Vastu Tips- ଯେଉଁ ଘରର ମହିଳା କରନ୍ତି ଏହି 5 ଟି କାମ, ସେହି ଘରେ ରୁହନ୍ତି ସାକ୍ଷାତ ମା’ ଲକ୍ଷ୍ମୀ, ବଢିଥାଏ ଧନ ସମ୍ପତି…

ବନ୍ଧୁଗଣ ଘରେ ମହିଳାଳଙ୍କୁ ଏମିତି କିଛି ମା କରିବା ଉଚିତ ନୁହେଁ ଯାହା ଦ୍ଵାରା ଘରର କ୍ଷତି ହୋଇଥାଏ । ପୁରାଣ ଅନୁସାରେ ସ୍ଵାମୀ-ସ୍ତ୍ରୀ ଙ୍କୁ ମାତା ପାର୍ବତୀ ଓ ମହାଦେବଙ୍କ ରୂପ ମାନାଯାଏ । ବିବାହ ପରେ ସ୍ଵାମୀଙ୍କ ଭାଗ୍ୟ ସହ ସ୍ତ୍ରୀର ଭାଗ୍ୟ ଯୋଡି ହୋଇଯାଏ । କିନ୍ତୁ ମହିଳାଙ୍କର କିଛି ଖରାପ କାମ ପାଇଁ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଯାହା ଦ୍ଵାରା ଖରାପ ପରିଣାମ ଭୋଗ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କେଉଁ କାମ ନାରୀମାନେ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଘରର ନାରୀମାନେ ସନ୍ଧ୍ୟା ସମୟରେ କେଶ ଖୋଲା କରିବା ବୁଲିବା ଅନୁଚିତ । ଏପରି କରିବା ଶାସ୍ତ୍ର ଅନୁସାରେ ଉଚିତ ନୁହେଁ । ଏହା ଦ୍ଵାରା ଘରେ ଖରାପ ଶକ୍ତିର ବାସ ହୋଇଥାଏ । ତେଣୁ ଏପରି କରିବା ଅନୁଚିତ ।

୨- କିଛି ନାରୀ ମାନେ ଘରର ମୁଖ୍ୟ ଦ୍ଵାରରେ ବସି ଭୋଜନ କରିବା ସହ କଥାବାର୍ତ୍ତା ହୋଇଥାନ୍ତି ଯାହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଘରର ମୁଖ୍ୟ ଦ୍ଵାରା ଦେଇ ହିଁ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏହା ସହ ଘରର ମୁଖ୍ୟ ଦ୍ଵାରା ସର୍ବଦା ସଫା ସୁତୁରା ରଖିବା ଉଚିତ ।

୩- କେତେକ ନାରୀ ମାନେ ଘରେ ଡେରି ଯାଏଁ ଶୋଇଥାନ୍ତି । ସୂର୍ଯ୍ୟ ଉଦୟ ହେବା ପରେ ନାରୀ ମାନେ ଶୋଇବା ଦ୍ଵାରା ଅଶୁଭ ହୋଇଥାଏ । ତେଣୁ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ନାରୀମାନେ ସ୍ନାନ କରି ଘରେ ପୂଜା କରିବା ଉଚିତ ।

୪- ରାତି ସମୟରେ ଅଇଁଠା ବାସନ ଘରେ ପକାଇ ରଖିବା ଅନୁଚିତ । ଅଇଁଠା ବାସନ ପକାଇ ରଖିଲେ ନାକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ । ଏହା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ନାହି । ଘରର ମହିଳା ବା ଅନ୍ୟ ମାନେ ଅଇଁଠା ବାସନରେ ଖାଇବା ଅନୁଚିତ ।

୫- କିଛି ମହିଳା ମାନେ କ୍ଲେଶ ବା କଟୁ କଥା କହିଥାନ୍ତି ଯାହା ଅନ୍ୟ ମାନଙ୍କୁ ଦୁଖ ଦେଇଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହି ।

୬- ଯେଉଁ ଘରେ ଆସିଥିବା ଭିକାରିକୁ ଖାଲି ହାତରେ ଛଡ଼ାଯାଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହି । ଘରେ ଆସିଥିବା ଗାଈକୁ ରୋଟି ଖାଇବାକୁ ନ ଦେଇ ବିଦା କରିବା ଉଚିତ ନୁହେଁ ।

୭- ଘରର ମହିଳା ଶ୍ରୀଙ୍ଗାର ହୀନ ହେବା ଉଚିତ ନୁହେଁ । ଏହା ସହ ଘରେ ଧୂପ, ଦୀପ ଦେବା ମହିଳା ମାନେ ଭୁଲିବା ଉଚିତ ନୁହେଁ । ଏହା ସହ ସ୍ଵାମୀ ଙ୍କ ସହ କେବେ ବି ଖରାପ ବ୍ୟବହାର କରିବା ବା ତାଙ୍କ ସହ ବଡ ପାଟି ରେ କଥା ହେବା ନାରୀ ମାନେ ଉଚିତ ନୁହେଁ । ତେବେ ଏହା ଥିଲା ନାରୀ ମାନେ ଏହି କାମ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *