ଭଗବାନ କୃଷ୍ଣ ଏମିତି ୧୧ଟି ଗଛ ବିଷୟରେ କହିଛନ୍ତି ଜାହର ପୂଜା କରିବା ଦ୍ଵାରା ମଣିଷ ଜୀବନରେ ଦୁଖ, କଷ୍ଟ, ଦରିଦ୍ରତା ଦୂର ହୋଇଥାଏ । ହିନ୍ଦୁ ଧର୍ମରେ ଗଛକୁ ପୂଜନୀୟ ମାନାଯାଏ । ଏହି ସୃଷ୍ଟିରେ ସର୍ବ ପ୍ରଥମ ସ୍ଥାନ ଗଛଲତାଙ୍କୁ ମିଳିଛି । ଗଛଲତା ଆମର ସବୁଠାରୁ ମହତ୍ବପୂର୍ଣ୍ଣ ସାଥୀ ଅଟନ୍ତି । ପ୍ରାଚୀନ ଗ୍ରନ୍ଥରେ ଗଛ ଗୁଡିକର ବିଶେଷ ମହତ୍ଵ ରହିଛି । କିଛି ଗଛଲତା ତାଙ୍କର ମହତ ଗୁଣ ପାଇଁ ପୂଜନୀୟ ଅଟନ୍ତି ।
ତେବେ ଆସନ୍ତୁ ଜାଣିବା ସେହି ଗଛ ଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ ଯାହାର ପୂଜା କରିବା ଜରୁରୀ ଅଟେ । ୧- ତୁଳସୀ ଗଛ : ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ମାନାଯାଏ । ପ୍ରତିଦିନ ତୁଳସୀ ଗଛର ପୂଜା କରାଯାଏ ଯାହା ହିନ୍ଦୁ ଧର୍ମରେ ଉଲେଖ ରହିଛି । ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ତୁଳସୀ ଗଛ ହୋଇଥାଏ । ଏହି ଗଛର ପତ୍ରକୁ ଔଷଧ ଭାବେ ବ୍ୟବହାର କରାଯାଏ ।
୨- ଓସ୍ତଗଛ : ହିନ୍ଦୁ ଧର୍ମରେ ଓସ୍ତଗଛକୁ ବହୁତ ବିଶେଷ ଗୁଣ ରହିଛି । ଭଗବାନ କୃଷ୍ଣ ମଧ୍ୟ ଏହି ଗଛର ମହତ୍ଵ ବିଷୟରେ କହିଛନ୍ତି । ତୁଳସୀ ଗଛ ଭଳି ଓସ୍ତଗଛକୁ ସର୍ବ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି ।
୩- ବର ଗଛ : ବର ଗଛକୁ ଆମକୁ ଛାଇ ଦେବା ସହ ଏହାର ଅନେକ ବିଶେଷ ଗୁଣ ରହିଛି । ଯାହା ଏହି ଗଛକୁ ପବିତ୍ର ମାନାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟଷ୍ଠ ମାସର ପୂର୍ଣ୍ଣିମା ଦିନ ବାର ଗଛର ପୂଜା କରାଯାଏ ।
୪- ନିମ୍ବ ଗଛ : ନିମ୍ବ ଗଛର ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି । ଔଷଧ ଗୁଣରେ ଭରା ଓ ଧାର୍ମିକ ମହତ୍ଵର ନିମ୍ବ ଗଛର ସବୁ ଜାଗାରେ ବଢିବାରେ ଲାଗିଥାଏ ।
୫- ଆମ୍ବ ଗଛ : ହିନ୍ଦୁ ଧର୍ମର କୌଣସି ଶୁଭ କାର୍ଯ୍ୟରେ ଆମ୍ବ ପତ୍ର ବାନ୍ଧିବା ଓ କଳସରେ ଆମ୍ବ ଡାଳ ରଖିବାର ପରମ୍ପରା ରହିଛି ।
୬- ନଡିଆ ଗଛ : ଔଷଧୀୟ ଗୁଣରେ ଭରପୁର ଓ ଧାର୍ମିକ ଦୃଷ୍ଟିରୁ ଅତି ମହତ୍ବପୂର୍ଣ୍ଣ ମାନା ଯାଉଥିବା ନଡିଆ ଗଛ ଉପୋଯୋଗି ହୋଇଥାଏ । ବିବାହ, ବ୍ରତ, ଧାର୍ମିକ କାର୍ଯ୍ୟରେ ନଡିଆ ପୂଜା କରାଯାଏ ।
୭- କଦଳୀ ଗଛ : ହିନ୍ଦୁ ଧର୍ମରେ କଦଳୀ ଗଛକୁ ବିଶେଷ ମହତ୍ଵ ଦିଆଯାଇଛି । ଏହାର ପାତ୍ର ମାଙ୍ଗଳିକ କାର୍ଯ୍ୟରେ ଶୁଭ ମାନାଯାଏ । କଦଳୀ ପାତ୍ରରେ ଭୋଜନ କରିଲେ ସ୍ୱାସ୍ଥ୍ୟ ଠିକ ରହିଥାଏ ।
୮- ବେଲଗଛ : ମହାଦେବଙ୍କର ଅତି ପ୍ରିୟ ବେଲଗଛ ହୋଇଥାଏ । ବେଲ ପତ୍ର ଓ ଫଳରେ ଅନେକ ଔଷଧୀୟ ଗୁଣ ରହିଥାଏ ।
୯- ସମିଗଛ : ସମିଗଛକୁ ପୂଜନୀୟ ମାନାଯାଏ । ଏହାର ପୂଜା କରିବା ଦ୍ଵାରା ବ୍ଯକ୍ତିର ଶତ୍ରୁ ନାସ ହୋଇଥାଏ । ଶନି ଦୋଷ କରିବା ପାଇଁ ସମିଗଛର ପୁଜା କରାଯାଏ ।
୧୦- ଅଶୋକ ଗଛ : ଅଶୋକ ଗଛ ୨ପ୍ରକାରର ହୋଇଥାଏ ଯଥା ନାଲି ଓ ସବୁଜ ଅଶୋକ ଗଛ । ଏହି ୨ଟି ଗଛ ଔଷଧୀୟ ଗୁଣରେ ଭରପୁର ରହିଥାଏ ।
୧୧- କଦମ୍ବ ଗଛ : କଦମ୍ବ ଗଛକୁ ପୂଜନୀୟ ମାନାଯାଏ କାରଣ ଭଗବାନ କୃଷ୍ଣଙ୍କର ପ୍ରିୟ ଅଟେ । ଏହି ଗଛ ତଳେ ବସି ଭଗବାନ କୃଷ୍ଣ ବଂଶୀ ବଯାଇଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ