ଶରୀରରେ ଦେବତା ଆସିବାର 5 ସଙ୍କେତ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଆମ୍ଭ ଶରୀରରେ ଯେତେବେଳେ ଦେବୀଦେବତା ଆସିବାକୁ ଲାଗିଥାନ୍ତି, ସେତେବେଳେ ଆମ୍ଭକୁ କେଉଁ କେଉଁ ସଙ୍କେତ ମିଳିଥାଏ ? ଆପଣଙ୍କ ଜୀବନରେ ଅନେକ ଗୁଡିଏ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଆଜି ଆମ୍ଭେ ସେହି ସଙ୍କେତ ମାନଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

୧;- ଯେତେବେଳେ ଆପଣଙ୍କ ଉପରେ ଦେବୀଦେବତା ପ୍ରବେଶ କରିବାକୁ ଯାଇଥାନ୍ତି, ସେହି ସମୟରେ ଆପଣଙ୍କ ଆଖି ଭାରି ହୋଇଯାଇଥାଏ । ଏହା ସହିତ ଆପଣଙ୍କୁ ପୂଜା କରୁଥିବା ସମୟରେ ବହୁତ ବଡ ବଡ ହାଇ ଆସିଥାଏ । ଏବଂ ଏହା ସାଧାରଣ ହୋଇ ନଥାଏ ଏହା ବହୁତ ବଡ ବଡ ହାଇ ହୋଇଥାଏ । ଏହା ସହିତ ଆପଣଙ୍କ ଆଖିରୁ ପାଣି ଆସିବାକୁ ଲାଗିଥାଏ ।

୨;- ଆପଣ ଯେତେବେଳେ ପୂଜାପାଠ କରୁଛନ୍ତି ନୀତିଦିନ ଭଳି ମନ୍ତ୍ର ଜାପ କରୁଛନ୍ତି, ଯେଉଁ ମନ୍ତ୍ର ର ଉପଯୋଗ କରି ଆପଣ ଭକ୍ତି କରିଥାନ୍ତି, ମାତ୍ର ଆପଣ ପୂଜା କରିଲା ବେଳେ ଭକ୍ତି ର ସହିତ ଉଚ୍ଚାରଣ କରୁଥିବା ମନ୍ତ୍ର ଟି ହଟାତ ବନ୍ଦ ହୋଇଯିବ, କାରଣ ସେହି ସମୟରେ ଆପଣଙ୍କ ଶରୀରରେ ହଲଚଲ ହେବାକୁ ଲାଗିବ ତାହା ଭାଇବ୍ରେଟ ହୋଇଥାଏ ।

ଏହା ଆପଣଙ୍କ ଶରୀରରେ ହେବାକୁ ଲାଗିବ ଏବଂ ଆପଣ ସେହି ଶକ୍ତି କୁ ହିଁ ଅନୁଭବ କରିବାକୁ ଲାଗିବେ । ଏବଂ ଆପଣଙ୍କ ଶରୀରରୁ ଯେତେବେଳେ ଶକ୍ତି ଖାଲି ହେବାକୁ ଲାଗିଥାଏ ତେବେ ଆପଣଙ୍କ ଶରୀର ଶୂନ ପଡିବାକୁ ଲାଗିଥାଏ । ଏହା ସହିତ ଆପଣଙ୍କ ମସ୍ତିଷ୍କ ମଧ୍ୟ ହଲ୍କା ହାଲ୍କା ବନ୍ଦ ହେବାକୁ ଲାଗିଥାଏ । ଆପଣଙ୍କୁ ନିଦ ମଧ୍ୟ ଲାଗିଥାଏ ।

୩;- ଯେତେବେଳେ ଆପଣଙ୍କ ଶରୀର ଶୁନ ହେବାକୁ ଲାଗିବ ସେତେବେଳେ ଆପଣଙ୍କ ଶରୀରରୁ ଏକ ଆରାମ ଦାୟକ ପବନ ଯିବା ଭଳି ଅନୁଭବ ହେବ । ଆପଣଙ୍କୁ ଏଭଳି ଲାଗିଲା ଯେ ସେହି ପବନ ଆପଣଙ୍କ ଶରୀର କୁ ଛୁଇଁ ଗତି କରୁଛି । ସେହି ପବନ କେବେ ଥଣ୍ଡା କେବେ ଗରମ ଭଳି ଲାଗିବ । ଏହା ସହିତ କୌଣସି ଏକ ସୁଗନ୍ଧ ଆପଣଙ୍କୁ ଅନୁଭୂତି ହେବ ।

୪;- ଆପଣ ମାନଙ୍କୁ ପୂଜା କରୁଥିବା ସମୟରେ ଏକ ଊର୍ଜା ଅନୁଭବ ହେବାକୁ ଲାଗିବ । ଆପଣଙ୍କୁ ଏଭଳି ଅନୁଭବ ହେବ ଯେ ଆପଣଙ୍କ ଶରୀରରେ ଯେମିତି କିଏ ପ୍ରବେଶ କରି ସାରିଛନ୍ତି । କାରଣ ସେହି ଊର୍ଜା ଆପଣଙ୍କ ସଂପୂର୍ଣ୍ଣ ଶରୀରରେ ଘୁମିବାକୁ ଲାଗିବ । ଯାହାଦ୍ଵାରା ଆପଣଙ୍କୁ କୌଣସି ଝଟକା ମଧ୍ୟ ଲାଗିଥାଏ । ଆପଣ କାମ ଅଥବା କିଛି ମଧ୍ୟ କରୁଛନ୍ତି ତେବେ ଆପଣଙ୍କୁ ସେହି ସମୟରେ ହାଲ୍କା ହାଲ୍କା ଝଟକା ଆସିବାକୁ ଲାଗିବ ।

୫;- ଦେବୀଦେବତା ଆସିବା ପୂର୍ବ ରୁ ସ୍ଵପ୍ନ ମାଧ୍ୟମରେ ଆପଣଙ୍କୁ କହିଦେଇଥାନ୍ତି ଯେ ଆମ୍ଭେ ତୁମ୍ଭ ଶରୀର ମଧ୍ୟରେ ପ୍ରବେଶ କରିବାକୁ ଯାଉଅଛୁ । ଅଥବା କୌଣସି ମନ୍ଦିରରେ ଆପଣ ବସିଛନ୍ତି ଅଥବା ଆପଣ ଶୂନ୍ୟ ରେ ଧ୍ୟାନ ରେ ବସିଛନ୍ତି ଏବଂ ଲୋକଙ୍କ ସହାୟତା କରୁଛନ୍ତି ତେବେ ଏହିଭଳି ସ୍ଵପ୍ନ ମାନ ମଧ୍ୟ ଏକ ଲକ୍ଷଣ ହୋଇଥାଏ ଯେ ଆପଣଙ୍କ ଶରୀରରେ ଦେବତା ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *