ବଡରୁ ବଡ କରଜ ବି ସୁଝିଯିବ, କେବଳ ମଙ୍ଗଳବାର ଦିନ ତକିଆ ତଳେ ତକିଆ ତଳେ ରଖି ଦିଅନ୍ତୁ ଏହି ଜିନିଷ, ହେବ ଚମତ୍କାର !

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସପ୍ତାହର ବାର ଗୁଡିକର ବିଶେଷ ମହତ୍ଵ ରହିଛି । ସେଥି ମଧ୍ୟରୁ ମଙ୍ଗଳବାର ହେଉଛି ଅନ୍ଯତମ । ମଙ୍ଗଳବାର ଭଗବାନ ହନୁମାନଙ୍କ ପ୍ରିୟ ବାର ହୋଇଥାଏ । ଏହି ଦିନ ବ୍ରତ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଅନେକ ଲୋକ ମାନଙ୍କ ଜୀବନରେ କରଜ ସମୟ ରହିଥାଏ ଯାହା ପାଇଁ ସେମାନେ ଚିନ୍ତା ରେ ରହିଥାନ୍ତି । ଯେଉଁ ବ୍ୟକ୍ତି ଙ୍କ ଜୀବନରେ କରଜ ସମସ୍ଯା ରହିଥିବା ସେମାନେ ସର୍ବଦା ମାନସିକ ଚିନ୍ତା ରେ ରହିଥାନ୍ତି । ଯେତେବେଳେ ଏହି ସମସ୍ଯା ହୋଇଥାଏ ତେବେ ଅନେକ ସମସ୍ୟା ଅଧିକ ଦେଖା ଯାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କେଉଁ ବିଧି ଅନୁସାରେ କେଉଁ ଉପାୟ କରିଲେ କରଜ ରୁ ମୁକ୍ତି ପାଇ ପାରିବେ ସେହି ବିଷୟରେ କହିବାକୁ ଯାଉଛୁ । ଭଗବାନ ହନୁମାନ ମଙ୍ଗଳ ଗ୍ରହର ସ୍ଵାମୀ ଅଟନ୍ତି । ମଙ୍ଗଳ ଗ୍ରହ ର ସିଧା ସମ୍ଭଧ କରଜ ସହ ରହିଥାଏ । ଯେଉଁ ବ୍ଯକ୍ତିର ମଙ୍ଗଳ ଗ୍ରହ ଦୋଷ ରହିଛି ସେହି ବ୍ୟକ୍ତିର ଜୀବନରେ କରଜ ଭଳି ସମସ୍ଯା ରହିଥାଏ । ଭଗବାନଙ୍କ ହନୁମାନଙ୍କ ଖାସ କୃପା ଲାଭ କରିବା ପାଇଁ ଏହି ସରଳ ଉପାୟ କରନ୍ତୁ । ଏହି ପ୍ରୟୋଗ କୁ କରିବା ପାଇଁ ମଙ୍ଗଳବାର ଠାରୁ ଆରମ୍ଭ କରି ଲଗାତାର ୧୧ ଦିନ ଯାଏଁ କରିବାକୁ ପଡିଥାଏ ।

ଏଥିରେ ଆପଣଙ୍କୁ ଏତିକି କରିବାକୁ ପଡିବ କି ମଙ୍ଗଳବାର ଦିନ ଗୋଟେ ଲେମ୍ବୁ ନିଅନ୍ତୁ । ସେଥିରେ ୪ଟି ଲବଙ୍ଗ ପୁରାନ୍ତୁ । ଯେତେବେଳେ ଲେମ୍ବୁ ରେ ଲବଙ୍ଗ ପୁରାଇବେ ସେହି ସମୟରେ ଭଗବାନ ହନୁମାନ ଙ୍କୁ କରଜ ରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିବେ । ଏହି ପ୍ରୟୋଗ ମଙ୍ଗଳବାର ଦିନ ରାତି ରେ ଶୋଇବା ପୂର୍ବ ରୁ କରିବେ । ଏହି ଲେମ୍ବୁ କୁ ନିଜ ମୁଣ୍ଡର ଚାରି ପାଖରେ ବୁଲାଇ ତକିଆ ତଳେ ରଖି ଦିଅନ୍ତୁ । ଆପଣ ମାନେ ଏହି ପ୍ରୟୋଗ ଲଗାତାର ଭାବେ କରିଲେ ମଙ୍ଗଳ ଗ୍ରହର ଖରାପ ପ୍ରଭାବ ନଷ୍ଟ ହେବାରେ ଲାଗିବ ।

ଏଥିରେ ଭଗବାନ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଏହାକୁ ତକିଆ ତଳେ ରଖିବା ପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହା ପରେ ତା ପର ଦିନ ହନୁମାନ ମନ୍ଦିର ଯାଇ ଭଗବାନ ହନୁମାନ ଙ୍କୁ ଲେମ୍ବୁ ସମର୍ପଣ କରି ଦେବେ । ଏହିପରି ଲଗାତାର ୧୧ ଦିନ କରିଲେ କରଜ ରୁ ମୁକ୍ତି ମିଳିଥାଏ । ଏହା ସହ ଧନ ପ୍ରାପ୍ତି କରିବାର ନୂଆ ନୂଆ ଅବସର ମଧ୍ୟ ମିଳିଥାଏ ।

ଏହି ପ୍ରୟୋଗ ସେମାନେ କରି ପାରିବେ ଯେଉଁ ମାନେ ଚାକିରି ଖୋଜୁଛନ୍ତି ବ ଯେଉଁ ମାନଙ୍କ ମନରେ ଖରାପ ଚିନ୍ତାଧାରା ଆସୁଛି । ଆପଣ ମାନେ ମଧ୍ୟ ଏହି ପ୍ରୟୋଗ ନିଶ୍ଚିନ୍ତ ଭାବେ କରି ଦେଖନ୍ତୁ । ଦେଖିବେ ଅଭୁତ ଜଲ୍ଦି ଆପଣ କରଜ କରିଥିଲେ ସେଥିରୁ ମୁକ୍ତି ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *