ପଣା ସଙ୍କ୍ରାନ୍ତି ବା ମହାବିଷୁବ ସଙ୍କ୍ରାନ୍ତି ପ୍ରତେକ ଓଡିଆ ମାନେ ଓଡିଆ ନବବର୍ଷ ଭାବେ ପାଳନ କରିଥାନ୍ତି । ପଣା ସଙ୍କ୍ରାନ୍ତି ହିନ୍ଦୁ ଧର୍ମରେ ବେଶ ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ପଡିବାକୁ ଯାଉଛି । ଅନେକ ସ୍ଥାନରେ ଏହାକୁ ଛତୁଆ ବା ଠେକି ସଙ୍କ୍ରାନ୍ତି ବୋଲି କୁହାଯାଏ । ଏହି ଦିନ ଛୋଟ ମାଠିଆରେ ପଣା ରଖି ଠେକିରେ ଟଙ୍ଗା ଯାଇଥାଏ । ଏଥିରୁ ଝରୁଥିବା ପାଣି ବର୍ଷାକୁ ସୁଚାଇଥାଏ । ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ ।
ଏହି ଦିନ ଲୋକେ ବେଲ ବା ଛତୁଆ ସହ ପାଳନ କରିଥାନ୍ତି । ଏହି ଦିନ ହନୁମନା ଜୟନ୍ତୀ ମଧ୍ୟ ପଡିଥାଏ । ତେବେ ଏହି ଦିନ ଏମିତି କେଉଁ କାମ କରିବା ଉଚିତ ନୁହେଁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପଣା ସଙ୍କ୍ରାନ୍ତି ଦିନ ହନୁମାନଙ୍କର ଜୟନ୍ତୀ ଭାବେ ପାଳନ କରାଯାଏ । ଯାହାର ବିଶେଷ ମହତ୍ଵ ରହିଛି । ତେବେ ସେହି କାମ ଗୁଡିକ ହେଉଛି ଯାହା କରିବା ଅନୁଚିତ –
୧ – ସମ୍ବନ୍ଧ ରଖିବା : ଯଦି ଆପଣ ଚାହୁଁଛନ୍ତି ଭଗବାନ ହନୁମାନଙ୍କ କୋପ ଦ୍ରୁଷ୍ଟି ନ ପଡୁ ତେବେ ଏହି ଦିନ କାହା ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହି । ମାନ୍ୟତା ରହିଛି କି ଏହି ଦିନ ସମପର ସ୍ଥାପନ କରିବା ଦ୍ଵାରା ସନ୍ତାନ ବିଳାଙ୍ଗ ଜନ୍ମ ହୋଇ ପାରନ୍ତି । ଏଥିପାଇଁ ଏହି ଦିନ ମନକୁ ସଂଯମ କରି ରଖିବା ଉଚିତ । ନଚେତ ଭୟଙ୍କର ବିପଦ ଆସିବା ସହ କୁଣ୍ଡଳୀ ବିଗିଡି ଯାଇଥାଏ ।
୨- କ୍ଷୀର ଜାତୀୟ ଖାଦ୍ୟ : ମହା ବିଷୁବ ପଣା ସଙ୍କ୍ରାନ୍ତି ଦିନ କ୍ଷୀରରେ ତିଆରି ହୋଇଥିବା କୌଣସି ଜିନିଷ ଘରକୁ ଆଣିବା ଉଚିତ ନୁହେଁ । ଏହି ଦିନ କ୍ଷୀର ରେ ତିଆରି ହୋଇଥିବା ମିଠା, ରାବିଡି ଇତ୍ୟାଦି ବର୍ଜିତ ମାନା ଯାଇଥାଏ । କ୍ଷୀର କୁ ଚନ୍ଦ୍ରମାଙ୍କର କାରକ ମାନା ଯାଇଛି । ଏହା ବ୍ଯତୀତ ମଙ୍ଗଳ ଓ ଚନ୍ଦ୍ରା ପରସ୍ପର ବିରୋଧୀ ଅଟନ୍ତି । ଏଥିପାଇଁ ଏହି ଦିନ କ୍ଷୀର ବା କ୍ଷୀର ରେ ତିଆରି ହୋଇଥିବା ଜିନିଷ ଘରକୁ ଆଣିବା ଉଚିତ ନୁହେଁ । ନଚେତ ଆପଣଙ୍କୁ ଭାରି ମାତ୍ରା ରେ କ୍ଷତି ସହିବାକୁ ପଡିପାରେ ।
୩- ଲୁହା ଜିନିଷ : ପଣା ସଙ୍କ୍ରାନ୍ତି ଦିନ କୌଣସି ଲୁହା ଜାତୀୟ ଜିନିଷ କିଣିବା ଅଶୁଭ ମାନା ଯାଇଥାଏ । ଷ୍ଟିଲ ବା ଧାର ଥିବା ବସ୍ତୁ ଯେମିତିକି କଇଁଛି ବା ଛୁରୀ କିଣିବା ଉଚିତ ନୁହେଁ । ଏହା ବ୍ଯତୀତ ଏହି ଦିନ ନଖ ବା କେଶ କାଟିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଭଗବାନ ହନୁମାନଙ୍କ କୋପ ଦ୍ରୁଷ୍ଟି ର ସାମନା କରିବାକୁ ପଡିପାରେ ।
୪- ଆମିଷ ନ ଖାଇବା : ପବିତ୍ର ପଣା ସଙ୍କ୍ରାନ୍ତି ଦିନ ମଦ୍ୟପାନ ବା ଆମିଷ ଖାଇବା ଉଚିତ ନୁହେଁ । ପ୍ରଭୁ ହନୁମାନଙ୍କର କ୍ରୋଧର ସାମନା କରିବାକୁ ପଡିପାରେ ଯେଉଁ ମାନେ ଏହି ଦିନ ମଦ୍ୟପାନ ବା ଆମିଷ ଭୋଜନ କରିଥାନ୍ତି । ଏହି ଦିନ କଳା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ