Vastu Tips- ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି 3 ଟି ଜିନିଷ, ଶୋଇଥିବା ଭାଗ୍ୟ ଚମକିଉଠିବ

ଆମ ଘରର ଗୁରୁଜନ ମାନେ ଆମକୁ ପ୍ରତିଦିନ କିଛି ନା କିଛି କଥା ଶିଖାଇଥାନ୍ତି । ଘରେ ଭଲ ସଂସ୍କାର ଆଣିବା ପାଇଁ ବଡମାନେ କାମ କରିଥାନ୍ତି । ଘରେ ଯେଉଁ ନିୟମ ପାଳନ କରାଯାଏ ସେଥିରେ ଘରର ପରିସ୍ଥିତି ନିର୍ଭର କରିଥାଏ । ଆମ ଘରେ ଯଦି ଭଲ କଥାର ପାଳନ କରାଯାଏ ଓ ନିୟମର ସଠିକ ଅନୁସାରେ ହେଉଥାଏ ତେବେ ସ୍ଥିତି ଭଲ ରହିଥାଏ । କିନ୍ତୁ ଘରେ ଅନୁଶାସନ ନ ଥାଏ ବା ନିୟମ କାନୁନ ନାହି ତେବେ ସ୍ଥିତି ଭଲ ରୁହେ ନାହି ।

ଭଗବାନ କୃଶ ମଣିଷ ଜୀବନର ଉଦ୍ଧାର ପାଇଁ ମହତ୍ଵପୂର୍ଣ୍ଣ କଥା କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ କଣ ଦର୍ଶନ କରିଲେ ଭାଗ୍ୟ ଉଦୟ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଭଗବାନ କୃଷ୍ଣଙ୍କ ମତରେ ପ୍ରତେକ ମଣିଷ ସକାଳୁ ବ୍ରହ୍ମ ମୂହୁର୍ତ୍ତରେ ଶେଯ ତ୍ୟାଗ କରିବା ଉଚିତ । ଏହା ପରେ ଭଗବନଙ୍କ ନାମ ସ୍ମରଣ କରିବା ଦ୍ଵାରା ଦିନ ସାରା ଶରୀରରେ ସାକାରାତ୍ମକ ଉର୍ଜ ଭାରି ରହିଥାଏ । ଯଦି ସମ୍ଭବ ହୁଏ ତେବେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ଉଚିତ ।

୨- ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ସୂର୍ଯ୍ୟ ନମସ୍କର କରିବା ଦରକାର । ସୂର୍ଯ୍ୟ ମନ୍ତ୍ର ସହ ସୂର୍ଯ୍ୟ ନମସ୍କାର କରିଲେ ମାନସିକ ଶାନ୍ତି ଓ ପ୍ରସନ୍ନତା ଲାଭ ହୋଇଥାଏ । ଏହା ସହ ନିରୋଗୀ ଓ ଜୀବନ ପ୍ରତି ଉଶ୍ଚାହ ଜାଗୃତ ହୋଇଥାଏ । ତେଣୁ ସୂର୍ଯ୍ୟଙ୍କୁ ନମସ୍କାର କରିବା ସମୟରେ ଓମ ସୁର୍ଜ୍ଯାୟ ନମହ ମନ୍ତ୍ର ଜପ କରିବା ଉଚିତ ।

୩- ତୁଳସୀ ଗଛ ପ୍ରତେକ ହିନ୍ଦୁ ଘରେ ରହିବା ଉଚିତ । ଶସ୍ତ୍ରରେ କୁହା ଯାଇଛି ଯେଉଁ ଘରେ ତୁଳସୀ ଗଛ ନାହି ସେହି ଘରେ ଶ୍ରୀହଋଙ୍କ ବାସ ରୁହେ ନାହି । ଯେଉଁଠାରେ ଶ୍ରୀହଋଙ୍କ ବାସ ନାହି ସେଠାରେ ମା ଲକ୍ଷ୍ମୀଙ୍କ ବାସ ରୁହେ ନାହି । ପରାଟ କାଳରେ ତୁଳସୀ ଗଛ ପୂଜା କରିବା ଦ୍ଵାରା ଶୁଭ ହୋଇଥାଏ । ଦେବା ପୂଜା ଓ ସୂର୍ଯ୍ୟ ଉପାସନା ପରେ ତୁଳସୀ ପୂଜା କରିବା ଉଚିତ ।

୪- ଶାସ୍ତ୍ରରେ ମଥାରେ ପ୍ରତିଦିନ ମାଟି, ଚନ୍ଦନ, ସିନ୍ଦୁର, ହଳଦୀ, ଭସ୍ମ ଲଗାଇବାର ତାନ୍ତ୍ରିକ ମହତ୍ଵ କୁହା ଯାଇଛି । ଯେଉଁ ବ୍ୟକ୍ତି ଘରୁ ବାହାରିବା ସମୟରେ ମଥାରେ ମାଟି ଲଗାଇ ବାହାରେ ତେବେ କାର୍ଯ୍ୟରେ ସଫଳା ପ୍ରାପ୍ତ ହୋଇଥାଏ । ଏଥିପାଇଁ ମଥାରେ ମାଟି ଲଗାଇବା ସମୟରେ ଓମ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିବା ଉଚିତ ।

୫- ଘରେ ସର୍ବଦା ସାତ୍ଵିକ ଭୋଜନ କରିବା ଉଚିତ । ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଇ ପରିବାର ସଦସ୍ଯଙ୍କୁ ଖାଇବାକୁ ଦେବା ଉଚିତ । ପ୍ରଥମ ରୋଟି ଗୋମାତା ଓ ଶେଷ ରୋଟି କୁକୁରକୁ ଖାଇବାକୁ ଦେଲେ ବ୍ୟକ୍ତି ଜୀବନରେ ଦୁଖ କଷ୍ଟ ଦୂର ହୋଇଥାଏ ।

୬ – ସନ୍ଧ୍ୟା ସମୟରେ ଘରେ ଦୀପ ଲଗାଇ ଈଶ୍ବରଙ୍କ ପୂଜା କରିବା ଉଚିତ । ରାତ୍ରିରେ ଶୋଇବା ପୂର୍ବରୁ ଈଶ୍ଵରଙ୍କୁ କ୍ଷମା ମାଗିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *