ଏମିତି ପାଦ ବାଲା ବ୍ୟକ୍ତି ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଦେଖନ୍ତୁ କଣ କୁହେ ଆପଣଙ୍କ ପାଦ ?

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ପାଦର ଲାମ୍ବା ଆଙ୍ଗୁଳି ର ରହସ୍ୟ ସମ୍ବନ୍ଧରେ । ଅଧିକାଂଶ ସମୟରେ ଆମ୍ଭେ ଦେଖିଥାଉ ଯେ ଆମ୍ଭ ପାଦର ଆଙ୍ଗୁଳି ଏବଂ ବୁଢା ଆଙ୍ଗୁଳି ସମାନ ହୋଇଥାଏ । ମାତ୍ର ବହୁତ ଲୋକେ ଏପରି ଅଛନ୍ତି ଯେଉଁ ମାନଙ୍କ ପାଦର ଆଙ୍ଗୁଠି ଅସମାନ ହୋଇ ରହିଅଛି । ଏହି ଅଙ୍ଗୁଳି ମାନଙ୍କର ବୁଢା ଆଙ୍ଗୁଳି ଠାରୁ ଛୋଟ ଏବଂ ବଡ ହେବାର କିଛି ଅଲଗା ରହସ୍ୟ ରହିଅଛି । ଶାସ୍ତ୍ର ଅନୁସାରେ ଏହା କୁହାଯାଇଅଛି ଯେ ଆପଣଙ୍କ ଶରୀରରେ ଥିବା କିଛି ଅଙ୍ଗ ଆପଣଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିଥାଏ ।

ଆପଣ ମାନେ ବ୍ୟକ୍ତି ର ଶରୀରର ଅଙ୍ଗ ମାନଙ୍କୁ ଦେଖିବା ପରେ ତାଙ୍କ ବ୍ୟକ୍ତିତ୍ଵ ସମ୍ବନ୍ଧରେ ବହୁତ ଭଲ ଭାବରେ କହି ପାରିବେ । ଏହି ସବୁ କଥା ସାମୁଦ୍ରିକ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଅଛି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଯେଉଁ ଲୋକଙ୍କ ପାଦ ରେ ବୁଢା ଅଙ୍ଗୁଳୀ ର ପାଖରେ ଥିବା ଆଙ୍ଗୁଳୀ ଅଧିକ ଲମ୍ବା ଏବଂ ବାକି ଆଙ୍ଗୁଠି ଗୁଡିକ ଛୋଟ ଥିବ ସେମାନେ ବହୁତ ଊର୍ଜାବାନ ହୋଇଥାନ୍ତି ଏବଂ ନିଜ ଜୀବନରେ କିଛି କରିଦେଖାଇବାର ଚିନ୍ତାଧାରା ରଖିଥାନ୍ତି ।

ଏହିଭଳି ଲୋକେ ଯେକୌଣସି କାର୍ଯ୍ୟ କୁ କରିବା ନିମନ୍ତେ ସଂପୂର୍ଣ୍ଣ ଏନର୍ଜି ଦେଖାଇଥାନ୍ତି । ଯେଉଁ ମାନଙ୍କର ପାଦର ସାଇଡ ଆଙ୍ଗୁଳୀ ଛୋଟ ଥିବ ସେମାନେ ସର୍ବଦା ଖୁସି ରହିବାର ପ୍ରୟାସ କରିଥାନ୍ତି । ଏହା ବ୍ୟତୀତ ଯେଉଁ ମାନଙ୍କ ଆଙ୍ଗୁଳୀ ର ପାଖ ଆଙ୍ଗୁଳୀ ସର୍ବଦା ବଡ ହୋଇଥାଏ, ତେବେ ସେମାନେ ମାନସିକ ଭାବରେ ବହୁତ ସୁସ୍ଥକର ହୋଇଥାନ୍ତି । ମାତ୍ର ଏଭଳି ଲୋକ ଶାରୀରିକ ରୂପରେ କମଜୋର ହୋଇଥାନ୍ତି ।

ଏହିଭଳି ଲୋକ ସବୁ କାମକୁ ଭାବିଛନ୍ତି ତଥା ବହୁତ ସତର୍କତା ସହିତ କରିଥାନ୍ତି । ଯଦି ପାଦର ବରାବର ଦୁଇଟି ଅଙ୍ଗୁଳୀ ରହିଥାଏ ତେବେ, ଏହାର ଅର୍ଥ ଏହା ଯେ ଆପଣ ସମାଜରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇବାରେ ସକ୍ଷମ ହୋଇଛନ୍ତି । ଏହିଭଳି ଲୋକେ ସାଧାରଣତ ଅନ୍ୟ ମାନଙ୍କ ସହିତ ଲଢେଇ ଝଗଡା ଠାରୁ ଦୂରେଇ ରହିଥାନ୍ତି । ଅଧିକାଂଶ ଲୋକଙ୍କ ଆଙ୍ଗୁଳୀ ପାଦର ବୁଢା ଆଙ୍ଗୁଳୀ ଠାରୁ ସାନ କ୍ରମରେ ରହିଥାଏ ତେବେ ସେ ନିଜର ଶ୍ରେଷ୍ଠତା କୁ ପ୍ରମାଣିତ କରିବା ପ୍ରଚେଷ୍ଠାରେ ରହିଥାଏ । ଏମାନେ ସର୍ବଦା ନିଜ ଅଧିକାର ର କଥା କହିଥାନ୍ତି ।

ସେମାନଙ୍କୁ ଏହା ଲାଗିଥାଏ ଯେ ଯାହା ମୁଁ କରୁଛି ତଥା କରିବାକୁ ଯାଉଅଛି ତାହା ହିଁ ବହୁତ ଭଲ ଅଟେ । ଏବଂ ଲୋକେ ମଧ୍ୟ ତାହାକୁ ସ୍ଵୀକାର କରନ୍ତୁ । ଯଦି ସମାଜ ଅଥବା ଘର ପରିବାର ରେ କୌଣସି ବ୍ୟକ୍ତି ଏମାନଙ୍କ ଇଛାର ବିରୋଧ କରିଥାଏ, ଅଥବା ଏମାନଙ୍କ ଅନୁସାରେ ଚାଲି ନଥାନ୍ତି ତେବେ ଏମାନଙ୍କୁ ବହୁତ କ୍ରୋଧ ଆସିଥାଏ । ତେବେ ଆପଣ ଗୋଟିଏ କଥା ର ଧ୍ୟାନ ରଖନ୍ତୁ ଯେ ଏହି କ୍ରୋଧ ସବୁବେଳେ ବାହାରକୁ ବାହାର କରାଯାଇନଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *