାବରଣ ଉପରେ ପ୍ରଭାବ ପଡିଥାଏ । ପେନସୁଇ ଅନୁସାରେ କେବେ ବି ଲାଫିଙ୍ଗ ବୁଦ୍ଧ କୁ ଘରର ଗ୍ରାଉଣ୍ଡ ଲେବଲ ଉପରେ ରଖିବା ଉଚିତ ନୁହେଁ । ଏହାକୁ ୩୦ ଡିଗ୍ରୀ ଉଚ୍ଚତା ବିଶିଷ୍ଟ କୌଣସି ବସ୍ତୁ ଉପରେ ରଖିବା ଉଚିତ । ଯଦି ଲାଫିଙ୍ଗ ବୁଦ୍ଧ ଉଚ୍ଚ ହୋଇଥିବ ତେବେ ବି ଏହାକୁ ତଳେ ରଖନ୍ତୁ ନାହି । ସର୍ବଦା ଲାଫିଙ୍ଗ ବୁଦ୍ଧକୁ ଏମିତି ଜାଗାରେ ରଖିବା ଉଚିତ ଯେମିତି ସମସ୍ତଙ୍କର ଦ୍ରୁଷ୍ଟି ପଡିବ ।

ଘରେ ଆସୁଥିବା ପ୍ରତେକ ବ୍ୟକ୍ତି ଲାଫିଙ୍ଗ ବୁଦ୍ଧ ଦେଖିଲେ ତାହାର ସାକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଏହାକୁ ଘର ବା ଅଫିସରେ ମୁଖ୍ୟ ଦ୍ଵାରାରେ ଲାଫିଙ୍ଗ ବୁଦ୍ଧ ରଖିଲେ ସବୁ କ୍ଷେତ୍ରରେ ସଫଳ ମିଳିଥାଏ । ସକାଳ ସମୟରେ ଏହାକୁ ଦେଖିଲେ ଦିନ ଭଲ ରହିଥାଏ । କୌଣସି କାରଣ ବଶତ ଘରର ମୁଖ୍ୟ ଦ୍ଵାରାରେ ଲାଫିଙ୍ଗ ବୁଦ୍ଧ ସ୍ଥାପନ କରିବାରେ ଅସମର୍ଥ ହୁଅନ୍ତି ତେବେ ଡ୍ରଇଙ୍ଗ ରୁମର କର୍ଣ୍ଣରେ ରଖିବା ଉଚିତ । କିନ୍ତୁ ଭୁଲରେବି ବେଡରୁମରେ ରଖିବା ଅନୁଚିତ ।

ଏହାକୁ କୌଣସି କୋଣରେ ରଖନ୍ତୁ ନାହି ଯାହା ଦ୍ଵାରା ଲାଫିଙ୍ଗ ବୁଦ୍ଧକୁ କେହି ଦେଖି ପାରିବେ ନାହି । ଲାଫିଙ୍ଗ ବୁଦ୍ଧକୁ ନିଜେ କିଣି ଘରେ ରଖିବା ଉଚିତ । ଶିରାମିକରେ ତିଆରି ଲାଫିଙ୍ଗ ବୁଦ୍ଧ ସବୁଠାରୁ ଅସରଦାର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *