କେଉଁ ବାରରେ କ’ଣ ଦେଖିକରି ଗଲେ ହୋଇଥାଏ ଶୁଭ ? ମିଳିଥାଏ ସଫଳତା, ପଢନ୍ତୁ ଆଜିର Anuchinta

୧;- ବନ୍ଧୁଗଣ, ରବିବାର ଯଦି ଯାତ୍ରା କରିବେ, ପାନ ଦେଖି ଜାଆନ୍ତୁ ଅଥବା ପାନ ଟିକିଏ ପାଟିରେ ଦେଇ ଜାଆନ୍ତୁ । ସୋମବାର ଦିନ ଦର୍ପଣ ଦେଖି ଜାଆନ୍ତୁ । ମଙ୍ଗଳବାର ଦିନ କିଛି ମିଠା ଖାଇ ଯାଆନ୍ତୁ । ବୁଧୁବାର ଦିନ କିଛି ପାନ ମଧୁରୀ ଖାଇ ଯାଆନ୍ତୁ । ଏବଂ ଗୁରୁବାର ଦିନ ତୁଳସୀ ପତ୍ର ଖାଇ ଯାଆନ୍ତୁ । ଶୁକ୍ରବାର ଦିନ ଖସା ଟିକିଏ ପାଟିରେ ପକାଇ ଯାଆନ୍ତୁ । ଶନିବାର ଦିନ ଅଦା ଟିକିଏ ପାଟିରେ ପକାଇ ଯୁଆଡେ ଯାତ୍ରା କୁ ଯିବେ, ଆପଣଙ୍କ ଯାତ୍ରା ନିଶ୍ଚିତ ମଙ୍ଗଳପ୍ରଦ ହେବ । ଆପଣ ଏହାର ପାଳନ କରିଲେ ମଙ୍ଗଳ ହେବ ।

୨;- ସକାଳେ ଉଠି ଅଟାରେ ଚିନୀ ମିଶାଇ ପିମ୍ପୁଡିକୁ ନିୟମିତ ଭାବେ ଖାଇବାକୁ ଦେବାଦ୍ଵାରା ଶୋଇଥିବା ଭାଗ୍ୟ ଜାଗ୍ରତ ହୋଇଥାଏ ।

୩;- ସକାଳୁ ନିୟମିତ ଭାବରେ ପ୍ରଚୁର ପାଣି ପିଇବାଦ୍ଵାରା ଚର୍ମ ଏବଂ ବାଳ ମଜବୁତ ହୋଇଥାଏ ।

୪;- ପ୍ରତ୍ୟକ ଦିନ ସକାଳୁ ପ୍ରଚୁର ପାଣି ପିଇବା ଅଭ୍ୟାସ କରିବା ଉଚିତ । ଏହାଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

୫;- ସକାଳୁ ପ୍ରଚୁର ପାଣି ପିଇବା ଦ୍ଵାରା ପଥୁରି ରୋଗ ଦୂର ହେବାରେ ସାହାର୍ଯ୍ୟ କରିଥାଏ । ତା’ ସହିତ ର-କ୍ତ ସୁଦ୍ଧ ହୁଏ ।

୬;- ସକାଳୁ ଉଠି ପ୍ରଚୁର ପାଣି ପିଇବା ଦ୍ଵାରା କୋଷ୍ଠ କାଠିନ ଦୂର ହୋଇଥାଏ ଏବଂ ପେଟର ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୭;- ସକାଳୁ ପ୍ରଚୁର ପାଣି ସେବନ କରିବା ଦ୍ଵାରା ପେଟ ସଫା ରହିଥାଏ, ଏବଂ ଭୋକ ଠିକ ହୋଇଥାଏ ।

୮;- ସକାଳୁ ଉଠି ପ୍ରଚୁର ପାଣି ପିଇବା ଦ୍ଵାରା ଚେହେରାରେ ଚମକ ଆସିଥାଏ ଏବଂ ମୁଖବ୍ରଣ ଦୂର ହେବାରେ ସାହାର୍ଯ୍ୟ କରିଥାଏ ।

୯;- ସକାଳୁ ଖାଲି ପେଟରେ ପ୍ରଚୁର ପଣି ପିଇବାଦ୍ଵାରା ଶରୀର ଓଜନ ନିୟନ୍ତ୍ରଣ ହୋଇଥାଏ ଏବଂ ପେଟ କମିଥାଏ ।

୧୦;- ସକାଳୁ ପ୍ରଚୁର ପାଣି ପିଇବା ଦ୍ଵାରା ହଜମଶକ୍ତି ବୃଦ୍ଧି ହୋଇଥାଏ ଏବଂ ଶରୀର କ୍ରିଯାଶୀଳ ହୋଇଥାଏ ।

୧୧;- ସକାଳୁ ଉଠି ଖାଲି ପେଟରେ ପ୍ରଚୁର ପାଣି ପିଇବାଦ୍ଵାରା ମୁଣ୍ଡବିନ୍ଧା ଦୂର ହୁଏ ଏବଂ ଶରୀର ଫୁର୍ତ୍ତି ରହିଥାଏ ।

୧୨;- ତୁଳସୀ ଦାସ କହିଛନ୍ତି ସକାଳୁ ଖାଇସାରି ହନୁମାନଙ୍କୁ ପୂଜା କରିବା ଉଚିତ ଖାଲି ପେଟରେ ପୂଜାକଲେ ଅଶୁଭ ହୋଇଥାଏ ।

୧୩;- ସକାଳୁ ଘରୁ ବାହାରିଲା ବେଳେ ଯଦି ସଫେଇ କର୍ମଚାରୀ କାର୍ଯ୍ୟରତ ଦେଖନ୍ତି ଏହା ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *