ଘରେ ମାର୍ବଲ କିମ୍ବା ଟାଇଲ ପକାଉଛନ୍ତି କି ? ନିଶ୍ଚୟ ଜଣାଇ ରଖନ୍ତୁ ଏହି କଥା (Ajira Anuchinta)

ବନ୍ଧୁଗଣ ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ତେଣୁ ପ୍ରତେକ ବ୍ୟକ୍ତି ଧନ ଅର୍ଜନ କରିବା ପାଇଁ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । କିନ୍ତୁ କିଛି ଲୋକ ମାନେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ତାଙ୍କ ଜୀବନରେ ଧନର ଅଭାବ ଦେଖା ଯାଇଥାଏ । ଯାହା କାରଣରୁ ସେମାନେ ଦରିଦ୍ରତାର ଶିକାର ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଧନ ଅର୍ଜନ କରିବା ପାଇଁ କିଛି ସରଳ ଓ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ।

୧- ଘରେ ଯେଉଁ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫୋଟୋ ରଖିଛନ୍ତି ତେବେ ବସିଥିବା ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ । କିନ୍ତୁ ଦୋକାନରେ ଯେଉଁ ଫୋଟୋ ବା ମୂର୍ତ୍ତି ରଖିଛନ୍ତି ତେବେ ମା ଲକ୍ଷ୍ମୀ ଠିଆ ହୋଇଥିବା ଦରକାର । ଏହା ଦ୍ଵାରା ମଙ୍ଗଳ ହୋଇଥାଏ ।

୨- ଅଧିକାଂଶ ରୋଷେଇ ଘରେ ଆଜିକାଲି ଡଷ୍ଟବିନ ରଖିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ଏହା ସହ ରୋଷେଇ ଘରେ ଭୁଲରେ ବି ଠାକୁର ଙ୍କ ଫୋଟୋ ଲଗାଇବା ଉଚିତ ନୁହେଁ । ୩- କିଛି ନାରୀ ଛାତ ଉପରେ ଗହମ, ଚାଉଳ ବା ଲୁଗାପଟା ଧୋଇଥାନ୍ତି । ଏହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ଯଦି ଆପଣ ମାନେ ଏହି ଭୁଲ କରୁଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ । କାରଣ ଛାତ ଉପରେ କେତୁଙ୍କର ଦ୍ରୁଷ୍ଟି ରହିଥାଏ ।

୪- ଆଜିକାଲି ଲୋକ ମାନେ ଘରେ ଘରେ ମାର୍ବଲ ପକାଉଛନ୍ତି ଯାହା ଦ୍ଵାରା ଘର ଗୁଡିକ ସୁନ୍ଦର ଦେଖାଯିବ । କିନ୍ତୁ କେବେ ବି ଶୋଇବା ଘରେ ଧଳା ରଙ୍ଗର ମାର୍ବଲ ଲଗାଇବା ଉଚିତ ନୁହେଁ । ଧଳା ରଙ୍ଗର ଟାଇଲ ମଧ୍ୟ ଲଗାଇବା ଉଚିତ ନୁହେଁ । କାରଣ ମନ୍ଦିରରେ କେବଳ ଧଳା ରଙ୍ଗର ମାର୍ବଲ ବା ଟାଇଲ ଲଗାଇବା ଉଚିତ । ଏପରି କରିବା ଦ୍ଵାରା ନାରି ମାନଙ୍କର ମାନସିକ ଅସାନ୍ତି ଦେଖା ଯାଇଥାଏ ।

୫- ମନ୍ଦିରରେ ଯଦି ଆପଣ ଚପଲ ରଖିଥିବା ଜାଗାରେ ହଜି ଯାଇଥାଏ ତେବେ ଏଥିରେ ମନ ଦୁଖ କରିବାର କିଛି କଥା ନାହି । କାରଣ ମନ୍ଦିର ରେ ଜୋତା ହଜିବା ଶୁଭ ହୋଇଥାଏ । ଏହା ସହ ଯେଉଁ ମାନେ ଜୋତା ଚୋରୀ କରିଥାନ୍ତି ସେମାନଙ୍କ ଜୀବନରେ ଶନି ଦଶା ପଡିଥାଏ । ଏଭଳି ବ୍ୟକ୍ତିଙ୍କର ଖରାପ ଦିନର ଆରମ୍ଭ ହୋଇଥାଏ ।

୬- ପାଣି ଟାଙ୍କି ଘରର ଉତ୍ତର ଦିଗରେ ରଖିବା ଉଚିତ । କେବେ ବି ଦକ୍ଷିଣ- ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ । ଯଦି ସମ୍ଭବ ହୁଏ ତେବେ ଉତ୍ତର- ପୂର୍ବ କୋଣରେ ରଖି ପାରିବେ । ଯଦି ପାଣି ତାଙ୍କୁ ଏହି ଦିଗରେ ରଖିବେ ତେବେ ଯେତେ ଧନ ଅର୍ଜନ କରିଲେ ମଧ୍ୟ ଅଣ୍ଟିବ ନାହି ।

୭- ଯଦି ପରିବାର ମଧ୍ୟରେ ସର୍ବଦା କଳହ ଲାଗି ରହୁଛି ତେବେ ଘରର ଅଗ୍ନି କୋଣରେ ଗୋଟିଏ ନାଲି ବଲ ଜଳାଇ ରଖନ୍ତୁ । ଏମିତି ଦେଢ ମାସ କରିବା ଦ୍ଵାରା ପରିବାର ମଧ୍ୟରେ ଥିବା ମନୋମାଳିନ୍ୟ ଧୀରେ ଧୀରେ କମିବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *