Ajira Upadesha- ଅକ୍ଷୁର୍ଣ୍ଣ ଯୌବନ ରହିବେ କିପରି ?

୧;- ବନ୍ଧୁଗଣ, ଆପଣ ମାନେ ଯୌବନ କୁ ବହୁତ ଦିନ ରଖିବାକୁ ଇଛା କରୁଛନ୍ତି ତ ନୀତିଦିନ ହଳଦୀ ପାଣି ର ସେବନ କରନ୍ତୁ । ସବୁ ପ୍ରକାରର ଫଳ ତଥା ସିଜେନାଲ ଫଳ ଖାଇବେ, ଗାଜର ଖାଇବେ । ଏହାଦ୍ଵାରା ଅକ୍ଷୁର୍ଣ୍ଣ ଯୌବନ ରହିବ । ସାଧାରଣତ ଦିନକୁ ୮ ଗ୍ଳାସ ପାଣି ସେବନ କରନ୍ତୁ । ଏବଂ ଶୋଇବା ପୂର୍ବ ରୁ ଦର୍ପଣ ରେ ମୁଖ ଦେଖି ଶୋଇବେ ନାହିଁ । ଶୋଇବା ଘରେ ଯଦି ଦର୍ପଣ ଅଛି ତେବେ କଳା କପଡା ଘୋରାଇବେ ଅନ୍ୟ କପଡା ହେବ ନାହିଁ ।

ଆପଣ ଦେଖିବେ ଅକ୍ଷୁର୍ଣ୍ଣ ଯୌନବ ରହିବ । ଏବଂ ହସ ହସ ମୁହଁ ରହିବ । ଏବଂ ଆପଣଙ୍କ ଜୀବନରୁ ସମସ୍ତ ଟେନସନ ମଧ୍ୟ ଦୂର ହୋଇଯିବ । ୨;- ଘରର ଉତ୍ତରପୂର୍ବ ଦିଗରେ ଠାକୁର ଘର କରିବା ଉଚିତ ଏହା ବହୁତ ଶୁଭ ହୋଇଥାଏ ଏବଂ ଉତ୍ତରପୂର୍ବ ଦିଗରେ କେବେ ମଧ୍ୟ ପାହାଚ କରିବା ଉଚିତ ନୁହେଁ ।

୩;- ଘରର ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ଅଥବା ଭାରି ଜିନିଷ ରଖିବା ଉଚିତ ନୁହେଁ । ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ । ୪;- ଘରର ମୁଖ୍ୟ କବାଟ ଯଦି ଭାଙ୍ଗିଯାଇଥାଏ କିମ୍ବା ଖରାପ ଥାଏ ତେବେ ତୁରନ୍ତ ସଠିକ କରିବା ଉଚିତ ନଚେତ ଧନର ଅଭାବ ହୋଇଥାଏ । ୫;- ଘର ଦୁଆର ମୁହଁ ପାଖରେ ବଡଗଛ କିମ୍ବା କୂଅ ରଖିବା ଉଚିତ ନୁହେଁ, ଏହା ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

୬;- ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘର ଏବଂ ଗାଧୁଆ ଘର ସାମ୍ନାସାମ୍ନି ଅଥବା ଲାଗିକରି ରଖିବା ଉଚିତ ନୁହେଁ, ଏହାଦ୍ୱାରା ଆର୍ଥିକ ଖର୍ଚ୍ଚ ବଢିଥାଏ ।

୭;- ଘରର ମୁଖ୍ୟ ଦ୍ଵାରାରେ କଳାଘୋଡା ର ନାଲ ଲଗାଇବା ଶୁଭ ହୋଇଥାଏ ଏହାଦ୍ଵାରା ପରିବାର ଲୋକଙ୍କ ଉନ୍ନତି ହୋଇଥାଏ ।

୮;- ଘରର ଉତ୍ତର ଦିଗରେ କିମ୍ବା ପୂର୍ବ ଦିଗରେ ଆଇନା ଲଗାଇବା ଉଚିତ କିମ୍ବା ଶୁଭ ହୋଇଥାଏ ଏହା ଧନବୃଦ୍ଧି ର କାରଣ ହୋଇଥାଏ ।

୯;- ଘରର ପୂର୍ବ ଦିଗରେ ସୂର୍ଯ୍ୟ ଙ୍କ ଜନ୍ତ୍ର ସ୍ଥାପନ କରିବା ଉଚିତ । ଏହାଦ୍ୱାରା ଅଶୁଭତ୍ଵ ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ର ବୃଦ୍ଧି ହୋଇଥାଏ ।

୧୦;- ଘରର ଉତ୍ତର ଦିଗରେ କିମ୍ବା ଦକ୍ଷିଣ ଦିଗରେ ଆଇନା ଲଗାଇବା ଉଚିତ ଏହା ଶୁଭ ହୋଇଥାଏ ଏବଂ ଧନବୃଦ୍ଧି ହୋଇଥାଏ ।

୧୧;- ଘର ପଶ୍ଚିମ ଦିଗରେ ଶନି ଙ୍କ ଜନ୍ତ୍ର ବିଧି ପୂର୍ବକ ସ୍ଥାପନ କରିବା ଦ୍ଵାରା ଆସୁଥିବା ସଙ୍କଟ ଦୂର ହୋଇଥାଏ ଏବଂ ଜୀବନ ସମସ୍ୟା ମୁକ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *