Vastu Tips- ଧନର ନାଶ କରିଥାଏ ଆପଣଙ୍କ ବାଡିରେ ଥିବା ଏହି 5 ଟି ଗଛ, ତୁରନ୍ତ ଓପାଡି ଫୋପାଡି ଦିଅନ୍ତୁ, ନହେଲେ ଦରିଦ୍ରତା କେବେ ବି ଆପଣଙ୍କ ପିଛା ଛାଡିବ ନାହିଁ

ବାସ୍ତୁ ଶାସ୍ତ୍ରରେ ମଣିଷର ଭବନର ନିର୍ମାଣ ପାଇଁ ମହତ୍ବପୂର୍ଣ୍ଣ ନିୟମ ବିଷୟରେ କୁହା ଯାଇଛି । ଶାସ୍ତ୍ର ଅନୁସାରେ ୨ ପ୍ରକାରର ଊର୍ଜା ରହିଛି ଯଥା ସାକାରାତ୍ମକ ଓ ନାକାରାତ୍ମକ । ଗୃହରେ ରହୁଥିବା ଲୋକଙ୍କ ଜୀବନରେ ସାକାରାତ୍ମକ ପ୍ରଭାବ ରହିଲେ ଉନ୍ନତି ହୋଇଥାଏ । ଯଦି ନାକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ତେବେ ଘରର ଅବନ୍ନତି ହୋଇଥାଏ । ଘର ଥିବା ବସ୍ତୁ ଦ୍ଵାରା ସାକାରତ୍ମକ ଓ ନାକାରାତ୍ମକ ଊର୍ଜା ବୃଦ୍ଧି କରିଥାଏ ।

ଘରର ମୁଖ୍ୟ ଦ୍ଵାରା ବା ଘରେ ଥିବା ବସ୍ତୁ ଗୁଡିକ କାରଣରୁ ସାକାରାତ୍ମକ ଓ ନାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ଗଛ ଲଗାଇଲେ ଧନ ହାନି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଘରେ ମନି ପ୍ଳାଣ୍ଟ ଗଛ ଲଗାଇଲେ ଶୁଭ ହୋଇଥାଏ । କିନ୍ତୁ ଧ୍ୟାନ ରଖିବେ କି ଏହାକୁ କିଣି କରି ନ ଆଣିବା ପାଇଁ । ବରଂ ମନି ପ୍ଳାଣ୍ଟ କୁ ଅନ୍ୟ କାହା ଘରୁ ଚୋରାଇ କରି ଆଣି ଘରେ ଲଗାଇବେ । ଏହା ଦ୍ଵାରା ମନି ପ୍ଳାଣ୍ଟ ର ପ୍ରଭାବ ଶୁଭଦାୟକ ହୋଇଥାଏ ।

୨- ଯଦି ଘରେ କାଚ ପାତ୍ର ରେ ବାଉଁଶ ଗଛ ଲଗାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିବା ସହ ରାହୁ ଦୋଷ କମ ହୋଇଥାଏ । ୩- ଘରେ ସାକାରାତ୍ମକ ଉର୍ଜ ସୃଷ୍ଟି କରିବା ପରେ ଫୁଲଦାନି ରେ ଫୁଲ ରଖିବା ଉଚିତ । ଏହା ଦ୍ଵାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ । କେବେ ବି ମୂର୍ଚ୍ଛା ହୋଇଥିଲା ଫୁଲ ଘରେ ରଖିବା ଉଚିତ ନୁହେଁ ।

୪- ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ । ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଘରେ ଖରାପ ଶକ୍ତିର ପ୍ରଭାବା ଦେଖାଯାଏ । ଏହି ଗଛ ଘରେ ରହିବା ଦ୍ଵାରା ବେପାର ବା ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ ନାହି । ଯେଉଁ ଗଛକୁ କାଟିଲେ କ୍ଷୀର ବାହାରୁଥିବ ସେଭଳି ଗଛ ଘରେ ଲଗାଇବା ଅନୁଚିତ । ଘର ଭିତରେ ବା ବାହାରେ ଏଭଳି ଗଛ ଥିଲେ ଏହାକୁ ତୁରନ୍ତ ବାହାର କରି ଦିଅନ୍ତୁ ।

୫- ଘରେ ବାହାରେ ବା ଆଖ ପାଖରେ ପିପଲ ଗଛ ରହିବା ଅଶୁଭ ଦାୟକ ହୋଇଥାଏ । ଏହି ଗଛର ପୂଜା କରି ଏହାକୁ ମନ୍ଦିର ରେ ଲଗାଇ ଦେବା ଉଚିତ । ଏହି ଗଛର ଛାଇ ଘର ଉପରେ ପଡିଲେ ମୃତ୍ୟୁ ର ସୂଚନା ମିଳିଥାଏ ।

୬- ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଓ ବହୁ ଉପୋଯୋଗୀ ମାନଯାଏ । ଏହାକୁ ଧାର୍ମିକ ଦ୍ରୁଷ୍ଟି କୋଣରେ ପବିତ୍ର ମାନାଯାଏ । ଏହା ସହ ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ତୁଳସୀ ଗଛ ମୁଖ୍ୟ ଦ୍ଵାରା ରେ ଲଗାଇଲେ ଘରର ସାକାରାତ୍ମକ ଉର୍ଜ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *