ବିବାହିତା ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 5 ଗହଣା, ସ୍ଵାମୀ ହେଇଯିବେ କାଙ୍ଗାଳ…

ବନ୍ଧୁଗଣ, ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳିଯାଇଥାଏ । ଏବଂ କିଛି ଲୋକଙ୍କ ଭାଗ୍ୟ ବିବାହ ପରେ ବରବାଦ ହେବା ଆରମ୍ଭ ହୋଇଥାଏ । ବରବାଦ ର କାରଣ ସ୍ତ୍ରୀ ମାନଙ୍କର କିଛି ଭୁଲ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଆଜିର ଏହି ଆଧୁନିକ ଯୁଗରେ ବିବାହିତା ମହିଳା କେତେକ ଏଭଳି ଜିନିଷ କୁ ପିନ୍ଧିଦେଇଥାନ୍ତି ଯାହା ଫଳରେ ତାଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ ।

୧;- ଶାସ୍ତ୍ର ରେ ସ୍ପଷ୍ଟ କୁହାଯାଇଅଛି ଯେ କୌଣସି ବିବାହିତା ମହିଳାଙ୍କୁ ଧଳା ରଙ୍ଗର ବସ୍ତ୍ର ଆଦୌ ପିନ୍ଧିବା କଥା ନୁହେଁ । ଏଭଳି କରିବା ଦ୍ଵାରା ଆପଣଙ୍କ ମାନ ସନ୍ନମାନ କୁ ଅଧିକ କଷ୍ଟ ପହଞ୍ଚିଥାଏ । ଆଜିଭଳି ଏହି ଫ୍ୟାସନ ଯୁଗରେ ମହିଳା ସୁନ୍ଦର ଦେଖାଯିବା ନିମନ୍ତେ ଅନେକ କିଛି କରିଦେଇଥାଏ ଯାହାକୁ ଚିନ୍ତା କରିବା ମଧ୍ୟ ପାପ ସହିତ ସମାନ ଅଟେ । ଧଳା ଶାଢୀ ପିନ୍ଧିବା ଦ୍ଵାରା ପତିବ୍ରତା ଧର୍ମ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥାଏ । ସେମାନଙ୍କ ସମ୍ପର୍କରେ ନକାରାତ୍ମକ ଊର୍ଜା ର ଆଗମନ ହୋଇଯାଇଥାଏ । କାରଣ ଏହି ବସ୍ତ୍ର ବିଧବା ହେବାର ସଙ୍କେତ ହୋଇଥାଏ ।

୨;- ଏହି ଆଧୁନିକ ଯୁଗରେ ମହିଳା ମାନେ ସୁନ୍ଦର ଦେଖାଯିବା ନିମନ୍ତେ ପାଦରେ ସୁନା ର ପାଉଞ୍ଚି ଏବଂ ଗୋଡମୁଦି ପିନ୍ଧିଥାନ୍ତି । ଏହା ବିବାହିତ ମହିଳା ଙ୍କ ପାଇଁ ସଂପୂର୍ଣ୍ଣ ଭାବରେ ଅଶୁଭ ହୋଇଥାଏ । ସୁନାରେ ନିର୍ମିତ କୌଣସି ଜିନିଷ ମଧ୍ୟ ଆପଣଙ୍କୁ ପାଦରେ ପିନ୍ଧିବା କଥା ନୁହେଁ ।

ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ । ଏବଂ ଭଗବାନ କୁବେର ଙ୍କ ଅପମାନ ମଧ୍ୟ ମାନଯାଇଥାଏ । ଯାହା କାରଣରୁ ଆପଣଙ୍କ ପରିବାରରୁ ମଧ୍ୟ ସମ୍ପର୍କ ଭାଙ୍ଗିଥାଏ ଏବଂ ଅନେକ ପ୍ରକାରର ସମସ୍ୟା ର ଆଗମନ ମଧ୍ୟ ହୋଇଥାଏ । ଏଥିପାଇଁ ସୁନା କୁ ପାଦରେ କେବେ ମଧ୍ୟ ପିନ୍ଧନ୍ତୁ ନାହିଁ ।

୩;- ହିନ୍ଦୁ ଧର୍ମରେ ସିନ୍ଦୁର ତଥା ମଙ୍ଗଳସୂତ୍ର ବିନା ବିବାହ ଅଧୁରା ହୋଇଥାଏ । ଆପଣ ସମସ୍ତେ ଜାଣିଛନ୍ତି ଯେ ହିନ୍ଦୁ ମହିଳା ଙ୍କ ନିମନ୍ତେ ସିନ୍ଦୁର ସୁହାଗ ର ନିଶାନି ହୋଇଥାଏ । ଏହାଦ୍ଵାରା ନିଜ ସ୍ଵାମୀ ଙ୍କ ଖୁସି ସହିତ ଜଡିତ ହୋଇ ରହିଥାଏ । ଏହିଭଳି ସ୍ଥିତି ରେ ଯେଉଁ ମହିଳା ବିବାହିତା ହୋଇ ମଧ୍ୟ ସିନ୍ଦୁର ନ ଲଗାଇବ, ତେବେ ଏହାକୁ ଦୁନିଆର ସବୁଠାରୁ ବଡ ପାପ ବୋଲି ମାନାଯାଇଥାଏ । ତେଣୁ ଆପଣ ନିଶ୍ଚିତ ଭାବରେ ଏହିସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *