କେଉଁ କନ୍ୟାକୁ ବିବାହ କଲେ, ସ୍ଵାମୀ ହୋଇଥାଏ ଧନବାନ ? Ajira Anuchinta

ବନ୍ଧୁଗଣ, ଏହି ଦୁନିଆରେ ଥିବା ସମସ୍ତ ମହିଳା ଙ୍କ ଚରିତ୍ର ଏବଂ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତ କୌଣସି ଲୋକ ଏକ ମହିଳା ଙ୍କୁ ଦେଖି ତାହାର ଚରିତ୍ର ସମ୍ବନ୍ଧରେ ଜାଣି ପାରି ନଥାଏ । ମହିଳା ମାନଙ୍କୁ ଜାଣିବା ବହୁତ କଷ୍ଟକର ହୋଇଥାଏ । କାରଣ ସେମାନଙ୍କ ମନ ଭିତରେ ଆଉ କିଛି କଥା ରହିଥିଏ ଏବଂ ତାଙ୍କ ମୁହଁରେ ଆଉ କିଛି କଥା ରହିଥାଏ । ମାତ୍ର ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର କିଛି ଅଙ୍ଗ କୁ ଦେଖିଲେ ତାଙ୍କ ବିଷୟରେ ସଂପୂର୍ଣ୍ଣ ଭାବରେ ଜାଣିହେବ ।

ଆଜି ଆମ୍ଭେ ଆପଣ ମାନଙ୍କୁ ମହିଳା ମାନଙ୍କ କିଛି ଅଙ୍ଗକୁ ଆଧାର କରି ସେମାନଙ୍କ ସ୍ଵଭାବ ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଯେଉଁ ମହିଳା ମାନଙ୍କର ନାକ ଚେପଟା ହୋଇଥାଏ, ସେମାନେ ସାରା ଜୀବନରେ ଦୁଖ ରେ ରହିଥାନ୍ତି । ଏବଂ ସେମାନେ ସ୍ଵଭାବରୁ ମଧ୍ୟ ଦୁଖୀ ଅଟନ୍ତି ।

୨;- ଯେଉଁ ମହିଳା ଙ୍କ ନାକ ଦେଖିବାକୁ ଗୋଲାକାର ହୋଇଥାଏ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି । ବିବାହ ପରେ ସ୍ଵାମୀ ଙ୍କର ଏବଂ ଶାଶୁଘରର ଭାଗ୍ୟ ଉଦୟ ହୋଇଥାଏ ।

୩;- ଯେଉଁ ମହିଳା ମାନଙ୍କ ର ନାକ ବଡ ହୋଇଥାଏ ସେମାନେ ସ୍ଵଭାବରୁ ଅଧିକ ସୁଖୀନୀ ହୋଇଥାନ୍ତି ।

୪;- ଯେଉଁ ମହିଳା ମାନଙ୍କର ନକାର ଡାହାଣ ପାର୍ଶ୍ଵ ରେ କଳାଜାଇ ଚିହ୍ନ ରହିଥାଏ, ସେହି ମହିଳା ମାନେ ଅତ୍ୟନ୍ତ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ସେହି ମହିଳା ମାନେ ମଧ୍ୟ ନିଜ ପରିବାର ଲୋକ ଙ୍କ ପାଇଁ ସମୃଦ୍ଧି ନେଇ ଆସିଥାନ୍ତି ।

୫;- ଯେଉଁ ମହିଳା ମାନଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସର୍ବଦା ସ୍ଵାମୀ ସୁଖ ରୁ ବଞ୍ଚିତ ହୋଇ ରହିଥାନ୍ତି ।

୬;- ଯେଉଁ ମହିଳା ମାନଙ୍କର ନାକ ସରୁ ହୋଇଥାଏ, ସେମାନେ ଗୋପନ ପ୍ରଣୟ ହୋଇଥାନ୍ତି । ଏହି ମହିଳା ମାନେ କେବେ ହେଲେ ନିଜ ପ୍ରେମ କୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ।

୭;- ଯେଉଁ ମହିଳା ମାନଙ୍କର ନାକ ଅତି ଗୋଜିଆ ତଥା ଲମ୍ବା ହୋଇଥାଏ, ସେମାନେ ଅତି କଳହ ପ୍ରିୟ ହୋଇଥାନ୍ତି ।

୮;- ଯେଉଁ ମହିଳା ମାନଙ୍କର ନାକର ବାମ ପଟରେ କଳାଜାଇ ଚିହ୍ନ ଥାଏ, ସେହି ମହିଳା ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୯;- ଯେଉଁ ମହିଳା ମାନଙ୍କର ପାଦର ଆଙ୍ଗୁଳି ଲାଗି ଲାଗି ହୋଇ ରହିଥାଏ, ସେହି ମହିଳା ମାନେ ପରିବାର ପାଇଁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି ।

୧୦;- ଯେଉଁ ମହିଳା ମାନଙ୍କର ମଥାରେ ରୁମ ଏବଂ ଶିର ଦେଖାଯାଇଥାଏ, ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି ।

୧୧;- ଯେଉଁ ମହିଳା ମାନେ ପ୍ରତ୍ୟକ କଥାରେ ହୋ ହୋ ହୋଇ ହସିଥାନ୍ତି, ସେମାନଙ୍କ ଚରିତ୍ର ଭଲ ନଥାଏ ।

୧୨;- ଯେଉଁ ମହିଳା ମାନେ ହସିଲେ ତାଙ୍କର ଦୁଇ ଗାଲରେ ଗାତ ହୋଇଯାଇଥାଏ, ସେମାନେ ଉତ୍ତମ ସ୍ଵଭାବର ହୋଇଥାନ୍ତି ।

୧୩;- ଯେଉଁ ମହିଳା ମାନଙ୍କର ମୁଣ୍ଡ ବଡ ହୋଇଥାଏ, ସେହି ମହିଳା ମାନେ ସ୍ଵଭାବରେ ଖଳ ପ୍ରକୃତିର ହୋଇଥାନ୍ତି । ତେବେ ବନ୍ଧୁଗଣ ଏହା ଥିଲା ସେହି କନ୍ୟା ମାନଙ୍କର ଚରିତ୍ର ଏବଂ ଆପଣ ଏହି ଚରିତ୍ର ଅନୁସାରେ ବିବାହ ନିଶ୍ଚିତ ଭାବରେ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *