ମୂଷାଙ୍କୁ ଘରୁ ବାହାର କରିବାର ସବୁଠୁ ସହଜ ଉପାୟ, ଥରେ ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ ମୂଷା ଆପଣଙ୍କ ଘରର ରାସ୍ତା ଭୁଲିଯିବେ…

ବନ୍ଧୁଗଣ ମୂଷା କୁ ନାକାରାତ୍ମକ ଓ ଅଜ୍ଞାନୀ ଶକ୍ତିର ପ୍ରତୀକ ମାନାଯାଏ । ଯେଉଁ ଘରେ ମୂଷା ଥାଏ ସେହି ଘରର ଲୋକ ମାନଙ୍କର ଭୌତିକ ବିକାଶ ହୋଇପାରେ ନାହି । ମୂଷା ମଇଳା ଓ ଦରିଦ୍ରତାକୁ ଜନ୍ମ ଦେଇଥାନ୍ତି । ଏମାନେ ଘରର ସବୁ ଖାଦ୍ୟ ଓ ଜିନିଷକୁ ନଷ୍ଟ କରିଥାନ୍ତି । ଏହା ବ୍ଯତୀତ ମୂଷା ଘରେ ରହିଲେ ପିଲା ମାନଙ୍କୁ ଅନେକ ପ୍ରାକାର ରୋଗ ହୋଇଥାଏ । ପ୍ରାୟ ଲୋକେ ମୂଷାକୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ କରିଥାନ୍ତି ।

ବଜାରରେ ଅନେକ ଔଷଧ ମିଳୁଛି ମୂଷା ମାରିବା ପାଇଁ କିନ୍ତୁ ମୂଷା ସଂଖ୍ୟା କମନ୍ତି ନାହି । ଆଜି ଆମେ ଆପଣଙ୍କୁ ମୂଷା ଘରୁ ବାହାର କରିବାର ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ । ମୂଷା ବାହାର କରିବା ପାଇଁ ପ୍ରଥମ ଉପାୟ ହେଉଛି ପେପର ମେଣ୍ଟ ତେଲ । ଏହି ତେଲର ଗନ୍ଧ ବହୁତ ହାର୍ଡ ହୋଇଥାଏ । ଆଉ ଏହାକୁ ମୂଷା ମାନେ ସହନୀୟ କରି ପାରନ୍ତି ନାହି ।

ଏହି ତେଲକୁ ଶୁଖିଲା କପଡା ରେ ଲଗାଇ ସେହି ସ୍ଥାନରେ ରଖି ଦିନତୁ ଯେଉଁ ଠାରେ ମୂଷା ମାନଙ୍କର ସଂଖ୍ୟା ଅଧିକ ରହିଥିବ । ଏହାର ଗନ୍ଧ ଚାରିଆଡେ ବ୍ୟାପିବା ମାତ୍ରେ ମୂଷା ମାନେ ସେଠାରୁ ବାହାରି ଯିବେ । ଦିତୀୟ ଉପାୟ ଟି ହେଉଛି ନାଲି ଲଙ୍କାର ପାଉଡର ଯାହା ଦ୍ଵାରା ମୁସ ବହୁତ ଜଲ୍ଦି ଘରୁ ବାହାରି ଯିବେ । ଏଥିପାଇଁ ଆପଣ ମରୀଚ ଗୁଣ୍ଡ ନିଅନ୍ତୁ । ଏହା ପରେ ଅଳ୍ପ ଶୁଖିଲା ଅଟା ରେ ଗୁଳାଇ ରଖନ୍ତୁ ।

ମୂଷା ର ନାକ ସଂବେଦନଶୀଳ ହୋଇଥାଏ । ଯେମିତି ସେମାନେ ଏହି ମିଶ୍ରଣ କୁ ଖାଇବାକୁ ଚେଷ୍ଟା କରିବେ ବା ଏହା ପାଖକୁ ଯିବା ପାଇଁ ଚେଷ୍ଟା କରିବେ ତେହେ ନାଲି ଲଙ୍କା ର ପାଉଡର ସେମାନଙ୍କୁ ବିତାଡିତ କରି । ଆଉ ମୂଷା ସେହି ଘରୁ ତୁରନ୍ତ ପଳାୟନ କରିବେ । ପିଲା ମାନଙ୍କୁ ଏହି ମିଶ୍ରଣ ଠାରୁ ଦୂରେଇ ରଖିବେ ।

ତୃତୀୟ ଉପାୟ ଟି ହେଉଛି ତେଜପତ୍ର କୁ ଆମେ ଖାଇବାରେ ବ୍ୟବହାର କରିଥାଉ । ବହୁତ କମ ଲୋକେ ଜାଣିଥାନ୍ତି ତେଜପତ୍ର ର ବ୍ୟବହାର ଦ୍ଵାରା ମୂଷା ବାହାର କରାଯାଇ ପାରିବ । ଏଥିପାଇଁ ଆପଣ ୪ଟି ୫ଟି ତେଜପତ୍ର ନିଅନ୍ତୁ । ରାତି ରେ ଶୋଇବା ପୂର୍ବ ରୁ ତେଜପତ୍ର କୁ ଘରେ ଜଳାଇ ଦିଅନ୍ତୁ । ଏହାର ଗନ୍ଧ ରେ ମୂଷା ମାନେ ଘରୁ ବାହାରକୁ ପଳାୟନ କରିବେ ।

ଏହାର ଗନ୍ଧ ଦ୍ଵାରା ମୂଷା ନୁହେ ବରଂ ମସା ମାଛିୟ ମଧ୍ୟ ଘରୁ ବାହାରକୁ ପଳାଇବେ । ତେବେ ଏହା ଥିଲା ମୂଷା ମାନଙ୍କୁ ଘରୁ ବାହାର କରିବା ଆୟୁର୍ବେଦିକ ଉପାୟ ଯାହାର ଅନେକ ମାତ୍ରା ରେ ସଠିକ ବାହାବେ ସାବ୍ୟସ୍ତ ହୋଇଛି । ଆପଣ ମାନେ ମଧ୍ୟ ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ । ଦେଖିବେ ଆପଣଙ୍କ ଘରୁ ମୂଷା ସବୁ ପଳାୟନ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *